Odisha Link
Bridging the Missing Links in Odisha
Daily Archives

April 4, 2020

କଳାହାଣ୍ଡିରୁ ଜଣେ କରୋନା ରୋଗୀ ଚିହ୍ନଟ,…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ରେଗୀ କଳାହାଣ୍ଡି ଜିଲ୍ଲାର  ଏବଂ ବୟସ ୨୯ ବୋଲି ଜଣାପଡ଼ିଛି। ତେବେ ଆକ୍ରାନ୍ତଙ୍କଠାରେ ପୂର୍ବରୁ କିଛି ଲକ୍ଷଣ ଦେଖାଯାଇନଥିଲା।। ସେ ନିକଟରେ ବାହାରିନରୁ ଆସିଥିବା ନେଇ ସୂଚନା ମିଳିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର…

ଆସନ୍ତା ୪୮ ଘଣ୍ଟା ଜଟିଳ: ନିଜାମୁଦ୍ଦିନ…

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ ୩ ଜଣ ନିଜାମୁଦ୍ଦିନ ମର୍କାଭ ଫେରନ୍ତା କୋଭିଡ୍‌ ପଜିଟିଭି ମିଳିବା ପରେ ସରକାରଙ୍କ ତତ୍ପରତା ବଢ଼ିଯାଇଛି। ରାଜ୍ୟରେ ନିଜାମୁଦ୍ଦିନ-ସମ୍ପର୍କ ନେଇ ଅଧିକ ସକ୍ରିୟ ହେବାକୁ ଜିଲ୍ଲାପାଳମାଡ଼ଭ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍।…

ଓଡ଼ଗାଁ ରଘୁନାଥଙ୍କ ଅହଲ୍ୟା ଉଦ୍ଧାର ବେଶ

ନୟାଗଡ଼: ମହାମାରୀ କରେନା ଭାଇରସର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହି ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଏସବୁ ଭିତରେ ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବିଜେ ରଘୁନାଥ ଜୀଉ ମନ୍ଦିରରେ ଆଜି କାମଦା ଏକାଦଶୀ ତିଥିରେ ଅହଲ୍ୟା ଉଦ୍ଧାର ବେଶ ଅନୁଷ୍ଠିତ…

କରୋନା ମୁକାବିଲା: ଟ୍ରମ୍ପଙ୍କ ସହ କଥା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ବବାସୀ ଚିନ୍ତିତ। ଏହାରି ମଧ୍ୟରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କରୋନା ବା କୋଭିଡ୍‌-୧୯ ସଙ୍କଟ ସମ୍ପର୍କରେ ଆଲୋଚନା କରିଛନ୍ତି। ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଫୋନ୍‌…

ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା କରୋନା…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତରେ ସାମିଲ ହେଲା କରୋନା ଚିକିତ୍ସା। ଏଣିକି ଏହି ଯୋଜନାର ହିତାଧୀକାରୀଙ୍କୁ ମାଗଣା କରୋନା ଭୂତାଣୁ ପରୀକ୍ଷଣ ଓ ଚିକିତ୍ସା ସୁବିଧା ମିଳିବ। ଆୟୁଷ୍ମାନ ଭାରତ ଯୋଜନାରେ ପ୍ୟାନେଲଭୁକ୍ତ ସମସ୍ତ ଘରୋଇ ଚିକିତ୍ସାଳୟ ଓ ପରୀକ୍ଷଣ…

ତବଲିଗୀ ଜମାତ୍‌ର ସଦସ୍ୟଙ୍କୁ ଗୁଳି କରି…

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାନ ସେନା ମୁଖ୍ୟ ରାଜ ଠାକରେ ମହିଳା ମେଡିକାଲ କର୍ମଚାରୀଙ୍କ ସହ ଅସଦାଚରଣକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମହିଳା ମେଡିକାଲ କର୍ମଚାରୀଙ୍କ ସହ ଅସଦାଚରଣ କରିଥିବା ତବଲିଗି ଜମାତ୍‌ର ସଦସ୍ୟମାନେ ଏକ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବାବେଳେ ଡାକ୍ତରଖାନାରେ…

ତାଳି, ଦୀପ ଜାଳିଲେ ସମସ୍ୟାର ସମାଧାନ ହେବ…

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନନେଇ କଟାକ୍ଷ କରି କହିଛନ୍ତି ଯେ, ଦେଶରେ କୋଭିଡ-୧୯ ପରୀକ୍ଷା ବହୁତ କମ୍ ହେଉଛି। ଲୋକମାନଙ୍କ ଦ୍ବାରା ଥାଳି, ତାଳି ଓ ଦୀପ ଜାଳିଲେ…

କେବଳ ଘର ଲାଇଟ୍‌ ବନ୍ଦ କରନ୍ତୁ,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରବିବାର ରାତି ୯ଟାରେ ଦୀପ ଜଳାଇବାକୁ ଆହ୍ୱାନ କରାଯାଇଥିବାବେଳେ ଏହି ଅବସରରେ ଲାଇଟ୍‌ ବନ୍ଦ କରିବାକୁ କୁହାଯାଇଛି। ତେବେ କିଛି ଲୋକ ଏହାକୁ ନେଇ ପ୍ରଚାର କରିବା ଆରମ୍ଭ କରିଦେଇଥିଲେ ଯେ, ଲାଇଟ୍‌ ବନ୍ଦ ହେବା ଦ୍ବାରା ଗ୍ରୀଡ୍‌ରେ ସମସ୍ୟା…

ପିଏମ କେୟାର୍ସ ଫଣ୍ଡକୁ ଦାନ କରିଥିବା…

ଭୁବନେଶ୍ୱର : କୋଭିଡ-୧୯ ମହାମାରୀ ଭାରତ ସମେତ ସାରା ବିଶ୍ୱକୁ ଆକ୍ରାନ୍ତ କରିଛି । କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଆଜି ଏକାଠୀ ହୋଇ ଲଢେଇ କରୁଛି । କରୋନା ଭଳି ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ଓ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେବା ନେଇ…

ମିଛ ଖବର ପାଇଁ ଗିରଫ ହେଲେ ସାମ୍ବାଦିକ

ଯାଜପୁର: ମିଛ ଖବର ପ୍ରକାଶ କରିବା ଅଭିଯୋଗରେ ଦୈନିକ ସମ୍ବାଦପତ୍ର 'ସମ୍ବାଦ'ର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ପ୍ରତିନିଧି ଚନ୍ଦ୍ରଶେଖର ସାହୁଙ୍କୁ ଗିରଫ କରିଛି ଜିଲ୍ଲା ପୁଲିସ। ଆଜି ତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ରଂଜନ କୁମାର ଦାସ। ଭୁଲ ତଥ୍ୟ…