Odisha Link
Bridging the Missing Links in Odisha
Daily Archives

December 8, 2020

ଭାରତ ପରେ ଚାଇନାର ଡିଜିଟାଲ ଷ୍ଟ୍ରାଇକ୍‌,…

ବେଜିଂ: ଭାରତ ପରେ ଚାଇନାର ଡିଜିଟାଲ ଷ୍ଟ୍ରାଇକ୍। ଚାଇନାକୁ ଆମେରିକାର ବିରୋଧ ପରେ ଏଭଳି ବଡ଼ ପଦକ୍ଷେପ ନେଇଛି ଚାଇନା। ମଙ୍ଗଳବାର ଚାଇନା ୧୦୪ଟି ଆପ୍‌କୁ ଆପ୍‌ ଷ୍ଟୋରରୁ ହଟାଇ ଦେଇଛି। ବ୍ୟାନ ହୋଇଥିବା ୧୦୪ ଆପ୍‌ ମଧ୍ୟରେ ଆମେରିକାର ଗୋଟିଏ ଆପ୍‌ ଟ୍ରିପଆଡଭାଇଜର ରହିଛି। ଅନ୍ୟ ଆପଗୁଡ଼ିକ ମଧ୍ୟରେ ଅଧିକାଂଶ…

ଏକାମ୍ର କ୍ଷେତ୍ର ହେବ ଭିକ୍ଷୁକମୁକ୍ତ

ଭୁବନେଶ୍ୱର: ପୁରୀ ଭଳି ଖୁବଶୀଘ୍ର ଭିକ୍ଷୁକମୁକ୍ତ ହେବ ଏକାମ୍ର କ୍ଷେତ୍ର। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖର ନିରାଶ୍ରୟଙ୍କୁ ଥଇଥାନ କରାଯିବ। ଏକାମ୍ର ଯୋଜନାରେ ବିଏମସି ଓ ବିଡିଏ ପକ୍ଷରୁ ଏନେଇ ପଦକ୍ଷେପ ଆରମ୍ଭ ହୋଇଛି। ଓଡ଼ିଶା ସରକାରଙ୍କ ସହାୟ ଯୋଜନାରେ ଥଇଥାନ ବ୍ୟବସ୍ଥା ହେବ। ଭିକ୍ଷୁକ ଓ…

ଏଟିଏମ୍‌ ଭାଙ୍ଗି ୧୯ କଂଗ୍ରେସକର୍ମୀ ଗିରଫ

କଟକ: ବନ୍ଦ ପାଳନ ବେଳେ କଟକରେ ଏଟିଏମ୍‌ ଭଙ୍ଗାରୁଜା ଘଟଣାରେ୧୯ କଂଗ୍ରେସକର୍ମୀଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ବାଦାମବାଡ଼ି ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ କଂଗ୍ରେସ କର୍ମୀଙ୍କ ମଧ୍ୟରେ ୧୨ ମହିଳା ଓ ୭ ପୁରୁଷ ଅଛନ୍ତି। ଗିରଫଙ୍କ ମଧ୍ୟରେ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା…

ଆଇପିଏସ ଗଜଭିୟେଙ୍କୁ ହାଇକୋର୍ଟରୁ…

ଭୁବନେଶ୍ବର: ଆଇପିଏସ୍‌ ଅଫିସର ସତୀଶଗଳଭିୟେଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ଗଜଭିୟେଙ୍କ ବିରୋଧରେ ହୋଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଖାରଜ ହୋଇଛି। ଗଜଭିୟେଙ୍କୁ ପଦୋନ୍ନତି ଓ ସ୍ଥଗିତ ଥିବା ସୁବିଧା ସୁଯୋଗ ଦେବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି। ମାଲକାନଗିରି ଏସପି ଥିବା ବେଳେ ହୋଇଥିଲା…

