Odisha Link
Bridging the Missing Links in Odisha
Daily Archives

December 23, 2020

ସ୍କାଏକିଙ୍ଗ ଠକେଇ ମାମଲା: ଅଭୟକାନ୍ତ…

ଭୁବନେଶ୍ୱର: ସ୍କାଏକିଙ୍ଗ ଠକେଇ ମାମଲାରେ ଅଭୟକାନ୍ତ ପାଠକଙ୍କ ଦୁଇ ଦନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ପୁଅର ଠକେଇ ପଛର ସତ ଜାଣିବା ଲାଗି ୨ ଦନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରିଛି ଖାରବେଳନଗର ଥାନା ପୋଲିସ। ୪ ଦିନିଆ ରିମାଣ୍ଡ ସମୟରେ ପୁଅ ଆକାଶ ଦେଇଥିବା ତଥ୍ୟକୁ ନେଇ ବାପାକୁ ରିମାଣ୍ଡରେ…

ଝାରପଡ଼ା ଜେଲରେ ବିଚାରାଧିନ କଏଦୀଙ୍କ…

ଭୁବନେଶ୍ବର: ଝାରପଡ଼ା ଜେଲରେ ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ କମଳାକାନ୍ତ ଦାସ। ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ । ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଖାରବେଳ ନଗର ପୁଲିସ ଗିରଫ କରିଥିଲା। ମୃତକଙ୍କ ପୁଅ କୌଶିକ ଦାସ କହିଛନ୍ତି ଯେ, ତାଙ୍କ ବାପାଙ୍କର…

ରାଜ୍ୟରେ ସୁସ୍ଥ ହେଲେ ୩୦୪ କରୋନା…

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହିତ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି। ଆଜି ରାଜ୍ୟରେ ୩୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୬୪୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଅପହରଣ ଘଟଣା: ୩ ଦୁର୍ବୁତ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ପୁଲିସ ଆଜି ତିନି ଜଣ ଦୁର୍ବୁତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଗନ୍ଧର୍ବ ଓଝା, ଚିତ୍ରସେନ ଓଝା, ବୁଲୁ ପ୍ରଧାନ, ଏମାନେ ସମସ୍ତେ କଟକ ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ଅନୁଯାଇ ବଡ଼ଚଣା ଥାନା ଅଧୀନ ବଡ଼ଘୁମୁରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ…

ରିପବ୍ଲିକ୍ ଟିଭି ଉପରେ ୨୦ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ: ଅର୍ଣ୍ଣବ ଗୋସ୍ୱାମୀଙ୍କ ପୁଣି ବଢ଼ିଲା ଅଡୁଆ। ଟିଆରପି ସ୍କାମ ମାମଲାରେ ଜେଲ ଯାଇଥିବା ବେଳେ ବର୍ତ୍ତମାନ ରିପବ୍ଲିକ ଟିଭିର ହିନ୍ଦି ଚ୍ୟାନେଲ ଉପରେ ବ୍ରିଟିଶ ବ୍ରଡକାଷ୍ଟିଂ ରେଗୁଲେଟର ୨୦ ହଜାର ପାଉଣ୍ଡ ଅର୍ଥାତ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ବ୍ରିଟିଶ ବ୍ରଡକାଷ୍ଟିଂ ରେଗୁଲେଟର…

ନିଜକୁ ଆଇସୋଲେସନରେ ରଖିଲେ ସାଉଥି…

ଚେନ୍ନାଇ: ମହାମାରୀ କରୋନା ସଂକ୍ରମଣ କାରଣରୁ ସିନେ ଜଗତର ସମସ୍ତ ସିନେମା ଶୁଟିଂ ବନ୍ଦ କରାଯାଇଥିଲା। ବର୍ତ୍ତମାନ ପରିସ୍ଥିତ ଅନୂକୁଳ ହେବାରୁ ଅନେକ ସିନେମା ଶୁଟିଂ ଆରମ୍ଭ ହୋଇଛି । କିନ୍ତୁ ସାଉଥି ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମାର ଶୁଟିଂକୁ ମଝିରୁ ସ୍ଥଗିତ କରାଯାଇଛି। ତାଙ୍କର ଅପ୍ କମିଂ ସିନେମା…

କ୍ଷେପଣାସ୍ତ୍ର ‘ବଂଶୀ’ର…

ବାଲେଶ୍ଵର: ବୁଧବାର ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରୁଥିବା କ୍ଷେପଣାସ୍ତ୍ର((MRSAM)ର ସଫଳ ପରୀକ୍ଷଣ କରିଛି। ବାଲେଶ୍ଵରର ଚାନ୍ଦିପୁର ସ୍ଥିତ ଏକ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଅପରାହ୍ନ ୩ଟା ୫୫ ମିନିଟରେ ଏହାର ନିକ୍ଷେପ କରାଯାଇଛି। କ୍ଷେପଣାସ୍ତ୍ର ସଫଳତାର ସହ ନିଶାଣକୁ ଲକ୍ଷ୍ୟଭେଦ କରିଛି।…

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର: ଆଇପିଏସସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୧୯ ଜଣ ଆଇପିଏସ୍ ଓ ଜଣେ ଓପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀ ନରସିଂହ ଭୋଳଙ୍କୁ ସମ୍ବଲପୁର ଆଇଜି ନିଯୁକ୍ତି ଦିଆଯାଇଛି। ତାଳଚେର ଏସଡ଼ିପିଓ ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ ଏସପି ଦାୟିତ୍ବ ମଳିଛି…

୧୪୩ କେଜି ଗଞ୍ଜେଇ ଜବତ

ଜୟପୁର: ଗଞ୍ଜେଇ ଚୋରା ଚାଲାଣ ସମୟରେ ଏକ ଗ୍ୟାଙ୍ଗକୁ ଗିରଫ କରିବା ସହ ୧୪୩ କେଜି ଗଞ୍ଜେଇ ଜବତ କରିଛି କୋରାପୁଟ ଜିଲ୍ଲା ଜୟପୁର ଟାଉନ ପୁଲିସ। ମଙ୍ଗଳବାର ଭୋରୁ ଟାଉନ ପୁଲିସର ଏସଆଇ ରାଇଗନ କିଣ୍ଡେ ଓ ତାଙ୍କ ଷ୍ଟାଫ ସତିଗୁଡା ଡ୍ୟାମ ଛକ ନିକଟରେ ପଟ୍ରୋଲିଂ କରୁଥିଲେ। ଏହି ମାନେ  ଗାଡିରେ ଆରକୁ ପଟୁ…

ମାଣବସା ପାଇଁ ଏହି ଜିଲ୍ଲାରେ ସରକାରୀ…

କଟକ: ମାଣବସା ପାଇଁ ସରକାରୀ ଅଫିସ୍‌ ଛୁଟି। ଆସନ୍ତା କାଲି କଟକ ଓ କେନ୍ଦ୍ରାପଡାର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। ଏନେଇ ଘୋଷଣା କରିଛନ୍ତି ରାଜସ୍ବ କମିଶନର। ମାଣବସା ପାଇଁ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ପ୍ରଥମାଷ୍ଟମୀ ଛୁଟି ବାତିଲ ହୋଇଥିବାରୁ ମାଣବସାରେ ଛୁଟି ଘୋଷଣା କରାଯାଇଛି। ଭାରତ ବନ୍ଦ…