Odisha Link
Bridging the Missing Links in Odisha
Daily Archives

April 4, 2020

ଖବରକାଗଜ ପ୍ରତିନିଧିଙ୍କ ବିରୋଧରେ ପୁଲିସ…

ଯାଜପୁର: ଦୈନିକ ସମ୍ବାଦପତ୍ର 'ସମ୍ବାଦ'ର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ପ୍ରତିନିଧିଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ରଂଜନ କୁମାର ଦାସ। ଭୁଲ ତଥ୍ୟ ପ୍ରଚାର କରିବା ଅଭିଯୋଗରେ ଦଶରଥପୁର 'ସମ୍ବାଦ' ପ୍ରତିନିଧି ଚନ୍ଦ୍ରଶେଖର ସାହୁ ଓ ଏହି ଖବରକୁ ହ୍ବାଟ୍ସଆପରେ…

ତିନିଟି ସୋସିଆଲ ମିଡ଼ିଆରେ ଡେବ୍ୟୁ କରିବେ…

ନୂଆଦିଲ୍ଲୀ : ଏପ୍ରିଲ ୧୪ ଯାଏ ପୁରା ଦେଶ ଲକ୍‌ ଡାଉନ୍। ଏହି ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଏବେ ଘର ରହିବାକୁ ଜନସାଧାରଣଙ୍କୁ କହିଛନ୍ତି ସରକାର। ଲକଡାଉନ ସମୟରେ ଟିଭି ଦର୍ଶକଙ୍କ ପାଇଁ ୮୦ ଓ ୯୦ ଦଶକର କିଛି ସୁପରହିଟ୍‌ ଟିଭି କାର୍ଯ୍ୟକ୍ରମକୁ ପୁନରାବୃତ୍ତି ଟେଲିକାଷ୍ଟ କରିବା ପାଇଁ…

ସଟ୍‌ଡାଉନ୍‌ ଅମାନିଆଙ୍କୁ ପାହାର: ୨୪୦୦…

ଭୁବନେଶ୍ବର: ୨୦ ଘଣ୍ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ ସଟ୍‌ଡାଉନ୍‌ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ। ଆଜି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଅଭୟ କହିଛନ୍ତି ଯେ ୯୦%ରୁ ଅଧିକ ଲୋକ ସଟ୍‌ଡାଉନ୍‌ଙ୍କୁ ମାନୁଛନ୍ତି।…

ଦିବ୍ୟାଙ୍କ ଯୋଜନା ବିଗାଡ଼ିଲା କିଏ ?

ଭୁବନେଶ୍ବର : ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ଯାଏ ଲକ୍‌ଡାଉନ୍। ଏହି ସମୟରେ ଅତ୍ୟାବଶ୍ୟତ ସାମଗ୍ରୀ ଦୋକାନ ବ୍ୟତୀତ ଆଉ ସବୁ ଦୋକାନ ବନ୍ଦ ରହିଛି । ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଘରେ ରହୁଛନ୍ତି । ତେବେ ଓଲିଉଡ୍ ଷ୍ଟାର୍‌ମାନେ ମଧ୍ୟ…

ପାପ କରିଛ, ଆଲ୍ଲା ରାଗିଛନ୍ତି: ମର୍କାଜ୍‌…

ଭୁବନେଶ୍ବର: ଫେରାର୍‌ ଥିବା ତାବ୍‌ଲିଘି ଜମାତ୍‌ ମର୍କାଜ୍‌ ମୁଖ୍ୟ ମୌଲାନା ମହମ୍ମଦ ସାଦ୍‌ଙ୍କର ପୁଣି ଏକ ଅଡିଓ ଆସିଛି। ପୂର୍ବରୁ ଅଡିଓରେ ଲକ୍‌ଡାଉନ୍‌ ଅମାନ୍ୟ କରିବା ପାଇଁ ଅନୁଗାମୀଙ୍କୁ ଉପଦେଶ ଦେଇଥିବା ମୌଲାନା ଏହି ଦ୍ବିତୀୟ ଅଡିଓରେ 'ଆଲ୍ଲା ରାଗିଛନ୍ତି' ବୋଲି ମତ ଦେଇଛନ୍ତି। ବର୍ତ୍ତାମନ…

