Odisha Link
Bridging the Missing Links in Odisha
Daily Archives

February 18, 2021

ବ୍ରହ୍ମପୁରରେ ଘୁଷୁରୀ ମଡ଼କ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଘୁଷୁରୀ ମଡ଼କ। ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରୁ ଆଜି ୪ଗୋଟି ଘୁଷୁରୀ ମଡ଼କ ଦେଖିବାକୁ ମିଳିଛି। ମୃତଦେହ ଗୁଡ଼ିକୁ ସହରର ଶେଷ ପାଖ ଅଞ୍ଚଳରେ ମହାନଗର ନିଗମ ପକ୍ଷରୁ ପୋତି ଦିଆଯାଇଛି। କେଉଁ କାରଣରୁ ଘୁଷୁରୀଙ୍କର ମୃତ୍ୟୁ ହେଉଛି ତାହା…

ପୁଣି କଂଗ୍ରେସରେ ଉଠିଲା ନେତୃତ୍ୱ…

ଭୁବନେଶ୍ୱର: ପୁଣି କଂଗ୍ରେସରେ କନ୍ଦଳ। ପିସିସି ସଭାପତିଙ୍କ ବିରୋଧରେ ଏକାଠି ହେଲେ ଅସନ୍ତୁଷ୍ଟ ନେତୃତ୍ୱ ପରିବର୍ତ୍ତନ ଦାବି। ପ୍ରଦେଶ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ନିକଟରେ ସେମାନେ ନିଜ ଅସନ୍ତୋଷ ଜାହିର କରିଛନ୍ତି। କଂଗ୍ରେସର ପୁନରୁଦ୍ଧାର ପାଇଁ ପିସିସି ସଭାପତି ପରିବର୍ତ୍ତନ ଜରୁରୀ। ୨୦୧୯…

ଓଡ଼ିଶାବାସୀଙ୍କ ଜୀବନ ଜୀବିକା କ୍ଷେତ୍ରରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନେତୃତ୍ୱରେ ଭାରତ କୋଭିଡ଼୍‌-୧୯ ମୁକାବିଲାରେ ସଫଳ ହୋଇଛି। କୋଭିଡ୍‌-୧୯ ମହାମାରୀ ବିରୋଧୀ ଲଢ଼େଇ ବିଶେଷ ଭାବରେ ସ୍ୱଦେଶୀ ଟିକା ବିକାଶ ଏବଂ ନିରାକରଣରେ ଗବେଷଣାକୁ ପ୍ରୋତ୍ସାହନ…

ପୁଣି ଏହି ସହରରେ ହେବ ଲକ୍‌ଡାଉନ

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ହାର କମୁଥିବା ବେଳେ କିଛି ରାଜ୍ୟରେ ପୁଣିଥରେ ପଜିଟିଭ୍ ସଂଖ୍ୟା ବଢିବାରେ ଲାଗିଛି। ମହାରାଷ୍ଟ୍ରରେ ପୁଣି ଥରେ ଲକଡାଉନ କରିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମହାରାଷ୍ଟ୍ର ସରକାର ଯବତମାଲ, ଅମରାବତୀ ଏବଂ ଅକୋଲା ଜିଲ୍ଲାରେ କୋଭିଡ-୧୯ ସ୍ଥିତିକୁ ନଜରରେ ରଖି ଦୃଢ଼…

ପୁଣି ଫେରିପାରେ କରୋନା ଭାଇରସ୍‌:…

ଭୁବନେଶ୍ୱର: କୋଭିଡ-୧୯ର ଭୟ କିଛି ଟା ହ୍ରାସ ପାଉଥିବା ଜଣାପଡୁଥିଲେ ମଧ୍ୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍ ବୋଲି ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ମତ ଦେଇଛନ୍ତି। ଓଡ଼ିଶାରେ କରୋନା ସଂକ୍ରମିତ ଚିହ୍ନଟଙ୍କ ସଂଖ୍ୟା…

