Odisha Link
Bridging the Missing Links in Odisha
Daily Archives

February 18, 2021

ରାଜ୍ୟରେ କରୋନା: ୬୩ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୪୬୦ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।…

ପୁଣି ବିଧାନସଭା ନିକଟରେ ଆତ୍ମାହୁତି…

ଭୁବନେଶ୍ୱର: ଆଜି ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ। ବଜେଟ ଅଧିବେଶନ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବେଳେ ଆତ୍ମାହୁତି ଉଦ୍ୟମକୁ ରୋକାଯିବା ପାଇଁ ପୁଲିସ ପକ୍ଷରୁ ବିଧାନସଭା ଚାରିପଟ ରାସ୍ତାକୁ ସିଲ କରାଯାଇଥିଲା। ମାତ୍ର ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି।…

ଓକିଲ ଦମ୍ପତିଙ୍କୁ ଦିନ ଦ୍ୱିପ୍ରହରରେ…

ହାଇଦ୍ରାବାଦ: ଓକିଲ ଦମ୍ପତିଙ୍କୁ ବିଚ୍‌ ରାସ୍ତାରେ ଦିନ ଦ୍ୱିପ୍ରହରରେ କାର୍‌ରୁ ଟାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାଟି ତେଲେଙ୍ଗାନାର ମନ୍ଥାନି ଓ ପେଡାପଲ୍ଲି ଯିବା ବାଟରେ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଛାନଭିନ୍‌କୁ ଜୋରଦାର କରିଥିବା ବେଳେ ହତ୍ୟାକାରୀର ଟେର ପାଇପାରିପାରିନି।…

ପରୀ ହତ୍ୟା ମାମଲା: ଅପରାଧ ସ୍ବୀକାର କଲା…

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଏକ ବଡ଼ ପ୍ରମାଣ ସାମ୍ନାକୁ ଆସିଛି। ହତ୍ୟା ଘଟଣାରେ ନେଇ ନାବାଳକ ଅଭିଯୁକ୍ତ ସ୍ୱୀକାରୋକ୍ତିର ଭିଡିଓ ଏବେ ସାମ୍ନାକୁ ଆସିଛି। ପରୀକୁ କିପରି ହତ୍ୟା କରିଥିଲା, କେମିତି ଫିଙ୍ଗିଥିଲା ଏବଂ ପ୍ରମାଣ ନଷ୍ଟ ପାଇଁ କରିଥିବା ସବୁ ଯୋଜନା ବଖାଣିଛି ନାବାଳକ…

ଉନ୍ନାଓରେ ଲଜ୍ଜା: ୩ ନାବାଳିକାଙ୍କୁ…

ଉନ୍ନାଓ: ଉତ୍ତରପ୍ରଦେଶ ଉନ୍ନାଓରେ ଲଜ୍ଜା। ୩ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଓଢ଼ଣୀରେ ବାନ୍ଧି ଫିଙ୍ଗିଦେଲେ ଦୁର୍ବୃତ୍ତ। ସନ୍ଦିଗ୍ଧ ଅବସ୍ଥାରେ ପୋଲିସ ୩ ନାବାଳିକାଙ୍କୁ ଉଦ୍ଧାର କରିଛି। ସେଥିମଧ୍ୟରୁ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ…

ଖାଦ୍ୟ ପାଇଁ ଜନବସତି ମୁହାଁ ହାତୀପଲ

ସାନଖେମୁଣ୍ଡି : ଖାଦ୍ୟ ପାଇଁ ଜନ ବସତିକୁ ମୁହାଁ ଉଛନ୍ତି ହାତୀପଲ। ଆସିକାରେ ଶେରଗଡ଼ରେ ୧୬ଟିକିଆ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି। ଯାହାକୁ ନେଇ ଅଞ୍ଚଳବାସୀ ଭୟରେ ଜୀବନ ଅତିବାହିତ କରୁଛନ୍ତି। ପ୍ରକାଶ ଯେ, ରାତିରେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନ ବସତି ମୁହାଁ ହେଉଛନ୍ତି। ଶେରଗଡ଼ ବ୍ଲକ ଅଞ୍ଚଳରେ ହାତୀ…

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ୱର: ଆଜି ଠାରୁ ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନ। ବଜେଟ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଅଛନ୍ତି। ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ଼ ଅଫ ଅନର ସହ ସ୍ୱାଗତ କରାଯାଇଛି। ବିଧାନସଭାର ବଜେଟ୍‌…

କେନାଲରୁ ବିଧବା ମହିଳାଙ୍କ ମୃତଦେହ…

ମାହାଙ୍ଗା: କେନାଲରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର। ଉକ୍ତ ମହିଳା ଜଣଙ୍କ କଟକ ଜିଲ୍ଲାର ମାହାଙ୍ଗା ଥାନା ଭେଡ଼ା ସାଲେପୁର ଗ୍ରାମର ବୋଲି ସୂଚନା ମିଳିଛି। ମହିଳାଙ୍କ ନାଁ ଅନ୍ନପୂର୍ଣ୍ଣା ମହାପାତ୍ର। ପ୍ରକାଶ ଯେ , ମାହାଙ୍ଗା ଥାନା ଭେଡ଼ା ସାଲେପୁର ଗ୍ରାମରେ ବାସ ଅନ୍ନପୂର୍ଣ୍ଣା କରୁଥିଲେ। ତାଙ୍କ…

ଅଗ୍ନିରେ ଜଳି ଗଲା ୧୦ ବଖରା ଘର

ସୋର: ନିଆଁରେ ଜଳି ଗଲା ୧୦ ବଖରା ଘର। ଏହି ଭୟାବହ ଅଗ୍ନିକାଣ୍ଡଟି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ସରସଙ୍ଖ ପଞ୍ଚାୟତ ସରସଙ୍ଖ ଗାଁରେ ଘଟିଛି। ଏହି ଅଗ୍ନିକାଣ୍ଡଟି ବିଦ୍ୟୁତ ସର୍ଟ ସର୍କିଟ୍ କାରଣରୁ ହୋଇଛି। ପ୍ରକାଶ ଯେ, ଗାଁର କେଳୁ ଚରଣ ବେହେରାଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗି…

‘ସମଲେଈ’ମନ୍ଦିର ବିକାଶ ପାଇଁ ଯୋଜନା…

ଭୁବନେଶ୍ବର: ମା’ ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର ମନ୍ଦିର ଅଞ୍ଚଳ ପରିଚାଳନା ଏବଂ ସ୍ଥାନୀୟ ଅର୍ଥନୀତି ପଦକ୍ଷେପ (ସମଲେଇ) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ମନ୍ଦିର ତଥା ୧୦୪ ଜମିର ବିକାଶ ପାଇଁ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଯୋଜନାରେ ମା’ଙ୍କ ମନ୍ଦିରର…