Odisha Link
Bridging the Missing Links in Odisha
Daily Archives

April 27, 2021

କଥାଶିଳ୍ପୀ ମନୋଜ ଦାସଙ୍କ ପରଲୋକ

ପଣ୍ଡିଚେରୀ: ଭାରତୀୟ କଥା ସାହିତ୍ୟର ଅନ୍ୟତମ ଶିଖର ପୁରୁଷ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ଲେଖକ ଶ୍ରୀ ମନୋଜ ଦାସ ଆଉ ନାହାନ୍ତି। ଏକ ବର୍ଷରୁ ଅଧିକ ସମୟ ଧରି ଦୁରାରୋଗ୍ୟରେ ପୀଡ଼ିତ ପ୍ରାଧ୍ୟାପକ ଦାସଙ୍କର ଆଜି ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ,…

ଭୋକରେ ଥିଲେ ପ୍ରବାସୀ, ବିରିୟାନୀ ପଠାଇଲେ…

ଭୁବନେଶ୍ବର: ତମେ ଖାଇବା ପରେ ମୁଁ ଖାଇବି। ଇନବକ୍ସ ଯାଞ୍ଚ କର,୩୦ ମିନିଟରେ ଖାଇବା ପହଞ୍ଚିବ। ଆସନ୍ତାକାଲିଠାରୁ ଖାଇବା ପାଇଁ ବାଙ୍ଗାଲୋରରେ ତୁମକୁ ଆଉ ଚିନ୍ତିତ ହେବାକୁ ପଡ଼ିବନି। ଏମିତି ଗୋଟେ ଟ୍ବିଟ୍‌ ଆଜି ବେଶ ଚର୍ଚ୍ଚାରେ। ଅଭିନେତା ସବ୍ୟସାଚୀ କରିଛନ୍ତି ଏଭଳି ଏକ ଟ୍ବିଟ୍। ଭୂତାଣୁ ପାଇଁ ଭୋକରେ ଡହଳ…

ଦିନକରେ ରାଜଧାନୀରୁ ୭୭୩ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୭୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…

ବରଯାତ୍ରୀ ଦେଖି ପିପିଇ କିଟ୍‌ ପିନ୍ଧି…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଯାହାକୁ ନେଇ ଚିନ୍ତାରେ ଦେଶବାସୀ। ଏପରିକି ଦେଶରେ ଦୈନିକ ୨ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏପରିକି ଦେଶର କିଛି ସ୍ଥାନରେ ଅକ୍ସିଜେନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ହେବାରେ ଲାଗିଛି। ଅନ୍ୟପଟେ…

ରଥଖଳାରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ…

ପୁରୀ: ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ବୌଦ୍ଧ ବନଖଣ୍ଡରୁ ଆଜି ଚତୁର୍ଥ ପର୍ଯ୍ୟାୟରେ ତିନୋଟି ରଥକାଠ ବୋଝେଇ ଟ୍ରକ ପୁରୀ ରଥଖଳାରେ ପହଞ୍ଚିଛି। ମୋଟ ୯୬ଖଣ୍ଡ କାଠ ଆସିଥିବା ବେଳେ ଏଥିରେ ୪୦ ଫୁଟିଆ ୫୧ଖଣ୍ଡ ଓ ୨୦ ଫୁଟିଆ ୪୫ଖଣ୍ଡ ଆସନ ଓ ଧଉରା କାଠ ରହିଛି। ଚଳିତ…

କୋଭିଡ ରୋଗୀଙ୍କ ଗଦି ବିକି ଦେଲେ ନାଏବ…

ଢେଙ୍କାନାଳ: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିିଛି। ଦୈନିକ ୬ ହଜାରରୁ ଉର୍ଦ୍ଧ୍ବ କରୋନା ରୋଗୀରେ ରାଜ୍ୟରେ ଚିହ୍ନଟ ହେଉଛନ୍ତି। ଅନ୍ୟପଟରେ ରାଜ୍ୟରେ ୨ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ କରୋନା ସଂକ୍ରମଣ ଯୋଗୁଁ ଚାଲିଗଲାଣି। ହେଲେ ଏହି ମହାମାରୀ ସମୟ ମଧ୍ୟରେ ଢେଙ୍କାନାଳ…

ଆରପାରିରେ ଯାତ୍ରା ହାସ୍ୟାଭିନେତା ଜଗା…

ଭୁବନେଶ୍ୱର: ମଞ୍ଚରେ ହସାଇ ହସାଇ ବେଦମ କରୁଥିବା ବରିଷ୍ଠ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତଙ୍କ ଅଭିନୟ ଆଉ ମଞ୍ଚରେ ଦେଖିବାକୁ ମିଳିବ ନାହିଁ। କରୋନାରେ ତାଙ୍କର ଦେହାନ୍ତ ହୋଇଛି। ଜଗବନ୍ଧୁ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।…

ସମ୍ବାଦ ପରିବେଷଣକୁ ନେଇ ଭଏସ୍ ଅଫ୍ ସୋଆ…

ଭୁବନେଶ୍ୱର: ସୂଚନା ଏପରି ଏକ ମାଧ୍ୟମ ଯାହାଦ୍ୱାରା ଆଜି ମଣିଷ ପ୍ରଗତି ପଥରେ ଆଗେଇ ଚାଲିଛି। ପୂର୍ବରୁ ଲୋକଙ୍କୁ କୌଣସି ବିଷୟରେ ଜାଣିବା ପାଇଁ ଅନେକ ପ୍ରୟାସ କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତମାନ ଇଣ୍ଟରନେଟ ଯୁଗରେ ସୂଚନା ଏବେ ହାତ ପାହନ୍ତାରେ ଉପଲବ୍ଧ। କିନ୍ତୁ ସେହି ସୂଚନା ଠିକ୍ ନା ଭୁଲ୍ ତାହା…

ଜୋ ବିଡେନଙ୍କୁ ଭ୍ୟାକ୍ସିନ୍ ପାଇଁ ନିବେଦନ…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହୁହୁ ବଢ଼ୁଥିବା ବେଳେ ସ୍ଥିତି ସଙ୍ଗୀନ ହୋଇପଡିଛି। ଏଭଳି ପରିସ୍ଥତିକୁ ନେି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଚିନ୍ତାପ୍ରକାଶ କରିଛନ୍ତି। ସେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ଟ୍ୟାଗ କରି ମେସେଜ୍ ଲେଖିଛନ୍ତି। ସେ ତାଙ୍କ ଦେଶର…

କରୋନା ଅଟକାଇ ପାରିଲାନି ବାହାଘର, ପିପିଇ…

ମଧ୍ୟପ୍ରଦେଶ: ଦେଶରେ କରୋନା ସଂକ୍ରମଣ ହାର ହୁହୁ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ କରୋନା ପଜିଟିଭ୍‌ ହୋଇ ମଧ୍ୟ ବାହା ହୋଇଛନ୍ତି ବରକନ୍ୟା। ବାହାଘର ଅଟକାଇ ପାରିଲାନି କରୋନା। ପିପିଇ କିଟ୍ ପିନ୍ଧି ବାହା ହେଲେ ବରକନ୍ୟା। ଏହିଭଳି ଅନନ୍ୟ ବାହାଘର ହୋଇଛି ମଧ୍ୟପ୍ରଦେଶରେ। ସୁଚନାଯୋଗ୍ୟ, ବର କରୋନା…