Odisha Link
Bridging the Missing Links in Odisha
Daily Archives

August 19, 2020

‘ନେଟ୍‌ମେଡସ୍‌’ର ଅଧିକାଂଶ ଅଂଶଧନ…

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆରଆର୍‌ଭିଏଲ) ପକ୍ଷରୁ ସାମଗ୍ରିକ ଭାବେ ‘ନେଟ୍‌ମେଡସ୍‌’ ନାମରେ ପରିଚିତ ଭିଟାଲିକ୍ ହେଲ୍‌ଥକେୟାର ପ୍ରାଇଭେଟ୍ ଲିମିଟେଡ୍ (ଭିଟାଲିକ୍‌) ଓ ଏହାର…

କିପରି କରିବେ ଅଗ୍ର ପୂଜ୍ୟଙ୍କୁ ପୂଜା

ଓଏଲ୍‌ ବ୍ୟୁରୋ: ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀରେ ଗଣେଶ ପୂଜା ପାଳନ କରାଯାଏ। ପ୍ରଭୁ ଗଣେଶ ହେଉଛନ୍ତି ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର। ହିନ୍ଦୁ ଧର୍ମରେ ଗଣେଶଙ୍କୁ ପୂଜା, ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ଆବାହନ କରାଯାଏ। ପ୍ରଭୁ ଗଣେଶଙ୍କ ମଧ୍ୟରେ ସମସ୍ତ ସକାରାତ୍ମକ ଗୁଣ ଓ…

ଗଣେଶ କାହିଁକି ଅଗ୍ରପୂଜ୍ୟ…

ଓଏଲ୍‌ ବ୍ୟୁରୋ: ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ ଆଦିଦେବ ଗଣେଶଙ୍କର ପୂଜା କରାଯାଏ। ସନାତନ ହିନ୍ଦୁ ଧର୍ମରେ ଗଣେଶଙ୍କୁ କେବଳ ପଞ୍ଚଦେବତାଙ୍କ ମଧ୍ୟରେ ପୂଜା କରାଯାଏ ତାହା ନୁହେଁ। ଯେକୌଣସି ପୂଜା, ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟରେ ଗଣେଶଙ୍କୁ ପ୍ରଥମେ ଆବାହନ କରାଯାଏ। ଗଣେଶ ସିଦ୍ଧି, ସମୃଦ୍ଧି ଓ…

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଂଶପାଳ : କେନ୍ଦୁଝର ଜିଲ୍ଲା ସଦର ଥାନା ତଳକୁସୁମିତା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତ ଯୁବକ ଜଣଙ୍କ କେନ୍ଦୁଝର ପୁରୁଣା ବଜାର ପୁଡାଉଆସ ସାହିର ସୁଦର୍ଶନ ନାଏକ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍‌ଭିନ୍‌ ଆରମ୍ଭ କରିଛି। ପ୍ରକାଶ ଯେ, ବରଦାପାଳ…

ଜଳ ସଂକଟକୁ ଦୂର କରିବା ପାଇଁ ମୋଦି ସରକାର…

ଭୁବନେଶ୍ୱର : ବର୍ଷ ବର୍ଷ ଧରି ରାଜ୍ୟରେ ଜଳର ଅଭାବ ଲାଗି ରହିଛି। ସେ ପିଇବା ହେଉ କିମ୍ବା ଚାଷ ପାଇଁ ହେଉ ଓଡ଼ିଶାରେ ଏହା ଏକ ବଡ ଆହ୍ୱାନ ସଦୃଶ ହୋଇଛି । ମୋଦି ସରକାର ଏହି ଆହ୍ୱାନକୁ ଦୂର କରିବା ସହ ରାଜ୍ୟର ସବୁ ଗାଁର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଦିଗରେ କାମ କରୁଛନ୍ତି…

