Odisha Link
Bridging the Missing Links in Odisha
Daily Archives

October 19, 2020

ଦଶହରା ଓ ଦୀପାବଳିରେ ଗ୍ରାହକଙ୍କ ପାଇଁ…

ନୂଆଦିଲ୍ଲୀ : ଆଗକୁ ଦଶହରା ଓ ଦୀପାବଳି ଆସୁଛି । ଏହାକୁ ଦୃଷ୍ଟିରେ ରଖି ଟାଟା ମୋଟର୍ସ ନିଜ ଗ୍ରାହକଙ୍କ ପାଇଁ ଅଫର୍ ଆଣିଛି। ଟାଟା ମୋଟର୍ସ HDFC ବ୍ୟାଙ୍କ୍ ସହ ଚୁକ୍ତି କରି ଦୁଇଟି ନୂଆ ସ୍କିମ୍ ଲଞ୍ଚ୍ କରିଛି। ଏହି ସ୍କିମ୍ ନଭେମ୍ବର ୩୦ ଯାଏଁ ଜାରି ରହିବ। ଏଥିରେ ଗ୍ରାଜୁଆଲ୍ ସ୍ଟେପଅପ୍ ଓ TML…

ବୈଜୟନ୍ତ ପଣ୍ଡାଙ୍କ କୁଶପୁତଳିକା ଦାହ

ଭୁବନେଶ୍ବର: ଗତ ଦୁଇ ଦିନ ପୂର୍ବେ ଅର୍ଥାତ ୧୭ ଅକ୍ଟୋବର ଦିନ ବୈଜୟନ୍ତ ପଣ୍ଡା ଏକ ଟ୍ୱିଟ କରିଥିଲେ ଯେଉଁଥିରେ ସେ ପବିତ୍ର ଓଡିଶା ମାଟିକୁ ଚିରଶତ୍ରୁ ପାକିସ୍ତାନ ସହ ତୁଳନା କରିଥିଲେ ଯାହା ସାଢେ ୪ କୋଟି ଓଡ଼ିଆଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି । ଯାହାକୁ ଓଡ଼ିଶାବାସୀ ତୀବ୍ର ନିନ୍ଦା ମଧ୍ୟ…

ରାସ୍ତାରୁ ପାଇଥିବା ୨୨ ହଜାର ଫେରାଇ…

ସୁନ୍ଦରଗଡ଼: ହେମଗିର ବ୍ଲକ୍‌ କନ୍ଦାଧୁଡ଼ା ଗାଁର ବିବେକ ମଲ୍ଲିକଙ୍କୁ ଏସ୍‌ପି ସାଗରିକା ନାଥ ଆଜି ଉପଢୌକନ ଦେଇ ସମ୍ମାନିତ କରିଛନ୍ତି। ତା ସହ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ ପ୍ରଶଂସା କରାଯାଇଛି। ସେ କରୋନାର ଅଭାବ ସମୟରେ ଲୋଭ ନଦେଖାଇ ରାସ୍ତାରୁ ପାଇଥିବା ୨୨ ହଜାର ଟଙ୍କା…

ନାକରେ ଦିଆଯାଇ ପାରେ କରୋନା ଟିକା !

ନୂଆଦିଲ୍ଲୀ: ଦେଶରେ କରୋନା କାୟା ବିସ୍ତାର କରି ସାରିଲାଣି ।ତେବେ ଏହି ଭୂତାଣୁର ଟିକା ଉପରେ ଅନେକ ପରୀକ୍ଷଣ ଚାଲୁ ରହିଛି ।ବର୍ତ୍ତମାନ ଟିକା ପ୍ରସ୍ତୁତିକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି।ଏବେ ନାକରେ ଦିଆଯାଇ ପାରୁଥିବା କରୋନା ଟିକା ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଖୁବ ଶୀଘ୍ର ଏ ନେଇ…

୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ;…

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। କାଲି ସକାଳ ୮ଟା ୩୦ ଯାଏଁ ବର୍ଷା ସହ ଘଟଘଟି ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ,…

ଶିଶୁ କନ୍ୟା ଉଦ୍ଧାର; ଦେହରେ ବେଢ଼ି…

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ସାଲେପାଲିରୁ ଏକ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଶିଶୁ କନ୍ୟାଟିକୁ ଜଙ୍ଗଲ ଭିତରେ ଗାଁ ଲୋକ ଦେଖିବାକୁ ପାଇଥିଲେ। ଆଶାକର୍ମୀଙ୍କୁ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ଖବର ଦେଇଥିଲା। ପରେ ଆଶା କର୍ମୀ ପଙ୍କଜିନୀ ମେହେର ଜଙ୍ଗଲକୁ ଯାଇ ଶିଶୁଟିକୁ ଉଦ୍ଧାର…

କ୍ୟାପଟେନ ସଫଦର ଆୱାନ ଗିରଫ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ଵାଇଁ ସଫଦର ଆୱାନଙ୍କୁ କରାଚି ପୁଲିସ ଗିରଫ କରିଛି। ପାକିସ୍ତାନ ମୁସଲିମ ଲିଗ୍  ନେତା ତଥା ନୱାଜଙ୍କ ଝିଅ ମରିୟମ ନୱାଜ ସରିଫ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ ର କରାଚି ରାଲି ପରେ ଆୱାନଙ୍କୁ…

କ୍ଷମତାରେ ହେଉ କିମ୍ବା ବିରୋଧୀ ଭୂମିକାରେ…

ଭୁବନେଶ୍ୱର: ବିଜେପି କ୍ଷମତାରେ ରହୁ କିମ୍ବା ବିରୋଧୀ ଦଳ ଭୂମିକାରେ ସର୍ବଦା ଗରିବ, ବଞ୍ଚିତ ଏବଂ ଜନଜାତିଙ୍କ ବିକାଶ ପାଇଁ ସମର୍ପିତ ରହିବ ବୋଲି ସୋମବାର ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଛତିଶଗଡ କାର୍ଯ୍ୟକାରିଣୀ ବୈଠକରେ ଯୋଡିହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ନକଲି ଜର୍ଦ୍ଦା କାରଖାନା ଠାବ; ୩ ଗିରଫ

ଯାଜପୁର:ସୋମବାର ଯାଜପୁର ପୁଲିସ ଜିଲ୍ଲାର ଜେନାପୁର ଥାନା ମାଳହାଟରେ ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ଓ ବିଭିନ୍ନ ସରଞ୍ଜାମ ଜବତ କରିଛି ।ଏହି ବେଆଇନ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁସାରେ, ମାଳହାଟ ଗ୍ରାମରେ…

ଏଲଏସି ନିକଟରୁ ଗିରଫ ହେଲେ ଚୀନ ସୈନିକ

ନୂଆଦିଲ୍ଲୀ: ଭାତର-ଚିନ ଭିତରେ ଥିବା ଶତ୍ରୁତା ଦିନକୁଦିନ କମିବା ବଦଳରେ ବଢ଼ିବାରେ ଲାଗିଛି । ତେବେ ଉଭୟ ଦେଶର ସୀମା ବିବାଦ ପାଇଁ ନିଜ ନିଜର ସୈନିକ ଠୁଳ କରିଛନ୍ତି । ଆଜି ସୀମାରେଖା ନିକଟ ଚୁମାର ଡେମଚୋକ ଠାରେ ଜଣେ ଚିନୀ ସେନାକୁ ଗିରଫ୍ କରାଯାଇଛି । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଲାଦାଖର…