Odisha Link
Bridging the Missing Links in Odisha
Daily Archives

December 8, 2020

ପୁଲିସ୍‌-ଗ୍ରାମବାସୀ ମୁହାଁମୁହିଁ

ବରଗଡ଼: ବୁର୍ଦ୍ଦା ଗାଁରେ ପୁଲିସ୍‌-ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ପୂର୍ବର ଏକ ମାମଲାକୁ ନେଇ ଅଭିଯୁକ୍ତଙ୍କୁ ଧରିବାକୁ ‌ଗାଁକୁ ଯାଇଥିଲେ। ପୁଲିସକୁ ଦେଖି ଗାଁରେ ଉତ୍ତେଜନା ଦେଖାଦେଇଛି।ଗ୍ରାମବାସୀମାନେ ପୁଲିସ୍‌କୁ ଗାଁ ଭିତରକୁ ପ୍ରବେଶ କରାଇ ଦେଉନାହାନ୍ତି। ଗାଁ ଭିତରକୁ ଯିବା ରାସ୍ତାରେ…

ପୁଣି ଥଣେ ରିମାଣ୍ଡରେ ଯିବେ ଆକାଶ: ସିପି

ଭୁବନେଶ୍ୱର: ପୁଣି ଥଣେ ରିମାଣ୍ଡରେ ଯିବେ ଆକାଶ ପାଠକ। ଟାଟା କମ୍ପାନୀ ଜାଲ୍ ନିଯୁକ୍ତି ସଂକ୍ରାନ୍ତରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଆକାଶ ପାଠକଙ୍କୁ ରିମାଣ୍ଡରେ ଅଣାଯିବ। ଆକାଶଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାର ଆବଶ୍ୟକତା ରହିଛି ବୋଲି ପୋଲିସ କମିଶନର ପ୍ରକାଶ କରିଛନ୍ତି। ଆକାଶ ପାଠକ ମାମଲାର…

ବିଦ୍ୟୁତ୍‌ ଫାଶରେ ଫସି ଯୁବକ ମୃତ

ବ୍ରହ୍ମଗିରି: ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ଫାଶରେ ଫସି ଜଣେ ଯୁବକ ମୃତ। ଏହି ଦୁଃଖଦୀୟ ଘଟଣାଟି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ବେତଗୋରଡ଼ି ନିକଟ ଜଙ୍ଗଲରେ ଘଟିଛି। ମୃତକ ହେଲେ ସ୍ଥାନୀୟ ସାନ ବନ୍ଧକେରା ଗାଁର ରବୀନ୍ଦ୍ର ନାୟକ।ରବୀନ୍ଦ୍ରଙ୍କର ବେତଗୋରଡ଼ି ନିକଟ ଜଙ୍ଗଲରେ ଏକ ବଗିଚା ରହିଛି।…

ବ୍ରିଟେନରେ ସାମୂହିକ ଟିକା କରଣ ଆରମ୍ଭ

ଲଣ୍ଡନ: ବ୍ରିଟେନ ସରକାର ଟିକାକୁ ଅନୁମତି ଦେବା ପରେ ସାମୂହିକ ଟିକାକରଣ ଆରମ୍ଭ ହୋଇଯାଇଛି। ତେବେ ବ୍ରିଟେନର ୯୦ ବର୍ଷ ବୃଦ୍ଧା ମାରଗାରେଟ୍ କିନନ୍ନଙ୍କୁ ପ୍ରଥମେ ଫାଇଜର ଟିକା ଦିଆଯାଇଛି। କ୍ଲିନିକାଲ୍ ଅନୁମୋଦନ ପରେ ଫାଇଜର କୋଭିଡ୍ ଟିକା ଗ୍ରହଣ କରିବାରେ ମାରଗାରେଟ୍ ଦୁନିଆର ପ୍ରଥମ ବ୍ୟକ୍ତି।…

ଆସନ୍ତା ବର୍ଷରୁ ସ୍କୁଲରେ ମଧ୍ୟାହ୍ନଭୋଜନ…

ଭୁବନେଶ୍ୱର: ଏଣିକି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦୁଇ ଓଳି ଖାଇବାକୁ ଦିଆଯିବ। ଆସନ୍ତା ଶିକ୍ଷାବର୍ଷ (୨୦୨୧-୨୨)ରୁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ସହ ଛାତ୍ରଛାତ୍ରୀଙ୍କୁ ଜଳଖିଆ ଦିଆଯିବ। ଜାତୀୟ ଶିକ୍ଷା ନୀତିରେ ଏନେଇ ପ୍ରସ୍ତାବ ରହିଛି। ଜାତୀୟ ଶିକ୍ଷା ନୀତିକୁ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଅନୁମୋଦନ…

ପୁଣି ଅନଲାଇନରେ ଅବଢ଼ା ବିକ୍ରି, ଥାନାରେ…

ପୁରୀ: ପୁଣି ଅନଲାଇନରେ ଅବଢ଼ା ବିକ୍ରି ଅଭିଯୋଗ। ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ। ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟେ ପରେ ଗୋଟେ ସଂସ୍ଥା। ପ୍ରଥମେ ନିର୍ମାଲ୍ୟ ଏବେ ପୁଣି ଅବଢ଼ା ବିକ୍ରି ଘଟଣା ଆଜି ପୁଣି ସାମ୍ନାକୁ ଆସିଛି…

ଜନ୍ମଦିନ ପାଳିବେନି ସୋନିଆ, ଜାଣନ୍ତୁ…

ନୂଆଦିଲ୍ଲୀ: ନିଜ ଜନ୍ମଦିନ ପାଳିବେ ନାହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହିତ କରୋନା ଭୂତାଣୁର ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି। ସୋନିଆ ଡିସେମ୍ବର ୯ରେ ୭୪ ବର୍ଷରେ ପାଦ ଦେଉଛନ୍ତି। ଦିଲ୍ଲୀର…

୫ଜି ଭାରତରେ ଦ୍ୱିତୀୟ ଶିଳ୍ପ ବିପ୍ଲବର…

ନୂଆଦିଲ୍ଲୀ: ତିନି ବର୍ଷ ମଧ୍ୟରେ ପ୍ରତି ଗାଁରେ ‘ହାଇ-ସ୍ପିଡ୍‌ ଫାଇବର୍ ଅପ୍‌ଟିକ୍‌ ଡାଟା’ ସଂଯୋଗ କରାଯିବ। ଏନେଇ ମଙ୍ଗଳବାର ଦିନ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ‘ଇଣ୍ଡିଆନ୍ ମୋବାଇଲ୍‌ କଂଗ୍ରେସ୍‌ ୨୦୨୦’ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଉଦ୍‌ଘାଟନୀ ଭାଷଣରେ…

ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ…

ସୋନପୁର: ସୋନପୁର ଜିଲ୍ଲାର ସିଙ୍ଘିଜୁବାରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକରେ ନିଆଁ ଲାଗି ଯାଇଥିଲା। ଟ୍ରକରେ ହଠାତ ନିଆଁ ଲାଗିଯାଇଥିବା ଜଣା ପଡ଼ିଛି। ଚଳନ୍ତା ଟ୍ରକରେ ନିଆଁ ଲାଗିବା ଦେଖି ଗାଡ଼ିର ଚାଳକ ଏବଂ ହେଲପର ଗାଡ଼ିରୁ ଡେଇଁ ନିଜର ଜୀବନ ବଞ୍ଚାଇଛନ୍ତି। ସୂଚନା ଅନୁଯାୟୀ, ସିମେଣ୍ଟ ବୋଝେଇ ଟ୍ରକ…

ଭାରତର ମହନୀୟତା, ଉପହାର ଓ ମିଠା ସହ ୨…

ନୂଆଦିଲ୍ଲୀ: ପାକିସ୍ତାନ ସର୍ବଦା ଭାରତ ପ୍ରତି ଶତ୍ରୁତା ମନୋଭାବ ପୋଷଣ କରିଆସୁଥିଲେ ମଧ୍ୟ ଭାରତ ନିଜର ମହାନୀୟତା ଦେଖାଇଛି। ବନ୍ଧୁତାର ହାତ ବଢାଇବାର ପ୍ରୟାସ କ୍ରମରେ ଭାରତ ସେନା ନିୟନ୍ତ୍ରଣ ରେଖା (ଏଲଓସି) ଅତିକ୍ରମ କରି ଭାରତ ମଧ୍ୟକୁ ଚାଲିଆସିଥିବା ପାକିସ୍ତାନର ଦୁଇ ନାବାଳିକାଙ୍କୁ ଉପହାର ଓ ମିଠା…