Odisha Link
Bridging the Missing Links in Odisha
Daily Archives

December 23, 2020

ସରକାର ରାଜ୍ୟବାସୀଙ୍କ ସହ ପ୍ରତାରଣ…

ଭୁବନେଶ୍ୱର: ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ଚାଲିଛି। ସାଧାରଣ ଲୋକଙ୍କର ଜନ ଜୀବନ ସୁରକ୍ଷା ଯୋଗାଇ ଦେବା ସରକାରଙ୍କର ନୈତିକ ଦାୟୀତ୍ୱ ଥାଏ । କିନ୍ତୁ କ୍ଷମତା ଓପ୍ରଶଂସା ପାଗଳ ସରକାର ରାଜ୍ୟବାସୀଙ୍କ ସହ ପ୍ରତାରଣ କରିଛନ୍ତି। ଗତ ୨୦୧୯ ମସିହାରେ ୨୭ ଲକ୍ଷ ଗ୍ରାମୀଣ…

ମାଡ଼ିଗଲା କ୍ରେନ୍, ୨ ମୃତ

ବାଲେଶ୍ୱର: କ୍ରେନ୍‌ ତଳେ ଚାପି ହୋଇ‌ ୨ ସ୍କୁଟି ଆରୋହୀ ମୃତ।ବାଲେଶ୍ୱର ସହଦେବଖୁଣ୍ଟା ରାମେଶ୍ୱର ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଚଳ ଟ୍ରକ୍‌କୁ ଟାଣି ନେଉଥିବା କ୍ରେନ୍ ଧକ୍କାରେ ୨ ଜଣଙ୍କର ମୃତ୍ୟ ହୋଇଛି। ମୃତ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ…

କମିଲା ସୁନା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: କମିଲା ସୁନା ଦର। ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ହ୍ରାସ ଘଟିଛି। ଯାହାର ପ୍ରଭାବ ଭାରତୀୟ ଘରୋଇ ବଜାରରେ ଦେଖିବାକୁ ମିଳୁଛି। ଗତକାଲି ସୁନା ଓ ରୂପା ଦର ହ୍ରାସ ପରେ ଆଜି ମଧ୍ୟ ଦରରେ ହ୍ରାସ ଘଟିଛି। ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୧୦ ଗ୍ରାମ ପିଛା ୩୪.୦୦ ଟଙ୍କା ହ୍ରାସ ପାଇ…

ହନି ଟ୍ରାପରେ ଫସିଲେ ଯବାନ

ମିରଟ: ସେନାର ଜଣେ ଯବାନ ହନି ଟ୍ରାପରେ ଫସି ଯାଇଛନ୍ତି। ଜଣେ ଯୁବତି ମିଠାମିଠା କଥା କହି ଅଶ୍ଲୀଳ ଭିଡ଼ିଓ ପ୍ରସ୍ତୁତ କରୁଥିଲେ। ପରେ ସେହିି ଭିଡ଼ିଓ ଦେଖାଇ ଯବାନଙ୍କୁ ବ୍ଳାକ ମେଲ କରିବା ଆରମ୍ଭ କରି ଦେଇଥିଲେ। ଯବାନଙ୍କୁ ଏଭଳି ଭାବରେ ଫଶାଉଥିଲେ ଜଣେ କଲ୍‌ଗାର୍ଲ ଓ ଏକ ଗୋଷ୍ଠୀକୁ ନୌଚନ୍ଦି ପୁଲିସ…

ହତ୍ୟା ବେଳେ ପରୀ ନାକରୁ ବାହାରିଥିଲା…

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାର ଖିଅ ଦିନକୁ ଦିନ ବଢ଼ିବାରେ ଳାଗିଛି। ଗୋଟିଏ ପରେ ଗୋଟିଏ ପ୍ରମାଣ ଦେଉଛି ଏସଆଇଟି। ବର୍ତ୍ତମାନ ସମୟରେ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁସାରେ, ପରୀ ନାକରୁ ରକ୍ତ ବାହାରିଥିବା ନେଇ ସୂଚନା ମିଳିଛି। ଅଭିଯୁକ୍ତ ପରୀର ତଣ୍ଟି ଚିପି ହତ୍ୟା କରିବା ସମୟରେ…