ମହାନଦୀକୁ ଡେଇଁଲେ ମହିଳା

କଟକ: ଯୋବ୍ରା ଆନିକଟରୁ ମହାନଦୀକୁ ଡେଇଁଲେ ମହିଳା। ଉକ୍ତ ମହିଳାଙ୍କୁ ଉଦ୍ଧାର ପରେ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳାଙ୍କ ପରିଚୟ ମିଳିପାରି ନାହିଁ। ମହିଳା ଜଣଙ୍କ ଡ଼େଇଁବା ସମୟରେ ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସ୍ଥାନୀୟ ଲୋକେ…

କୋଟିଆ ପ୍ରସଙ୍ଗରେ ଜବାବ ଦେଲା ଆନ୍ଧ୍ର

ନୂଆଦିଲ୍ଳୀ: କୋଟିଆକୁ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। ଏହି ପ୍ରସଙ୍ଗରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଜବାବ ଦିଆଯାଇଛି। ଓଡ଼ିଶା ପକ୍ଷରୁ ଦାଏର ହୋଇଥିବା ଆବେଦନର ଜବାବ ଦାଖଲ କରିବାକୁ ଯାଇ ଆନ୍ଧ୍ର ତଥ୍ୟ ରଖିଛି ଯେ, ୨୦୦୬ ଏବଂ ୨୦୧୩ରେ ଆନ୍ଧ୍ର ପ୍ରଦେଶର…

ଆଇପିଏଲ ଇତିହାସରେ ପ୍ରଥମ: ସବୁଠାରୁ…

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ପାଇଁ ଖେଳାଳି ନିଲାମି ପ୍ରକ୍ରିୟା ଚେନ୍ନାଇରେ ଚାଲିଛି। ୨୯୨ ଜଣ ଖେଳାଳି ସର୍ଟ ଲିଷ୍ଟେଡ ହୋଇଥିବା ବେଳେ ୬୧ ଜଣ ଖେଳାଳିଙ୍କୁ କିଣି ପାରିବୋ ସମସ୍ତ ଫ‌୍ରାଞ୍ଚାଇଜ୍‌ ଟିମ୍। ଏସବୁ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲ ରାଉଣ୍ଡର କ୍ରିସ୍‌ ମୋରିସ୍‌…

ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ…

କୋଲକାତା: ଆଉ ଦିନ କେଇଟା ପରେ ପଶ୍ଚମବଙ୍ଗ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ବିଜେପି ତାର ପ୍ରଭାବ ବିସ୍ତାର କରିଚାଲିଛି। ଏହି କ୍ରମରେ ପ୍ରତି ମାସ ବିଜେପିର କେହି ନା କେହି ବରିଷ୍ଠ ନେତା ପଶ୍ଚିମବଙ୍ଗ ଗସ୍ତ କରି ଦଳକୁ ତୃଣମୂଳ ସ୍ଥରରୁ ମଜଭୂତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଆଜି ୨…

ବିଷ ଦେଇ ବିଦେଶାଗତ ପକ୍ଷୀ ଶିକାର, ୧…

ଟାଙ୍ଗି: ଚିଲିକାରେ ଥମୁନି ପକ୍ଷୀ ଶିକାର। କଟକଣା ସତ୍ତ୍ୱେ ବିଦେଶାଗତ ପକ୍ଷୀ ଶିକାର କରୁଛନ୍ତି ଶିକାରୀ। କଇଁ ଫୁଲରେ ବିଷ ଦେଇ ଚିଲିକାରେ ପକ୍ଷୀ ଶିକାର ବେଳେ ବନ୍ୟପ୍ରାଣୀ ବିଭାଗ ଶିକାରୀକୁ ଗିରଫ କରିଛି। ଗିରଫ ଶିକାରୀ ଠାରୁ ୪ଟି ମୃତ ବିଦେଶାଗତ ପକ୍ଷୀ, ଗୋଟିଏ ସାଇକେଲ, ମୋବାଇଲ୍ ଫୋନ୍, କଇଁ ଫୁଲ ଜବତ…