Odisha Link
Bridging the Missing Links in Odisha
Daily Archives

May 13, 2021

ସରକାର ନିଖୋଜ: ଆଉଟ୍‌‌ଲୁକ୍‌ ପ୍ରଚ୍ଛଦକୁ…

ବ୍ୟୁରୋ: ସରକାର ନିଖୋଜ। ହଁ, ଭାରତ ସରକାର ନିଖୋଜ ହୋଇଯାଇଛନ୍ତି। ୭ ବର୍ଷ ଧରି ମିଳୁନାହାନ୍ତି ଭାରତ ସରକାର। ଦେଶବାସୀ ତାଙ୍କୁ ଖୋଜୁଛନ୍ତି। ଏଭଳି ଏକ ନିଖୋଜ ଘୋଷଣା ସହ ସୃଜନାତ୍ମକ ପ୍ରଚ୍ଛଦ ସହ ବଜାରକୁ ଆସିଛି ଆଗାମୀ ସପ୍ତାହର ଆଉଟ୍‌ଲୁକ୍। ଭାରତର ଅନ୍ୟତମ ପ୍ରସିଦ୍ଧ ଇଂରାଜୀ ସାପ୍ତାହିକୀ…

କର୍ମଚାରୀଙ୍କ ମୃତ୍ୟୁ ହେଲେ ଚାକିରି,…

ଭୁବନେଶ୍ବର: କୋଭିଡ୍‌ କାରଣରୁ ମୃତ୍ୟୁ ହେଲେ କର୍ମଚାରୀଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା। ତା ସାଙ୍ଗକୁ ଯୋଗ୍ୟତା ଭିତ୍ତିରେ ମୃତକଙ୍କ ଜଣେ ପରିବାର ସଦସ୍ୟଙ୍କୁ ଚାକିରି ମଧ୍ୟ ମିଳିବ। ଆଜି ରାଜ୍ୟର ଦୁଇ ପ୍ରମୁଖ ଟେଲିଭିଜନ୍‌ ଚ୍ୟାନେଲ ଓଟିଭି ଓ କଳିଙ୍ଗ ଟିଭି ଏପରି ଘୋଷଣା କରିଛନ୍ତି। କୋଭିଡ୍‌…

ମେ’ ୨୬ରେ ଚଳିତ ବର୍ଷର ପ୍ରଥମ…

ଭୁବନେଶ୍ବର: ଆସନ୍ତା ମେ' ୨୬ରେ ଦେଖାଦେବ ଚଳିତ ବର୍ଷର ପ୍ରଥମ ଏବଂ ଶତାବ୍ଦୀର ବୃହତ ଚନ୍ଦ୍ର ଗହଣ ବା ବ୍ଲଡମୁନ୍। ଚଳିତ ବର୍ଷ ହେବାକୁ ଥିବା ଚନ୍ଦ୍ରଗ୍ରହଣ ୧୪ ମିନିଟ ୩୦ ସେକେଣ୍ଡ ପର୍ୟ୍ୟନ୍ତ ରହିବ। ଏହି ଚନ୍ଦ୍ର ଗ୍ରହଣ ଅଷ୍ଟ୍ରେଲିଆ, ପଶ୍ଚିମ ଆମେରିକା ସମେତ ଦକ୍ଷିଣ ଆମେରିକା ଏବଂ ଦକ୍ଷିଣ-ପୂର୍ବ…

ଶ୍ରୀମନ୍ଦିର ସେବାତୟଙ୍କ ପରିବାରକୁ…

ପୁରୀ: କରୋନା ମହାମାରୀ କାରଣରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ପୁରୀ ଶ୍ରୀମନ୍ଦିର ବନ୍ଦ ରହିବାରୁ ସେବାୟତଙ୍କ ପରିବାର ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ସେବାତୟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପ୍ରତି ସେବାୟତ ପରିବାରକୁ ଗୁରୁବାର ୧୦ ହଜାର…

