Odisha Link
Bridging the Missing Links in Odisha
Daily Archives

December 23, 2020

ବିଷାକ୍ତ ଗ୍ୟାସ ଲିକ୍‌: ୨ ମୃତ, ୧୫…

ପ୍ରୟାଗରାଜ: ଭାରତୀୟ କୃଷି ଫର୍ଟିଲାଇଜର କୋପୋରେଟିଭ ଲଃ (ଆଇଏଫଏଫସିଓ)ର ଫୁଲପୁର ୟୁନିଟରେ ଗ୍ୟାସ ଲିକ୍। ବିଷାକ୍ତ ଗ୍ୟାସ ଲିକ୍‌ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଘଟିଛି। ବର୍ତ୍ତମାନ ଗ୍ୟାସ୍‌ ଲିକ୍‌ ବନ୍ଦ ହୋଇଛି ଏବଂ ୟୁନିଟକୁ…

ବିଷାକ୍ତ ଦହି ଖାଇ ୨୦ରୁ ଅଧିକ ଲୋକ…

କୁଚିଣ୍ଡା: ବିଷାକ୍ତ ଦହି ଖାଇ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳରେ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି।ଗୁରତର ଅବସ୍ଥାରେ ସେମାନଙ୍କୁ କନ୍ତରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗତକାଲି କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳର ବେନିଆପୋଷୀ,…

ଶୀତରୁ ନାହିଁ ନିସ୍ତାର, ୪ ଦିନ ଯାଏଁ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆହୁରି ୪ ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ଶୀତ ଅନୁଭୂତ ହେବ ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡା, ବରଗଡ,…

ରିଲାଏନ୍‌ସ ଜୁଏଲ୍‌ସ ପକ୍ଷରୁ ସ୍ୱତନ୍ତ୍ର…

ଭୁବନେଶ୍ୱର: ଚଳିତ ଖ୍ରୀଷ୍ଟମାସ ଓ ନବବର୍ଷ ଅବସରରେ ରିଲାଏନ୍‌ସ ଜୁଏଲ୍‌ସ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର କଲେକ୍‌ସନ ବେଲା ଓ ନିତାରାର ଶୁଭାରମ୍ଭ କରାଯାଇଛିି। ‘ବେଲା’ କଲେକ୍‌ସନ ନାରୀମାନଙ୍କର ସୌନ୍ଦର୍ଯ୍ୟକୁ ପରିପୃଷ୍ଟ କରୁଥିବା ବେଳେ ‘ନିତାରା’ କଲେକ୍‌ସନ ପିଲାମାନଙ୍କ ପାଇଁ ପରୀରାଇଜର ଆକର୍ଷଣ ଆଣିଦେଇଛି।…

କୋଭିଡ୍‌ ନୂଆ ଷ୍ଟ୍ରେନ୍: ଏହି ରାଜ୍ୟରେ…

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି କୋଭିଡ୍‌ର ନୂଆ ଷ୍ଟ୍ରେନ୍। ବ୍ରିଟେନ‌ରୁ ଆରମ୍ଭ ହୋଇଥିବା ଏହି ନୂଆ ସଂକ୍ରମଣ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଭାରତରେ ନୂଆ ଷ୍ଟ୍ରେନ୍ ଦ୍ବାରା ଆକ୍ରାନ୍ତ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏବେ ସରକାର ସତର୍କ ହେବା ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର ସରକାର…

ଛାତ୍ର ନେତାଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ବର: ଆଜି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଜାତି ଏକ ମହାନ ଜାତି। ଓଡ଼ିଶା ପ୍ରତି ମହାନ ସମ୍ରାଟଙ୍କ ଅବଦାନ ଚିରସ୍ମରଣୀୟ। ୩ଟି କଥାକୁ ଗୁରୁତ୍ୱ ଦେବାକୁ କହିଛନ୍ତି ବିଜେଡ଼ି ସୁପ୍ରିମୋ।…

କୋଟିପତି ଅଙ୍ଗନବାଡ଼ି ଦିଦି ଗିରଫ

ବ୍ରହ୍ମପୁର: କୋଟିପତି ଅଙ୍ଗନବାଡ଼ି ଦିଦିଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍। ଦୁଇ କୋଟି ୨୦ ଲକ୍ଷର ଆୟ ବହର୍ଭୂତ ସଂପତ୍ତି ଠାବ ଅଭିଯୋଗରେ ଆଜି ଦିଦିଙ୍କୁ ଗିରଫ କରାଯାଇଛି। କାଲି ବ୍ରହ୍ମପୁର ଓ ଭୁବନେଶ୍ବରରେ ରେଡ୍‌ କରିଥିଲା ଭିଜିଲାନ୍ସ। ଅଙ୍ଗନାବାଡ଼ି ଦିଦିଙ୍କ ଭୁବନେଶ୍ବରରେ ୨ଟି ଫ୍ଲାଟ୍‌ ଠାବ…

ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ମନା

ପୁରୀ: ଦୀର୍ଘ ନଅ ମାସ ପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ତେବେ ପ୍ରଭୁଙ୍କ ଦର୍ଶନ ନେଇ ପ୍ରଶାସନ ତରଫରୁ ଏସଓପି ଜାରି କରାଯାଇଛି। ଭକ୍ତମାନେ ଏହାକୁ ମାନି ଦର୍ଶନ କରିପାରିବେ। ଭକ୍ତମାନେ ପ୍ରତିମାଙ୍କୁ ଛୁଇଁପାରିବେନି। ମନ୍ଦିର ଭିତରେ ଓ ବାହାରେ ମାସ୍କ ବ୍ୟବହାର ଜରୁରୀ ।…

ପୀଡ଼ିତା ନ୍ୟାୟ ପାଉ: ଅରୁଣ

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଆଜି ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ମନ୍ତ୍ରୀ କହିଛନ୍ତି ଯେ, ଭଗବାନ୍ ଓ ଓ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ପୀଡିତା ନ୍ୟାୟ ପାଉ। ପୀଡିତା ନ୍ୟାୟ ପାଇବା ସହ ସତ୍ୟ ଉନ୍ମୋଚିତ ହେଉ। ତେବେ ଗତ ଜୁଲାଇ ୧୪ ତାରିଖରେ ‘ପରୀ’…

ରାଜଧାନୀରୁ ଜବତ ହେଲା ୪୦ଟି ଦାମୀ…

ଭୁବନେଶ୍ୱର: ରାଜଧାନୀରୁ ଗିରଫ ହୋଇଛନ୍ତି ମୋବାଇଲ ଲୁଟେରା। କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ସହିଦନଗର ପୋଲିସ ଏହି ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନୀର ୪୦ଟି ଦାମୀ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି। ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ପ୍ରକାଶ ଯେ,…