Odisha Link
Bridging the Missing Links in Odisha
Daily Archives

May 21, 2021

ଛୋଟ ପିଲାଙ୍କ ଶରୀରରେ ବ୍ଳାକ ଫଙ୍ଗସ…

ଗୁଜୁରାଟ: କରୋନାର ଦ୍ୱିତୀୟ ଲହର କାୟା ମେଲାଉଥିବା ବେଳେ ଚିନ୍ତା ବଢ଼ାଇଛି ମହାମାରୀ ବ୍ଲାକ୍ ଫଙ୍ଗସ। କରୋନାରୁ ଆରୋଗ୍ୟ ବ୍ୟକ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୨୬ ଜଣଙ୍କର ବ୍ଲାକ ଫଙ୍ଗସରେ ଜୀବନ ଗଲାଣି। ଏହାରି ମଧ୍ୟରେ ବୟସ୍କ ଲୋକଙ୍କ ପରେ ଏବେ ଛୋଟ ପିଲାମାନଙ୍କ…

ଏହି ୨ ରାଜ୍ୟରେ ପୁଣି ବଢିଲା ଲକଡାଉନ…

ନୂଆଦିଲ୍ଲୀ: ଏହି ରାଜ୍ୟରେ ପୁଣି ବଢିଲା ଲକଡାଉନ୍ ଅବଧି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେରଳ ଓ କର୍ଣ୍ଣାଟକରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। କେରଳରେ ଲକଡାଉନକୁ ମେ’ ୩୦ ପର୍ଯ୍ୟନ୍ତ ବଢାଯାଇଛି। ତିରୁଅନନ୍ତପୁରମ, ଏର୍ନାକୁଲମ ଓ ତିଶୁରରେ ଟ୍ରିପଲ ଲକଡାଉନ୍ ଆସନ୍ତା କାଲିଠାରୁ…

ସମରେ ବିରଳ ଅସ୍ତ୍ରୋପଚାର, ୧୨ ଦିନର…

ଭୁବନେଶ୍ୱର: ଏକ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ବିରଳ ଜନ୍ମଗତ ତ୍ରୁଟି ଥିବା ମାତ୍ର ୧୨ ଦିନର ନବଜାତ ଶିଶୁର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ଡାକ୍ତର। ଶିଶୁଟିର ଜନ୍ମରୁ ହିଁ ନିଶ୍ୱାସ ନେବାରେ ସମସ୍ୟା ରହିଥିଲା। ଶିଶୁ ଶରୀରର ଛାତି…

ରାଜଧାନୀରୁ ଆଉ ୧୧୮୬ କରୋନା ଆକ୍ରାନ୍ତ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଣାୟତ୍ତ ହେଲାଣି କରୋନା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧୮୬ କରୋନା ଆକ୍ରାନ୍ତ। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ ସେଣ୍ଟରୁ ୧୪୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୪୪ ଲୋକାଲ କେସ ଚିହ୍ନଟ ହୋଇଛନ୍ତି। ସେହିପରି ୧୦୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇ…

ଅଧାରେ ରହିଗଲା ବାହାଘର, ବେଦୀରୁ ବରକୁ…

ବ୍ରହ୍ମପୁର: ଅଧାରେ ରହିଗଲା ବାହାଘର। ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଦସେଇପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବାହାଘର ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବାହା ବେଦୀରୁ ବରକୁ ଉଠାଇ ନେଲା ପୋଲିସ। ସୂଚନା ମୁତାବକ, ବର…

ଇସ୍ତଫା ଦେଲେ ଶୋଭନ ଦେବ, ଭବାନୀପୁରରୁ…

ପଶ୍ଚିମବଙ୍ଗ: ଭବାନୀପୁରରୁ ଲଢିପାରନ୍ତି ମମତା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ବିଧାୟକ ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରାଜିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହୋଇଥିବାରୁ ନିୟମ ମୁତାବକ ୬ ମାସ ମଧ୍ୟରେ ତାଙ୍କୁ ନିର୍ବାଚନ ଜିତି ବିଧାନସଭା ସଦସ୍ୟ ହେବାକୁ ପଡିବ। ଏହାରି…

ପାଣିଗ୍ରାହୀ ଓ ପାଠକଙ୍କୁ କରୋନା

ଭୁବନେଶ୍ୱର: ପାଣିଗ୍ରାହୀ ଓ ପାଠକଙ୍କୁ କରୋନା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ଭାବି ସମୁଦି ତଥା ପୂର୍ବତନ ଆଇଏଫ୍‌ଏସ୍ ଅଧିକାରୀ ଅଭୟ ପାଠକ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଉଭୟ ଝାରପଡ଼ା ଜେଲରେ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା…

ସୁଇସାଇଡ ଭିଡିଓ ସୁଟିଂ ବେଳେ ସତରେ…

ନୂଆଦିଲ୍ଲୀ: ଆଜିକାଲି ଭିଡିଓ ରିଲସ୍ କ୍ରେଜ ଅଧିକ। ଯୁବପିଢ଼ି ଠୁ ନେଇ ନୁହେଁ ସବୁବର୍ଗର ଲୋକ ଭିଡିଓ ରିଲସ୍‌ କରୁଛନ୍ତି। ମନୋର‍ଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଭିଡିଓ ରିଲସ୍‌ ଦେଖିବାକୁ ମିଳୁଛି। ହେଲେ କେବେ ଏହି ମିଛି ମିଛିକା ଭିଡିଓ ରିଲସ୍‌ ମଧ୍ୟ କାଳ ସାଜେ। ବେଳେବେଳେ ନକଲି ଭିଡିଓ ସତ ପାଲଟିଯାଏ।…

ବ୍ଲାକ ଫଙ୍ଗସ ନିରାକରଣ ପାଇଁ ୩ ସୂତ୍ରୀ…

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର କାୟା ମେଲାଉଥିବା ବେଳେ ଚିନ୍ତା ବଢ଼ାଇଛି ମହାମାରୀ ବ୍ଲାକ୍ ଫଙ୍ଗସ। କରୋନାରୁ ଆରୋଗ୍ୟ ବ୍ୟକ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୨୬ ଜଣଙ୍କର ବ୍ଲାକ ଫଙ୍ଗସରେ ଜୀବନ ଗଲାଣି। ଅନିୟନ୍ତ୍ରିତ ବ୍ଲଡ ସୁଗାର ଓ କୋଭିଡ୍‌ ମ୍ୟୁକରମାଇକୋସିସ୍…

ଓଡ଼ିଶା ମୁହାଁ ବାତ୍ୟା ‘ୟଶ୍’,…

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ୍’ ଓଡ଼ିଶା ମୁହାଁ। ୨୬ରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟଶ୍। ହୋଇଛି। ଏନେଇ ଅନୁମାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପରେ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତି…