Odisha Link
Bridging the Missing Links in Odisha
Daily Archives

April 3, 2020

ରାଜ୍ୟର ୫ ଜିଲ୍ଲାକୁ ବ୍ୟାପିଲା କରୋନା,…

ଭୁବନେଶ୍ବର: ଦୁଇ ସପ୍ତାହ ପୁର୍ବେ ଭୁବନେଶ୍ବରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ରାଜ୍ୟର ୫ଟି ଜିଲ୍ଲାକୁ ଏହି ଭୂତାଣୁ ବ୍ୟାପି ସାରିଲାଣି। ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ୫ ଜଣ ଆକ୍ରାନ୍ତ ଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଭଦ୍ରକରେ…

ଓଡ଼ିଶାରେ ୨୦ କରୋନା ଆକ୍ରାନ୍ତ, ଆଜି ୧୫…

ଭୁବନେଶ୍ବର: ଆଜି ଦିନଟି ଓଡ଼ିଶା ପାଇଁ ସତେ ଯେମିତି ଥିଲା କଳା ଶୁକ୍ରବାର। ଗତକାଲି ସୁଦ୍ଧା ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ଆଉ ୧୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ମୋଟ କୋଭିଡ୍-୧୯ ପଜିଟିଭ୍‌ ସଂଖ୍ୟା ଏବେ ୨୦ରେ ପହଞ୍ଚିଛି। ସ୍ବାସ୍ଥ୍ୟ ବିଭାଗ…

ଭୁବନେଶ୍ବର ବମିଖାଲ-ଝାରପଡ଼ା ଅଞ୍ଚଳ ସିଲ୍

ଭୁବନେଶ୍ବର: ଆଜି ସଂଧ୍ୟାରେ ଭୁବନେଶ୍ବରର ବମିଖାଲ ଅଞ୍ଚଳରୁ ତିନିଜଣ କରୋନା ଆକ୍ରାନ୍ତ ମିଳିବା ପରେ ଆଜି ବିଳମ୍ବିତ ରାତିରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ଝାରପଡ଼ାର କିଛି ଅଞ୍ଚଳ ମଧ୍ୟ ସିଲ୍‌ ଅଞ୍ଚଳ ମଧ୍ୟରେ ରହିଛି। ପୂର୍ବରୁ ସୂର୍ଯ୍ୟନଗର ଅଞ୍ଚଳକୁ ମଧ୍ୟ ସିଲ୍‌ କରିଥିଲା ଭୁବନେଶ୍ବର…

ସଟ୍‌ଡାଉନ୍‌ ସମୟରେ ଭୁବନେଶ୍ବରରେ ଖୋଲା…

ଭୁବନେଶ୍ବର: ଆଜି ସଂଧ୍ୟା ୮ଟାରୁ ଭୁବନେଶ୍ବର ସମେତ କଟକ ଓ ଭଦ୍ରକ ସହରରେ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଲାଗୁ ହୋଇଛି। ଏହି ସମୟରେ କୌଣସି ଦୋକାନ ବଜାର, ଏପରିକି ଅତ୍ୟାବଶ୍ୟକୀୟ ଦୋକାନ ମଧ୍ୟ ଖୋଲା ରହିବ ନାହିଁ। ତେବେ ଲୋକଙ୍କ ସ୍ବାସ୍ଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୁଇଦିନ ସଟ୍‌ଡାଉନ୍‌ ସମୟରେ ଅଳ୍ପକିଛି…

ଭିଡିଓ କନଫରେନ୍ସିଂରେ ମୋଦିଙ୍କ ସହ କଥା…

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ। ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୯ କ୍ରୀଡ଼ାବିତଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ। ସେମାନଙ୍କ ମଧ୍ୟରେ ପାରା ବ୍ୟାଡମିଣ୍ଟନ ଖେଳାଳୀ ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ମଧ୍ୟ ରହିଥିଲେ। ଏହି ଆଲୋଚନା ବେଳେ…