କରୋନା ମୁକାବିଲା: ଗ୍ରାମବାସୀଙ୍କ ନିଆରା…

ନବରଙ୍ଗପୁର: ମହାମାରୀ କରୋନା ଭାଇରସ ଦିନକୁ ଦିନ ବିଶ୍ବବାସୀଙ୍କ ପାଇଁ ଚିନ୍ତା ବଢ଼ାଉଛି। କରୋନା କବଳରୁ କିଭଳି ସାଧାରଣ ଜନତା ରକ୍ଷା ପାଇ ପାରିବେ ସେଥିପାଇଁ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଏକ ସଚେତନତା ମୂଳକ ଖବର ନବରଙ୍ଗପୁର ଜିଲ୍ଲାରେ ଦେଖିବା…

୧୦ ଜମାତ୍‌ ସଦସ୍ୟଙ୍କୁ ଶରଣ ଦେଇ କରୋନାରେ…

ମୁମ୍ବାଇ: ଏପ୍ରିଲ ୧ ତାରିଖ ଦିନ ଏଠାରେ ଥିବା ଏସିଆର ସର୍ବବୃହତ୍ତ ବସ୍ତି ଧରାବିରେ ପ୍ରଥମ କରୋନା ଜନିତ ମୃତ୍ୟୁ ହୋଇଥିଲା। ୫୬ ବର୍ଷ ବୟସ୍କ ମୃତକ ଜଣଙ୍କ ସଂସ୍ପର୍ଶ ଇତିହାସ ଜାଣି ଅବାକ ହୋଇଛି ମୁମ୍ବାଇ ପୁଲିସ। ଅନୁସନ୍ଧାନ ବେଳେ ଜଣାପଡ଼ିଛି ଯେ ନିଜାମୁଦ୍ଦିନ୍‌ ତାବ୍‌ଲିଘି ଜମାତ୍‌ ମର୍କାଜ ଯୋଗଦେଇ…

ଏପ୍ରିଲ୍ ୧୫ରୁ ସେବା ଆରମ୍ଭ କରିବାକୁ…

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହି ଲକ୍‌ଡାଉନ୍‌ ଅବଧି ଏପ୍ରିଲ ୧୪ ଯାଏ ଚାଲୁ ରହିବ। ଏପ୍ରିଲ ୧୪ ପରେ ଅର୍ଥାତ ୧୫ ତାରିଖରୁ ରେଲୱେ ତାହାର ସେବା ଆରମ୍ଭ କରିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡ଼ିଛି। ଏଥିପାଇଁ ରେଲୱେ ପକ୍ଷରୁ ଏହାର ସମସ୍ତ ସୁରକ୍ଷାକର୍ମୀ, କର୍ମଚାରୀ,…

ଲକ୍‌ଡାଉନ୍: ବିପୁଳ ପରିମାଣର ନକଲି…

ବାଲେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ଯାଏ ଲକ୍‌ଡାଉନ୍। ଏହି ସମୟରେ ଅତ୍ୟାବଶ୍ୟତ ସାମଗ୍ରୀ ଦୋକାନ ବ୍ୟତୀତ ଆଉ ସବୁ ଦୋକାନ ବନ୍ଦ ରହିଛି। ଏହି ସମୟରେ ମଦ ଦୋକାନ ମଧ୍ୟ ବନ୍ଦ ରହିବା ନେଇ କଟକଣା ଲାଗିଛି। ହେଲେ ଲକ୍‌ଡାଉନ୍‌ ସମୟରେ ବି ଚୋରାରେ ମିଳୁଛି ମଦ।…

କରୋନା ଲଢ଼େଇ: ମାସ୍କ ସିଲେଇ କରୁଛନ୍ତି…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଶ୍ରମଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତଙ୍କ ପତ୍ନୀ ନୌନନ୍ଦ କନଓ୍ବର ଘରେ ପିଲାମାନଙ୍କ ସହ ମିଶି ମାସ୍କ ପ୍ରସ୍ତୁତିରେ…