Odisha Link
Bridging the Missing Links in Odisha
Daily Archives

April 27, 2021

ପିପିଲି ଉପନିର୍ବାଚନ ବନ୍ଦ ନେଇ କଂଗ୍ରେସର…

ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାରି ଭିତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିପିଲି ଉପନିର୍ବାଚନକୁ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନିରେ ପିସିସି କାର୍ଯ୍ୟକାରୀ…

ଆଜି ସନ୍ଧ୍ୟାରେ କୋଭିଡ୍‌ ସ୍ଥିତି…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢି ଚାଲିଛି। ଏହାରି ମଧ୍ୟରେ ଆଜି ସନ୍ଧ୍ୟାରେ କୋଭିଡ ସ୍ଥିତିସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରୋନା ନେଇ ଆଲୋଚନା କରିବେ। ଜିଲ୍ଲା…

ବିଳମ୍ବ ହୋଇପାରେ ୩ୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମେ ୧ ତାରିଖରୁ ୧୮ରୁ ୪୪ ବର୍ଷ ବୟସର ଲୋକମାନଙ୍କୁ ଟିକା ଦିଆଯିବ ବେଲି ନିଷ୍ପତ୍ତ ହୋଇଛି। ତେବେ ରାଜ୍ୟରେ ବର୍ତ୍ତମାନ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ…

ବିଜୟ ଶୋଭାଯାତ୍ରା ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ହେଉଛି ବେକାବୁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ ୨ରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଫଳାଫଳ ଘୋଷଣା ହେବ । ତେବେ ଏହା ପରେ ବିଜୟ ଶୋଭାଯାତ୍ରା କରାଗଲେ କରୋନା ସଂକ୍ରମଣ…

ଦେଶରେ କରୋନା: ୨୪ ଘଣ୍ଟାରେ ୩.୨୩ ଲକ୍ଷ…

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା। ହହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ। ବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ଦୈନିକ ଆକ୍ରାନ୍ତ ସଂଖ୍ୟା ଥମୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୨୩ ହଜାରରୁ ଅଧିକ…

କରୋନାକୁ ମାତ୍‌ ଦେଲେ ୧୦୫ ବର୍ଷୀୟ…

ସୁରତ: ଦେଶରେ କରୋନାର ଦ୍ବିତୀୟ ଲହର ମୃତ୍ୟୁର ତାଣ୍ଡବ ରଚୁଥିବା ବେଳେ ସୁରତର ଜଣେ ୧୦୫ ବର୍ଷୀୟା ବୃଦ୍ଧା କରୋନାକୁ ମାତ୍‌ ଦେଇଥଇବା ବେଳେ ତାହା ଏବେ ଅନ୍ୟମାନଙ୍କୁ ସାହସ ଯୋଗାଉଛି। ଉଜୀବାଙ୍କ ଦୃଢ଼ ମନୋବଳ ପାଇଁ ସେ କରୋନାକୁ ହରାଇ ଦେଇଛନ୍ତି। ପ୍ରଚଣ୍ଡ ଖରା, ବର୍ଷାରେ ଅନେକ ବର୍ଷ ଧରି ଏକା ଚାଷ…

ଭାରତରେ କରୋନା ସଂକଟ ବେଳେ ଦୃଢ଼ ରହିବାର…

ଦୁବାଇ: ଭାରତରେ କରୋନା ଦ୍ବିତୀୟ ଲହର ଅଣାୟତ୍ତ ସ୍ଥିତି ବେଳେ ଭାରତ ସହ ହାତ ମିଳାଇବା ସହ ସହାନୁଭୂତି ଜଣାଇଛି ସଂଯୁକ୍ତ ଆରବ। ରବିବାର ଏହାର ପ୍ରମୁଖ ଅଟ୍ଟାଳିକାଗୁଡ଼ିକୁ ତ୍ରିରଙ୍ଗା ଆଲୋକରେ ଉଦ୍‌ଭାସିତ କରିଥିବା ଦେଖାଯାଇଛି। ଏହି କ୍ରମରେ ଦୁବାଇ ସ୍ଥିତ ବୁର୍ଜ ଖଲିଫା ଓ ଆବୁ ଧାବି ସ୍ଥିତ ଆଦନକ୍‌…

ଆଉ ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ସଂକ୍ରମିତ ହାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୦୭୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ, ରାୟଗଡ଼ା…

ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ବନ୍ଦ

ପୁରୀ: ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ବନ୍ଦ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି। ମେ ୧୫ ତାରିଖ ଯାଏଁ ମଠ, ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ସମସ୍ତ ଧର୍ମାନୁଷ୍ଠାନରେ କେବଳ…

ରାଜ୍ୟରେ କରୋନା:୨୪ ଘଣ୍ଟାରେ ୬୦୭୩…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୬୦୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୨୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୫୫୧ଜଣ ସ୍ଥାନୀୟ…