Odisha Link
Bridging the Missing Links in Odisha
Daily Archives

August 19, 2020

ଆସୁଛି ଗଣେଶ ପୂଜା, ଓଡ଼ିଶାରେ ଲାଗି ହୁଏ…

ଓଏଲ୍‌ ବ୍ୟୁରୋ: ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀ ତିଥିରେ ପ୍ରତିବର୍ଷ ପାଳିତ ହୁଏ ଗଣେଶ ପୂଜା। ଚଳିତବର୍ଷ ଅଗଷ୍ଟ ୨୨ ତାରିଖରେ ପାଳିତ ହେବ ଗଣେଶ ପୂଜା। ହେଲେ ଏଥର କରୋନା କଟକଣା ପାଇଁ ଧୁମଧାମରେ ପାଳିତ ହୋଇ ପାରିବ ନାହିଁ ପୂଜା। ହେଲେ ଗଜାନନଙ୍କୁ ଧରାପୃଷ୍ଠରେ ଅବତରଣ କରିବା ପାଇଁ ସମସ୍ତେ ଅନେଇ…

ଲଘୁଚାପ ବର୍ଷା : ଜଳକା ଛଡ଼ା ଅନ୍ୟ ନଦୀରେ…

ଭୁବନେଶ୍ୱର: ଲଘୁଚାପ ବର୍ଷାରେ କେବଳ ଜଳକା ନଦୀରେ ବନ୍ୟା ସ୍ଥିତି ଅଛି। ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ। ବର୍ଷା ଓ ସମ୍ଭାବ୍ୟ ବନ୍ୟା ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଯେ, ଜଳକା ଛଡ଼ା ଅନ୍ୟ ସବୁ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଛି। ହୀରାକୁଦ ଡ୍ୟାମର…

ମାଲକାନଗିରି : ବର୍ଷା ଯୋଗୁ ଯୋଗାଯୋଗ…

ମାଲକାନଗିରି : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଏନଏଚ-୩୨୬ ରାସ୍ତାର କାଙ୍କରକୋଣ୍ଡା ପୋଲ ବୁଡ଼ି ଯାଇଛି। ଫଳରେ ପୁଣି ଥରେ ମାଲକାନଗିରି-କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଜଣାଯାଇଛି। ବର୍ଷା ବିତ୍ପାତ ଯୋଗୁ ୫ ଦିନ ଧରି ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଗତକାଲି ସ୍ୱାଭାବିକ ହୋଇଥିଲା।…

ସଲମାନଙ୍କୁ ହତ୍ୟା ଯୋଜନା

ଫରିଦାବାଦ: ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର। ଜାନୁଆରୀରୁ ଏହି ଷଡ଼ଯନ୍ତ୍ର କରାଯାଇଥଲା ମାତ୍ର ଲକଡାଉନ ଯୋଗୁଁ ତାହା ସମ୍ଭବପର ହୋଇପାରିନଥିଲା। ସଲମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ସାର୍ପସୁଟରଙ୍କୁ ଗିରଫ କରିବା ପରେ ଏହି ଘଟଣା ଏବେ ସାମ୍ନାକୁ ଆସିଛି। ସୂଚନା…

ପ୍ରଣବଙ୍କୁ ଫୁସ୍‌ଫୁସ୍ ସଂକ୍ରମଣ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ‌୍ୟବସ୍ଥା ସଂଙ୍କଟାପନ୍ନ ରହିଛି। ପ୍ରଣବଙ୍କ ଫୁସ୍ଫୁସ୍‌ରେ‌ ସଂକ୍ରମଣ ହୋଇଥିବା ନେଇ ଦିଲ୍ଲୀସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।ବର୍ତ୍ତମାନ ମଧ୍ୟ ପ୍ରଣବଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି…

ବାଲିଆପାଳରେ ସର୍ବାଧିକ ବର୍ଷା ରେକର୍ଡ

ବାଲେଶ୍ୱର : ବାଲେଶ୍ୱର ବାଲିଆପାଳ ବ୍ଲକରେ ସର୍ବାଧିକ ୧୬୫ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ରାସଗୋବିନ୍ଦପୁରରେ ୧୨୨, ଜଳେଶ୍ୱରରେ ୧୧୫ ଓ ମାର୍ଶାଘାଇରେ ୧୧୪ ମିମି ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲା ହିସାବରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୬୩.୪ ଓ ଜଗତସିଂହପୁରରେ ୬୨.୮ ମିମି ବର୍ଷା ରେକର୍ଡ…

କଳିଙ୍ଗ ଭାରତୀ ଦ୍ଵାରା କରୋନା…

ଗୁରୁଗ୍ରାମ: ଭାରତବର୍ଷର ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଗୁରୁ ଗ୍ରାମର କଳିଙ୍ଗ  ଭାରତୀ ଫାଉଣ୍ଡେସନ  ତରଫରୁ ଇଣ୍ଟରନେଟ ମାଧ୍ୟମରେ କରୋନା ଯୋଦ୍ଧI ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ପାଇଁ ଏକ ୱେବ୍ ନାର ଆୟୋଜନ କରାଯାଇଥିଲା। ଏହି ଅଧିବେଶନରେ ଦେଶ ବିଦେଶରୁ ପ୍ରାୟ ୪୦ ରୁ ଉର୍ଧ୍ଵ ସାମାଜିକ ସଂଗଠନର…

ଏଣିକି ଅନ୍‌ଲାଇନ୍‌ରେ ମିଳିବ ବିଦ୍ୟୁତ୍‌…

ଭୁବନେଶ୍ବର : ଏଣିକି ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଅନ୍‌ଲାଇନ୍‌ ସେବା ଯୋଗାଇ ଦିଆଯାିବ। ଏଥିପାଇଁ ରାଜ୍ୟ ଶକ୍ତି ବିଭାଗ ଏକ ଅନ୍‌ଲାଇନ୍‌ ପୋର୍ଟାଲ୍‌ ପ୍ରସ୍ତୁତ କରୁଛି। ଏହାକୁ ସରଳ ଓ ଦ୍ବିଭାଷୀ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ…

ଡାବୁଗାଁ ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ…

ନବରଙ୍ଗପୁର: ପୁଣିଥରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ନିଜର ନିଆରା ଶୈଳୀ ହେଉବା ବିଭିନ୍ନକାର୍ଯ୍ୟକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଶ୍ରୀ ରନ୍ଧାରୀଙ୍କୁ ପ୍ରଶଂସା କରିଛନ୍ତି ଭାରତର ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ। ସେ ନିଜ ଚାଷ ଜମିରେ କାମ କରି…

କରୋନା ସଂକ୍ରମଣ: ସମ୍ବଲପୁରର ୧୬ଟି…

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମର ୧୬ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । କରୋନା ସଂକ୍ରମିତ ଚିହ୍ନଟ ପରେ ୧୬ଟି ସ୍ଥାନରେ ୧୪୪ ଧାରା ଲାଗୁ କରିଛନ୍ତି ଉପଜିଲ୍ଲାପାଳ । ପ୍ରକାଶ ଯେ, ସମ୍ବଲପୁର ମହାନଗର ନିଗମର ଖେତରାଜପୁରର ତାଲଭଟାପଡା, ଜଗନ୍ନାଥ କଲୋନୀର ଲେନ୍ -୩, ମାୟାବଗିଚା, ନନ୍ଦପଡାର ସୁସାରୀ…