ଅନୁସୂଚିତ ଜାତିର ଛାତ୍ର ଛାତ୍ରୀଙ୍କ ପାଇଁ…

ନୂଆଦିଲ୍ଲୀ: ଅନୁସୂଚିତ ଜାତିର ଛାତ୍ର ଛାତ୍ରୀଙ୍କ ପାଇଁ ବଡ ଘୋଷଣା। ଆଜି ମୋଦି କ୍ୟାବିନେଟରେ ଅନୁସୂଚିତ ଜାତିର ଶିକ୍ଷାର୍ଥୀଙ୍କ ଉଚ୍ଚଶିକ୍ଷା ପାଇଁ ବଜେଟ୍‌ ପାରିତ ହୋଇଛି। କ୍ୟାବିନେଟରେ ୫୯ ହଜାର କୋଟିର ବଜେଟ୍ ବି ପାରିତ ହୋଇଛି। ଅନୁସୂଚିତ ଶିକ୍ଷାର୍ଥୀ ମାନେ ମାଟ୍ରିକ୍ ପାସ୍ କରିବା ପରେ…

ଅବସର ନେବେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର: ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ଡିସେମ୍ବର ୩୧ରେ ଅବସର ନେବେ ଅବସର ନେବେ। ଅବସର ନେବେ ଏବେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିସନର ଭାବେ କାର୍ଯ୍ୟରତ ଅଛନ୍ତି। ୧୯୭୬ ବ୍ୟାଚର ଓଡିଶା କ୍ୟାଡର ଆଇଏଏସ ଅଫିସର ଅସିତ ତ୍ରିପାଠୀ ଅବସର ଗ୍ରହଣ କରିବା ନେଇ ଜିଏର ବିଜ୍ଞପ୍ତି…

ନିଜ ବିବାହ ପ୍ରସଙ୍ଗରେ ମୁହଁ ଖୋଲିଲେ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଆଲିଆ ଓ ଅଭିନେତା ରଣବୀର ନିଜ ପ୍ରେମ ସମ୍ପର୍କ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଉଭୟ ପରସ୍ପରକୁ ଦୀର୍ଘ ୨ବର୍ଷ ହେବ ଡେଟ୍ କରୁଥିବା ବେଳେ ପୁଣି ଥରେ ସେମାନଙ୍କର ବିବାହକୁ କଥାବାର୍ତ୍ତା ଆରମ୍ଭ ହେଲା। ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ଖବର ପୁଣିଥରେ ସାମ୍ନାକୁ ଆସିବା…

‘ଅବଢ଼ା’କୁ ଅବମାନନା, ରେଷ୍ଟୁରାଣ୍ଟ…

ପୁରୀ: ରେଷ୍ଟୁରାଣ୍ଟ ବିରୋଧରେ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ରେଷ୍ଟୁରାଣ୍ଟଟି ‘ଓଡ଼ିଆ ଅବଢ଼ା’ ନାଁ ରେ ପରିଚିତ। ସମ୍ବଲପୁରରେ ଥିବା ରେଷ୍ଟୁରାଣ୍ଟରେ ଲୋକ ମାନଙ୍କୁ ଅବଢ଼ା ନାଁରେ ଭାତ, ଡାଲି, ବେସର ପରସାଯାଉଛି। ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ‘ଅବଢ଼ା’କୁ ଅବମାନନା…

ଭୁବନେଶ୍ବରରେ ବ୍ରିଟେନ୍‌ ଫେରନ୍ତା…

ଭୁବନେଶ୍ବର: ଭୁବନେଶ୍ବରରେ ଜଣେ ବ୍ରିଟେନ୍‌ ଫେରନ୍ତା ଚିହ୍ନଟ। ବ୍ରିଟେନ୍‌ ଫେରନ୍ତା ଚିହ୍ନଟ ନେଇ ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି। ବ୍ରିଟେନ୍‌ରୁ ଆସିଥିବା ଜଣଙ୍କୁ ଚିହ୍ନଟ କରାଯାଇଛି। ଉକ୍ତ ବ୍ରିଟେନ୍‌ ଫେରନ୍ତା ସଙ୍ଗରୋଧରେ ରହିବେ ବୋଲି ବିଏମ୍‌ସି କମିଶନର କହିଛନ୍ତି। ବ୍ରିଟେନରୁ ଆରମ୍ଭ…