ମେ’ ୨୫ ଯାଏଁ ଲକ୍‌ଡାଉନ ଅବଧି ବୃଦ୍ଧି…

ପାଟନା: ଦେଶରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଲକଡାଉନ ଅବଧି ବୃଦ୍ଧି କରିବାରେ ଲାଗିଛନ୍ତି। ଆଜି ମହାରାଷ୍ଟ୍ର ସରକାର ଲକଡାଉନ ଅବଧିକୁ ଜୁନ୍‌ ୧ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିଥିବା ବେଳେ ଏବେ ବିହାର ସରକାର ମଧ୍ୟ ଲକଡାଉନ ଅବଧି ବୃଦ୍ଧି…

ରାସ୍ତାରେ ବର-କନ୍ୟାଙ୍କୁ ଅଟକାଇଲା…

ଚଣ୍ଡିଗଡ: ପଞ୍ଜାବରେ କରୋନା ସଂକ୍ରମଣ ହାର ଦ୍ରୁତ ଗିତରେ ବଢ଼ୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଏହି ସମୟରେ ରାସ୍ତା ମାନଙ୍କରେ ପୁଲିସ୍ ଚେକିଂକୁ କଡାକଡି କରିବାସହ କଟକଣାକୁ ମାନିବା ପାଇଁ ଲୋକମାନଙ୍କୁ ସଚେତନ କରୁଛି। ଏହାରି ମଧ୍ୟରେ…

ଘୁଞ୍ଚିଲା ସିଭିଲ ସର୍ଭିସ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ କାରଣରୁ ବର୍ତ୍ତମାନ ବିଭିନ୍ନ ପରୀକ୍ଷା ଉପରେ ବିଭିନ୍ନ ରାଜ୍ୟର ସରକାର ରୋକ ଲଗାଇଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟୁକୁ ଧ୍ୟାନ ଦେଇ ବିଭିନ୍ନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହାରି ମଧ୍ୟରେ ସିଭିଲ ସର୍ଭିସ(ପ୍ରଲିମିନାରୀ) ପରୀକ୍ଷାକୁ ଘୁଞ୍ଚାଇ…

ଏହି ରାଜ୍ୟରେ ଜୁନ୍‌ ୧ ପର୍ଯ୍ୟନ୍ତ…

ମୁମ୍ବାଇ: ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ହାର କମିବାର ନାଁ ଧରୁନଥିବା ବେଳେ ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରରେ ସରକାର ଜୁନ୍ ୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଲକଡାଉନ୍ ସମୟ ବଢ଼ାଇଛନ୍ତି। ଏଥି ସହିତ କଟକଣାକୁ ଆହୁରି କଡାକଡି କରିଛନ୍ତି। ଏଣିକି…

ଝାରପଡା ଜେଲରେ ଚାଲିଛି କଏଦୀଙ୍କ ଗଞ୍ଜେଇ…

ଭୁବନେଶ୍ୱର: ଝାରପଡା ଜେଲରେ ଚାଲିଛି କଏଦୀଙ୍କ ବେଧଡକ ଗଞ୍ଜେଇ ଆସର। ଜେଲ୍ କଏଦୀ ମାନେ ମଣ୍ଡଳୀ ହୋଇ ଏକାଠି ବସି ନେଉଛନ୍ତି ଗଞ୍ଜେଇ। ଖାଲି ସେତିକି ନୁହେଁ ଜେଲ୍ ଭିତରେ ନିଶା ଦ୍ରବ୍ୟ ଠାରୁ ଆରମ୍ଭ କରି ମୋବାଇଲ୍ ଫୋନ୍ ସବୁକିଛିର ବ୍ୟବସ୍ଥା ରହିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍…

‘କୋଭିସିଲ୍‌ଡ୍‌’ର ୨ ଡୋଜ୍‌ ମଧ୍ୟରେ…

ନୂଆଦିଲ୍ଲୀ: ‘କୋଭିସିଲ୍‌ଡ୍‌’ର ୨ୟ ଡୋଜ୍‌ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ। ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ଉତ୍ପାଦିତ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ‘କୋଭିସିଲ୍‌ଡ୍‌’ର ଦୁଇଟି ଡୋଜ୍‌ ମଧ୍ୟରେ ୧୨ ରୁ ୧୬ ସପ୍ତାହ ବ୍ୟବଧାନ ରଖିବା ପାଇଁ ‘ଦି ନ୍ୟାସ୍‌ନାଲ୍‌ ଟେକ୍ନିକାଲ୍‌ ଆଡ୍‌ଭାଇଜରି…