Odisha Link
Bridging the Missing Links in Odisha
Daily Archives

October 19, 2020

ବିଜେପି ନେତାଙ୍କ ଘରୁ ୧୮ କୋଟି ଟଙ୍କାର…

ପାଟନା: ଭାରତ ଭିତରେ ପଶି ଜଣେ ଭାରତୀୟ ଜନତା ପାର୍ଟି ନେତାଙ୍କ ଘରୁ ୨୩ କିଲୋଗ୍ରାମ୍‌ ସୁନା ବିସ୍କୁଟ୍‌ ଜବତ କରିଛି ନେପାଳ ପୁଲିସ। ଏହାର ବଜାର ମୂଲ୍ୟ ଆନୁମାନିକ ୧୮ କୋଟି ଟଙ୍କା ହେବ। ନିର୍ବାଚନ ପ୍ରଚାର ପାଣ୍ଠି ପାଇଁ ସୁନା ଚାଲାଣ ହୋଇତିବା ନେଇ ସନ୍ଦେହ ଉଠିଥିବା ବେଳେ ଏହାକୁ ଏକ ରାଜନୈତିକ…

ଜୀବିତ ବିଜେପି ନେତାଙ୍କୁ ଶ୍ରଦ୍ଧାଞ୍ଜଳି…

ଭୁବନେଶ୍ବର: ବିଜେପି ନେତା ସୁସ୍ଥ ଅଛନ୍ତି। ଏଣେ ସାମାଜିକ ଗଣମାଧ୍ୟମରେ ତାଙ୍କ ପାଇଁ ମୃତ୍ୟୁଲେଖ ଲେଖି ପକାଇଲେ ବିିଜେଡି ନେତା ତଥା ମନ୍ତ୍ରୀ ପ୍ରତାପ ଜେନା। ଏଥିପାଇଁ ମନ୍ତ୍ରୀଙ୍କୁ ବେଶ୍‌ ହଟହଟା ହେବାକୁ ପଡ଼ିଥିବା ବେଳେ ନିଜର ଭୁଲ ବୁଝିପାରି ସେ ନିଜର ପୋଷ୍ଟଟି ହଟାଇ ଦେଇଛନ୍ତି। କଟକ ବାସିନ୍ଦା…

ରାଜଧାନୀରୁ ଆଉ ୨୧୩ କରୋନା ପଜିଟିଭ୍…

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ଆଜି ୨୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୬୮ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୪୫ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ…

ରାଜ୍ୟରେ ଦଳିତ ହୋଇ ଜନ୍ମ ନେବା ଏକ…

ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ମହିଳାଙ୍କ ପ୍ରତି ରାଜ୍ୟସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ,ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ବୃଦ୍ଧି ପାଇବାରେ ଲାଗିଛି । ଗଂଜାମ ଜିଲ୍ଲା ଦିଗପହଣ୍ଡି…

ଟିଆର୍‌ପି ଘୋଟାଲା: ଗିରଫ ହୋଇପାରନ୍ତି…

ମୁମ୍ବାଇ: ଟେଲିଭିଜନ୍‌ ରେଟିଂ ପଏଣ୍ଟ୍‌ (ଟିଆର୍‌ପି) କେଳେଙ୍କାରୀ ମାମଲାରେ ଗିରଫଦାରୀ ଏଡ଼ାଇବା ପାଇଁ ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ବମ୍ବେ ହାଇକୋର୍ଟ। ଫଳରେ ତାଙ୍କର ଗିରଫ ହେବାର ସମ୍ଭାବନା ବଢ଼ିଯାଇଛି। ଲାଇଭ୍‌ ଲ' ରିପୋର୍ଟ ଅନୁସାରେ ଅର୍ଣ୍ଣବଙ୍କ…