ଆସନ୍ତାକାଲି ଅନୁଷ୍ଠିତ ହେବ ରାଜ୍ୟ…

ଭୁବନେଶ୍ୱର: ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କ୍ୟାବିନେଟରେ ଆସନ୍ତାକାଲି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଭର୍ଚୁଆଲ କ୍ୟାବିନେଟ ବୈଠକ ସନ୍ଧ୍ୟା ୬ଟା ୪୫ମିନିଟରେ ହେବ ବୋଲି ସୂଚାନ ମିଳିଛି। ସୂଚନାଯୋଗ୍ୟ ଯେ, କ୍ୟାବିନେଟ ବୈଠକ ସମ୍ପର୍କରେ ମନ୍ତ୍ରୀମାନଙ୍କୁ…

କୃଷକ ଆନ୍ଦୋଳନ: ରାଷ୍ଟ୍ରପତିଙ୍କୁ ଭେଟିବେ…

ନୂଆଦିଲ୍ଲୀ: ଆଜି କୃଷି ଆଇନକୁ ନେଇ ଭାରତ ବନ୍ଦ ହୋଇଥିଲା। ଆସନ୍ତାକାଲି ବିରୋଧୀଦଳର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ଏହି ପ୍ରତିନିଧି ମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ସିପିଆଇ ମହାସଚିବ ସୀତାରାମ…

କୃଷି ଓ କୃଷକକଲ୍ୟାଣ ପାଇଁ ମୋଦି…

ଭୂବନେଶ୍ୱର: ଆତ୍ମନିର୍ଭର ଭାରତର ଆଧାର ଆତ୍ମନିର୍ଭର କୃଷକ ହୁଅନ୍ତୁ, ଏଥିପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ଆର୍ଥିକସଂପର୍ଣ୍ଣ ହେଲେ, କୃଷକ ଆତ୍ମନିର୍ଭରର ଜୀବନ ବଂଚିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶ ସମେତ ଆମ ରାଜ୍ୟର ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ବଦ୍ଧପରିକର। ଯେଉଁମାନେ ସ୍ୱାଧୀନତାର…

ପୁଣି ଥରେ ଆକାଶ ପାଠକଙ୍କୁ ରିମାଣ୍ଡରେ…

ଭୁବନେଶ୍ଵର: ସ୍କାଏ କିଙ୍ଗ୍‌ ଠକେଇ ମାମଲାରେ ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ପଚରା ଉଚରା ଜାରି ରହିଛି । ପୁଣିଥରେ ପୁଲିସ ତାଙ୍କୁ ରିମାଣ୍ଡରେ ନେବା ଲାଗି ପ୍ରସ୍ତୁତ ହେଉଥିବା ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଏଥିନେଇ କୋର୍ଟଙ୍କୁ ନିବେଦନ କରିବାକୁ ପୁଲିସ…

ରାଜ୍ୟରେ ସୁସ୍ଥ ହେଲେ ୫୨୩ କରୋନା…

ଭୁବନେଶ୍ଵର: ରାଜ୍ୟରେ ଆଉ କରୋନାର ଦ୍ଵିତୀୟ ଲହର ସଂକ୍ରମଣର ସମ୍ଭାବନା ନାହିଁ। ଓଡିଶାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି। https://twitter.com/HFWOdisha/status/1336277182750998529 ଏହା ମଧ୍ୟରେ ରାଜ୍ୟରେ ଗତ ୨୪…

ଟିକା ପାଇଁ ସ୍ବତନ୍ତ୍ର co win ଆପ୍,…

ନୂଆଦିଲ୍ଲୀ: କରୋନା ଟିକା ପାଇଁ ଏକ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଛି। ଏହା ବର୍ତ୍ତମାନ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ ପ୍ରସମିଟରେ ସୂଚନା ଦେଇଛନ୍ତି। ଏହି ଆପରେ ଅନେକ ପ୍ରକାର ସୁବିଧା ରହିଥିବାର ସୂଚନା ମିଳିଛି। ଟିକା ସଂରକ୍ଷଣ , ପରିଚଳା ଆଦିର ସୂଚନା…