ଯୁକ୍ତ ୨ ବାଣିଜ୍ୟ ଫଳାଫଳ: ଶ୍ରେଷ୍ଠ ୨ରେ…

ନୟାଗଡ଼: ପ୍ରକାଶ ପାଇଛି ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ। ବିଜ୍ଞାନ ଭଳି ବାଣିଜ୍ୟରେ ବାଜିମାତ କରିଛି ନୟାଗଡ଼ ଜିଲ୍ଲା। ରାଜ୍ୟରେ ମୋଟ ପାସ ହାର ୭୪.୯୫ ପ୍ରତିଶତ ଥିବାବେଳେ ନୟାଗଡ଼ ଜିଲ୍ଲା ସର୍ବାଧିକ ପାସ୍‌ ହାର ୮୮.୭୦ ପ୍ରତିଶତ ରହିଛି। ଯାହା ରାଜ୍ୟରେ ସର୍ବାଧିକ ।ଜିଲ୍ଲାର ଏହି ସଫଳତା ପାଇଁ ରାଜ୍ୟ…

ପ୍ରକାଶ ପାଇଲା ମଦ୍ରାସା ବୋର୍ଡ ପରୀକ୍ଷା…

ଭୁବନେଶ୍ବର: ଆଜି ମଧ୍ୟାହ୍ନରେ ଓଡ଼ିଶା ମଦ୍ରାସା ବୋର୍ଡ ଅଧୀନରେ ପରୀକ୍ଷା ଦେଇଥିବା ମୌଲବୀ (ମାଟ୍ରିକ୍‌), ମାହିର (ଯୁକ୍ତ-୨), ଅଲିମ୍‌ (ଯୁକ୍ତ-୩), ଫାଜିଲ୍‌ (ପି.ଜି) ସ୍ତରୀୟ ପରୀକ୍ଷା ଫଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଚଳିତ ବର୍ଷ ରାଜ୍ୟରେ ମୋଟ…

ଗଜାନନଙ୍କ ପ୍ରିୟ କଣ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପୂଜା କରାଯାଇଥାଏ। ପ୍ରଭୁ ଶ୍ରୀଗଣେଶ ଆମ ସଂସ୍କୃତିର ମଙ୍ଗଳମୂର୍ତ୍ତି ଦେବତା ଅଟନ୍ତି। ପ୍ରଭୁଙ୍କୁ ପୂଜା କଲେ ଆମର ଭାବନା, ବ୍ୟବହାର , ଚିନ୍ତନରେ ଉନ୍ନତି ଘଟେ। ପ୍ରଭୁ ଗଣେଶ ଜ୍ଞାନର ଭଣ୍ଡାର ଅଟନ୍ତି। ପ୍ରଭୁଙ୍କ…

ଅବସରପ୍ରାପ୍ତ ରେଞ୍ଜର ଗିରଫ

ଭୁବନେଶ୍ବର: ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ ଗିରଫ କରିଛି। ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଶ୍ରୀ ଜେନାଙ୍କର ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତ ଠାବ ହୋଇଛି। ସବୁଠୁ ବଡ଼ କଥା ହେଲା ସମାନ ଅଭିଯୋଗରେ ୧୯୯୯ରେ ଅଭୟଙ୍କ…

ମସ୍ତକ ବିହୀନ ଗଣେଶ, ପୂଜା ପାଇଥାନ୍ତି…

ଓଏଲ୍‌ ବ୍ୟୁରୋ: ଆଗକୁ ଆସୁଛି ବିଘ୍ନ ବିନାଶକ ଉତ୍ସବ। ପ୍ରତିବର୍ଷ ଗଣେଶ ଚତୁର୍ଥୀରେ ପାଳନ ହୋଇଥାଏ ବିଘ୍ନ ବିନାଶକଙ୍କ ପୂଜା। ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ ଗଣେଶ ପୂଜା। ତେବେ ଆଜି ଆମେ ଆପଣଙ୍କୁ ଭଗବାନ ଗଣେଶଙ୍କ ବିଷୟରେ କିଛି ଅଜଣା କଥା କହିବୁ। ଆପଣ କେବେ ଏପରି ମନ୍ଦିର ବିଷୟରେ ଶୁଣିଛନ୍ତି କି,…