ଗ୍ୟାସ ଯୋଗାଣ ଓ ଉଜ୍ଜଳା ହିତାଧିକାରୀଙ୍କୁ…

ନୂଆଦିଲ୍ଲୀ: ଦେଶରେ ଲକ୍ ଡାଉନ ସମୟରେ ଏଲପିଜି ସିଲିଣ୍ଡରର ପର୍ଯ୍ୟାପ୍ତ ଉପଲବ୍ଧତା, ଏଲପିଜି ଯୋଗାଣ ଓ ଉଜ୍ଜଳା ହିତାଧିକାରୀଙ୍କୁ ମାଗଣାରେ ୩ଟି ଗ୍ୟାସ ସିଲିଣ୍ଡର ଆଗାମୀ ତିନି ମାସ ମିଳିବା ପ୍ରସଙ୍ଗରେ ଶୁକ୍ରବାର ତୈଳ ବିପଣନ ସଂସ୍ଥା ଗୁଡିକର ୭୩୦ ଜଣ ଜିଲ୍ଲା ନୋଡାଲ ଅଫିସରଙ୍କ ସହ ଭିଡିଓ କନଫରେନ୍ସି…

କରୋନା ମୁକାବିଲା ସଂଗ୍ରାମରେ ଆମେ ସମସ୍ତେ…

ଭୁବନେଶ୍ବର: ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୧୩୦ କୋଟି ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କରୋନା ବିରୋଧୀ ଯୁଦ୍ଧର ନେତୃତ୍ୱ ନେଉଛନ୍ତି। ବିଶ୍ୱ ମହାମାରୀ କରୋନା ସଂକଟ ବର୍ତମାନ ଚାରିଆଡେ ଯେଉଁ…

କରୋନା ଭୟ: ୪୧ ହଜାର ତାବ୍ଲିଘି…

ଓଏଲ୍‌ ବ୍ୟୁରୋ: ଭାରତରେ ନିଜାମୁଦ୍ଦିନ୍‌ ଦରଘାରେ ତାବ୍ଲିଘି ଜମାତ ଯୋଗୁଁ କରୋନ୍ୟା ବ୍ୟାପିଥିବା ବେଳେ ପାକିସ୍ତାନରେ ମଧ୍ୟ ଏହି ଉତ୍ସବକୁ ନେଇ ଭୟ ସୃଷ୍ଟି ହୋଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରାୟ ୪୧ ହଜାରରୁ ଅଧିକ ତାବ୍ଲିଘି ଜମାତୀଙ୍କ ସନ୍ଧାନ ପାଇଁ ପାକିସ୍ତାନ ସରକାର ଉଦ୍ୟମ କରୁଛନ୍ତି।…

ସଟ୍‌ ଡାଉନ୍‌କୁ ସଫଳ କରିବା ପାଇଁ…

ଭୁବନେଶ୍ବର: ଆଜି ସନ୍ଧ୍ୟା ୮ଟାରୁ ରବିବାର ରାତି ୮ଟା ଯାଏଁ ରାଜଧାନୀ ଭୁବନେଶ୍ବର ସମେତ ଭଦ୍ରକ ଓ କଟକ ସହର ସଟ୍‌ ଡାଉନ୍। ଅର୍ଥାତ୍‌ ୨ଦିନ ପାଇଁ ରାଜଧାନୀ ଭୁବନେଶ୍ବର,କଟକ ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ଭାବେ ସଟ୍‌ ଡାଉନ୍‌ ହେବ ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ…

ରାଜ୍ୟରେ ଆଉ ୩ କରୋନା ରୋଗୀ ଚିହ୍ନଟ,…

ଭୁବନେଶ୍ବର: ଆଜି ରାଜ୍ୟରେ ୪ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟାହ୍ନରେ କଟକର ଜଣେ ପୀଡ଼ିତ ହୋଇଥିବା ବେଳେ ଏବେ ସନ୍ଧ୍ୟରେ ଭୁବନେଶ୍ବରର ବୋମିଖାଲ ଅଞ୍ଚଳର ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ପୂର୍ବରୁ ଭୁବନେଶ୍ବରରେ ୪ ଜଣ ଓ…