Odisha Link
Bridging the Missing Links in Odisha

ଦିବ୍ୟାଙ୍କ ଯୋଜନା ବିଗାଡ଼ିଲା କିଏ ?

ଭୁବନେଶ୍ବର : ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ଯାଏ ଲକ୍‌ଡାଉନ୍। ଏହି ସମୟରେ ଅତ୍ୟାବଶ୍ୟତ ସାମଗ୍ରୀ ଦୋକାନ ବ୍ୟତୀତ ଆଉ ସବୁ ଦୋକାନ ବନ୍ଦ ରହିଛି ।

ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଘରେ ରହୁଛନ୍ତି । ତେବେ ଓଲିଉଡ୍ ଷ୍ଟାର୍‌ମାନେ ମଧ୍ୟ ଘରେ ଦିନ କାଟୁଛନ୍ତି। ସେମାନେ ଘରେ ରହି କାଟୁଥିବା ସମୟକୁ ସୋଶାଲ୍ ମିଡିଆରେ ମଧ୍ୟରେ ପୋଷ୍ଟ କରିଥାନ୍ତି ।

instagram.com/p/B-Wh-lKJ7ei/

ଅନ୍ୟମାନଙ୍କ ଭଳି ବିଦ୍ୟା ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ୨ଟି ଭିଡିଓ ପୋଷ୍ଟ କରିଛନ୍ତି ।ସେ ତାଙ୍କ ପୋଷା କୁକର ସହ ଖେଳୁଥିବା ଓ ଓଡ଼ିଶୀ ନୃତ୍ୟ ଅଭ୍ୟାସ କରୁଥିବାର ଭିଡ଼ିଓ ରୋ ଦେଖିବାକୁ ମିଳିଛି ।

https://www.instagram.com/p/B-hIxBkJeJB/

ଦିବ୍ୟା ପୋଷ୍ଟରେ ଲେଖିଛନ୍ତି ,ସେ ଏକ ସୁନ୍ଦର ଭିଡିଓ କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ପ୍ରିୟ କୁକୁର ସବୁ ବିଗାଡ଼ି ଦେଲା। ତଥାପି ଏହା ଖୁବ୍ ମଜାଳିଆ ହୋଇଛି ନୁହେଁ କି? ଦିବ୍ୟା ଲୋକଙ୍କୁ କରୋନା ବିରୋଧରେ ଲଢ଼େଇ କରିବା ପାଇଁ ଘରେ ରହିବାକୁ ଓ ହାତ ଧୋଇବାକୁ ପରାମର୍ଶ ଦେଉଛନ୍ତି ।

Comments are closed.