Odisha Link
Bridging the Missing Links in Odisha
Daily Archives

December 8, 2020

ଆଉ କିଛି ସପ୍ତାହ ପରେ ଟିକା: ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ: ଦୀର୍ଘ ନଅ ମାସ ପରେ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିଲେ ବି କିଛି ସ୍ଥାନ ମାନଙ୍କରେ ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି। ହେଲେ ଏହାରି ଭିତରେ ଆସିଛି ଏକ ଭଲ ଖବର। ଆସନ୍ତା କିଛି ସପ୍ତାହରେ କରୋନା ଟିକାକୁ ମିଳିପାରେ ଅନୁମତି। ଜରୁରୀକାଳିନ ବ୍ୟବହାର ପାଇଁ…

ଶେଷ ଟି-୨୦ ଜିତି ସମ୍ମାନ ରଖିଲା…

ସିଡନି: ଶେଷ ଟି-୨୦ରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ। ଏହା ସହିତ ଭାରତକୁ ୧୨ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଶେଷ ଟି-୨୦ ମ୍ୟାଚ ଜିତିଲେ ମଧ୍ୟ ଭାରତ ଟି-୨୦ରେ ସିରିଜ ବିଜୟୀ ହୋଇଛି। ଏହି ୩ଟିକିଆ ସିରିଜରେ ଭାରତ ୨-୧ରେ ସିରିଜ ଅକ୍ତିଆର କରିଛି। ଏହି ମ୍ୟାଚରେ ଭାରତ ଟଚ୍ ଜିତି ପ୍ରଥମେ ବୋଲିଂ…

୨୫୦ ଟଙ୍କାରେ ମିଳିପାରେ କରୋନା ଟିକା!

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଅନେକ ପ୍ରକାର ଭଲଖବର ଶୁଣିବାକୁ ମିଳିଛି। ଏହି କ୍ରମରେ ବିଶ୍ୱର ସର୍ବବୃହତ୍ତ ଔଷଧ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କରୋନା ଟିକାର ମୂଲ୍ୟକୁ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷର ହେବାକୁ ଯାଉଛି। ଯେଉଁଥି‌ରେ କରୋନା ଟିକାର…

୭ଟାରେ ଶାହା ଓ ଚାଷୀ ଭେଟ

ନୁଆଦିଲ୍ଲୀ: ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଗୁରୁତ୍ବପୁର୍ଣ୍ଣ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଆଜି ହଠାତ୍‌ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସଂଧ୍ୟା ୭ଟାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସାରା ଦେଶରେ ଆଜି ଚାଷୀମାନେ ଭାରତ ବନ୍ଦ…

ଚୀନର ବରିଷ୍ଠ ଅଧିକାରୀଙ୍କୁ ଆମେରିକା ମନା

ୱାଶିଂଟନ: ଆମେରିକା ଚୀନର ୧୪ ବରିଷ୍ଠ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଚୀନର ୧୪ ବରିଷ୍ଠ ଅଧିକାରୀ ହଂକଂର ସ୍ବାୟତ୍ତତାକୁ କମ୍‌ଜୋର କରିବା ପ୍ରସଙ୍ଗରେ ଜଡ଼ିତ ଥିବାରୁ ସେମାନଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛି ଆମେରିକା।…

ଗିରଫ ହେଲେ ୭ ନକଲି ମାଓବାଦୀ

ଭୁବନେଶ୍ବର: ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ୭ ନକଲି ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୫ଟି ଦେଶୀ ବନ୍ଧୁକ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ଜବତ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପାଲକୋଣ୍ଡା ପୁଲିସ ମାଓବାଦୀମାନଙ୍କୁ ଗିରଫ କରିଛି। ବନ୍ଧୁକ ସହ ୧୦ ରାଉଣ୍ଡ ଗୁଳି, ଗୋଟିଏ…

ରାଗ ଶାନ୍ତ କରିବାକୁ ୪୫୦କିମି ଚାଲିଲେ…

ନୂଆଦିଲ୍ଲୀ: ପତ୍ନୀଙ୍କ ସହ ଝଗଡ଼ା କରି ନିଜ ରାଗ ଶାନ୍ତ କରିବା ପାଇଁ ୪୫୦ କି.ମି ଚାଲିଚାଲି ପଳାଇଲେ ସ୍ବାମୀ। ସାଧାରଣତଃ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ କଥାକୁ ନେଇ କଳହ ହେବା ଏକ ସାଧାରଣ କଥା।କିନ୍ତୁ ନିଜ ରାଗ ଶାନ୍ତ କରିବାପାଇଁ ସ୍ବାମୀଙ୍କର ଏପରି କାମ ପ୍ରଥମ ଥରପଇଁ ଦେଖିବାକୁ ମିଳିଛି। ଏହି…

ଭାରତ ବନ୍ଦ: ବିନା ହେଲମେଟ…

ଭୁବନେଶ୍ବର: ଆଜି କୃଷକ ମାନଙ୍କ ଡ଼ାକରାରେ ଭାରତ ବନ୍ଦ ପାଳନ କରାଯାଉଛିି। ଏନେଇ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଏହି ବନ୍ଦକୁ କୃଷକ ସଂଗଠନ ମାନଙ୍କ ବ୍ୟତିତ ବିଭିନ୍ନ ରାଜନୈତିକ ଦଳ ବି ସମର୍ଥନ ଜଣାଇଛନ୍ତି। ବନ୍ଦକୁ ଆଖି ଆଗରେ ରଖି ସକାଳୁ ଆରମ୍ଭ ହୋଇଥିଲା…

୨ଜିରେ ଫସି ରହିଥିବା ୩୦ କୋଟି…

ଭୁବନେଶ୍ୱର: ଭର୍ଚୁଆଲ୍ ଇଣ୍ଡିଆନ ମୋବାଇଲ୍ କଂଗ୍ରେସ ୨୦୨୦କୁ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଦେଶରେ ଏବେ ମଧ୍ୟ ୨ଜି ମୋବାଇଲ୍ ସେବାରେ ସଂକୁଚିତ ରହିଥିବା ୩୦ କୋଟି ମୋବାଇଲ୍‌ ଗ୍ରାହକଙ୍କ ସ୍ଥିତି ନେଇ ଚିନ୍ତାପ୍ରକଟ କରିଛନ୍ତି । ଭାରତର ଡିଜିଟାଲ୍ ଅର୍ଥ…

ଜାନୁଆରୀ ୮ରୁ ଅନ୍ତର୍ଜାତୀୟ ଚିଲିକା…

ପୁରୀ: ପକ୍ଷୀ ପ୍ରେମୀଙ୍କ ପାଇଁ ଖୁସି ଖବର। ଜାନୁଆରୀ ୮ ରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଅନ୍ତର୍ଜାତୀୟ ଚିଲିକା ପକ୍ଷୀ ମେଳା। ଏହି ଚିଲିକା ପକ୍ଷୀ ମେଳା ଜାନୁଆରୀ ୧୦ ଯାଏଁ ଚାଲିବ। ଏହି ମେଳାରେ ୪୫୦ରୁ ଅଧିକ ପ୍ରଜାତିର ଲକ୍ଷାଧିକ ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାର ସୁଯୋଗ ମିଳିବ। ଜଙ୍ଗଲ ଓ ପରିବେଶ…