Odisha Link
Bridging the Missing Links in Odisha
Daily Archives

February 18, 2021

କୃଷକଙ୍କ ରେଳ ରୋକ: ଧାରଣାରେ ଶୋଇ…

ନୂଆଦିଲ୍ଲୀ: କିଛି ଦିନ ହେବ କୃଷକ ଆନ୍ଦୋଳନ ଜୋର ଧରିଛି। ପ୍ରଥମେ ଟ୍ରାକ୍ଟର ରାଲି ପରେ ଚକା ଜାମ୍ ଓ ଏବେ ରେଳ ରୋକ୍। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ନୂତନ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକ ମାନେ ରେଳ ରୋକ କରିଛନ୍ତି। ଆଜି କୃଷକ ସଂଗଠନ ମାନଙ୍କ ପକ୍ଷରୁ ମଧ୍ୟାହ୍ନ ୧୨ ଟାରୁ…

ଆତ୍ମାହୁତି ପ୍ରରୋଚନା ଦେଇଥିବା…

ଭୁବନେଶ୍ୱର: ଥମୁନି ଆତ୍ମାହୁତି ଉଦ୍ୟମ। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଗତ ୨ ଦିନ ଭିତରେ ବିଧାନସଭା ସମ୍ମୁଖରେ ୩ଜଣ ଆତ୍ମାହୁତି ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି। ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, ଆତ୍ମାହୁତି ଦେବାକୁ ପ୍ରରୋଚନା ଦେଇଥିବା ବ୍ୟକ୍ତିମାନେ ମଧ୍ୟ ତଦନ୍ତ ପରିସର ଭୁକ୍ତ…

ଟ୍ରାଫିକ୍ ପୋଲିସଙ୍କ ମହନୀୟତା, ଆହତ…

ବଲାଙ୍ଗିର: ଟ୍ରାଫିକ୍ ପୋଲିସଙ୍କ ମହନୀୟତା। ବଲାଙ୍ଗିରର ପାଟଣା ହୋଟେଲ ଛକରେ ଆଜି ସକାଳେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ କାର୍ଯ୍ୟରତ ଥିବା ଟ୍ରାଫିକ୍ ପୋଲିସ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଆହତ ଗୁରୁତର ଶିଶୁକନ୍ୟାକୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସୂଚନାମୁତାବକ,…

୧୧ କ୍ୱିଣ୍ଟାଲ୍‌ ୪୫ କିଲୋ ଗଞ୍ଜେଇ ଜବତ

କୋରାପୁଟ: ବେଆଇନ ଗଞ୍ଜେଇ ଚାଲଣା ବେଳେ ଏକ ଟ୍ରକକୁ ଜବତ କରିଛି ପୁଲିସ।ସେମିଳିଗୁଡ଼ା-ନନ୍ଦପୁର ରାସ୍ତାର ବୋଡ଼େଙ୍ଗା ଛକରେ ଗତ ଅପରାହ୍ଣ ୧୨:୩୦ରେ ସେମିଳିଗୁଡ଼ା ପୁଲିସ ୧୧ କ୍ୱିଣ୍ଟାଲ୍‌ ୪୫ କିଲୋ ଗଞ୍ଜେଇ ଜବତ କରି ଏକ ମାମଲା ରୁଜୁ କରିଛି। ପୁଲିସ ଘଟଣାସ୍ଥଳରୁ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ…

ଭାଙ୍ଗିଲା ରେକର୍ଡ, ଦେଶରେ ପ୍ରଥମ ଥର…

ନୂଆଦିଲ୍ଲୀ: ଦେଶରେ ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଯାହାର ମୂଳ କାରଣ ହେଉଛି ତୈଳ ଦର ବୃଦ୍ଧି। ଲଗାତାର ୧୦ ଦିନ ହେବ ଦେଶରେ ତୈଳ ଦର ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ଦେଶରେ ଟପିଲା ପେଟ୍ରୋଲ ଦର। ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଦର ଲିଟର ପିଛା ୧୦୦ ଟପିଥିବା ସୂଚନା ରହିଛି। ବିଗତ ୧୦ ଦିନ ମଧ୍ୟରେ…

ଖଣି ଓ ଧାତବ ଶିଳ୍ପ ଉପରେ ଓଡ଼ିଶା ବିଶ୍ବର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି…

ବିଏମ୍‌ସି ଘେରିଲେ ବସ୍ତି ସୁରକ୍ଷା ମଞ୍ଚ

ଭୁବନେଶ୍ୱର: ସମସ୍ୟାର ସମାଧାନ ପାଇଁ ବିଏମ୍‌ସି ଘେରିଲା ବସ୍ତି ସୁରକ୍ଷା ମଞ୍ଚ। ୧୦ଦଫା ଦାବି ନେଇ ବିଏମ୍‌ସି ଘେରିଛନ୍ତି ବସ୍ତିବାସ୍ତିନ୍ଦା। ସରକାର ବସ୍ତିମୁକ୍ତ ସହର ଘୋଷଣା କରୁଥିବା ବେଳେ ବସ୍ତି ଭାଙ୍ଗି ନୂଆ ନୂଆ ବସ୍ତି ଗଢୁଥିବାର ଅଭିଯୋଗ କରିଛି ବସ୍ତି ସୁରକ୍ଷା ମଞ୍ଚ। ଏନେଇ ରାଜଧାନୀର ବିଭିନ୍ନ…

ବିବାହରେ ଅଭିନବ ପଦକ୍ଷେପ ପାଇଁ…

ମୁମ୍ବାଇ: ବଲିଉଡ ଡିଭା ଦିୟା ମିର୍ଜା ନିକଟରେ ବୈଭବ ରେଖିଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ମୁମ୍ବାଇରେ ଦିୟାଙ୍କ ଘରେ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହରେ ପରିବାର ଓ କିଛି ନିକଟ ବନ୍ଧୁ ସାମିଲ ହୋଇଥିଲେ। ବିବାହରେ ଦିୟାଙ୍କ ଅଭିନବ ପଦକ୍ଷେପକୁ ନେଇ ଲୋକେ ତାଙ୍କର ଖୁବ ପ୍ରଶଂସା କରୁଛନ୍ତି। ଦିୟା…

GST ଠକେଇ ଅଭିଯୋଗରେ ଏକ ଟ୍ରକ ଉପରେ…

ଭବାନୀପାଟଣା: ଭବାନୀପାଟଣା ଜିଏସଟି ଠକେଇ ଅଭିଯୋଗରେ ପଞ୍ଜାବରୁ ଆସୁଥିବା ଏକ ଟ୍ରକକୁ ଭବାନୀପାଟଣା ଏନଫୋର୍ସମେଣ୍ଟରେଞ୍ଜ ପକ୍ଷରୁ ଚଢଉ କରାଯାଇଥିଲା। ଜିଏସଟି ଫାଙ୍କିବା ନେଇ ୧ ଲକ୍ଷ ୮୨ ହଜାର ୨୫୨ ଟଙ୍କା ଜରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ, ପଞ୍ଜାବ ରାଜ୍ୟର ଫିରୋଜପୁର ସହରର ଇଣ୍ଡିଏନ ଫାଉଣ୍ଡରି…

ରାଜ୍ୟ ସରକାରଙ୍କ ଲକ୍ଷ୍ୟ ‘ସୁସ୍ଥ…

ଭୁବନେଶ୍ୱର: ଆଜି ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏହାଛଡ଼ା ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଭିତ୍ତିଭୂମିର…