ବିଜେଡି ଛାଡ଼ିଲେ ୨ ବରିଷ୍ଠ ନେତା

ବାଲେଶ୍ୱର: ଆଗକୁ ଉପନିର୍ବାଚନ ଥିବା ବେଳେ ବିଜେଡିକୁ ଲାଗିଛି ଝଟ୍‌କା। ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ବାଲେଶ୍ୱରର ୨ ବରିଷ୍ଠ ନେତା। ବାଲେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ସଭାପତି ଧୁକୁଲ ଘଡେଇ ଓ ନଗର ବିଜେଡି ସଭାପତି ଆଶିଷ ଘୋଷ ମଧ୍ୟ ବିଜେପି ହାତ ଧରିଛନ୍ତି। ଅସନ୍ତୁଷ୍ଟ ଥିବା ଆଶିଷ ଘୋଷ…

ଚୀନକୁ ଡରି ଟିକ-ଟକ ଉପରୁ ନିଷେଧାଦେଶ…

ନୂଆଦିଲ୍ଲୀ: ଭାରତ ସମେତ ଆମେରିକାରେ ଚାଇନିଜ ସର୍ଟ ଭିଡିଓ ଆପ ଟିକ-ଟକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା । ଅଶ୍ଳୀଳ ବିଷୟବସ୍ତୁ ଏଥିରେ ଛଡ଼ାଯାଉଥିବାରୁ ପାକିସ୍ତାନର ଦୂରସଂଚାର କର୍ତ୍ତୃପକ୍ଷ ଟିକ-ଟକ ଆପ୍‌କୁ ନିଷିଦ୍ଧ କରିଥିଲେ। ଗତ ଅକ୍ଟୋବର ୧୦ରେ ଚାଇନିଜ ସର୍ଟ ଭିଡିଓ ଆପ ଟିକ-ଟକ ବ୍ୟବହାର ଉପରେ…

ରାସ୍ତାରୁ ଟେକି ନେଲେ ସୁନା ବେପାରୀଙ୍କୁ…

ସୋର: ଜଣେ ଗହଣା ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ରାସ୍ତାରୁ ଟେକି ନେଇ ନିସ୍ତୁକ ମାଡ଼ ମାରିବା ସହ ୧୦ ଲକ୍ଷ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି।ଏହି ଅଭାବନୀୟ ଘଟଣାଟି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମଙ୍ଗଳପୁର-ଔପଦା ରାସ୍ତା ବାଘ ଆମ୍ପୁଡ଼ା ଯୁଗନିମୁଣ୍ଡ ଛକରେଘଟିଛି। ସୋର ବ୍ଲକ ଜଡ଼ିବା…

ଅର୍ଲୀ ଚାଇଲଡ୍‌ହୁଡ୍ ଡେଭଲପ୍‌ମେଣ୍ଟ:…

ଭୁବନେଶ୍ୱର: ଶିଶୁମାନଙ୍କର ଜୀବନରେ ଉନ୍ନତି ଆଣିବା, ସୁସ୍ଥ ଅଭିବୃଦ୍ଧି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ରେ ଅର୍ଲୀ ଚାଇଲଡ୍‌ହୁଡ୍ ଡେଭଲପ୍‌ମେଣ୍ଟ (ଇସିଡି) ହେଉଛି ଏକ ପ୍ରମୁଖ କ୍ଷେତ୍ର ଅଟେ । ୟୁନିସେଫ ଓଡିଶା ଏବଂ ଏମ୍‌ସ ଭୁବନେଶ୍ୱର ଅନଲାଇନ୍ ୱେବିନାର ପ୍ଲାଟଫର୍ମ ଜୁମ ରେ ‘ଅର୍ଲୀ ଚାଇଲଡ୍‌ହୁଡ୍…

ମୋ ବିଦ୍ୟୁତ୍ ଆପ୍ ଓ ୱେବସାଇଟ୍ ଉନ୍ମୋଚନ…

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସୁବିଧା ନିମନ୍ତେ "ମୋ ବିଦ୍ୟୁତ୍"‌ ଆପ୍‌ର ଶୁଭାରମ୍ଭ କରିଛନ୍ତି। ଏଣିକି  ଜନ ସାଧାରଣ ଅନ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ନିଜର‌ ବିଲ୍‌ ପୈଠ କରି ପାରିବେ। ଗ୍ରାହକମାନେ ଅନ୍‌ଲାଇନ୍‌ରେ ବିଦ୍ୟୁତ୍‌ ଦେୟ ଦେଲେ ମିଳିବ ୨ % ରିହାତି।…