Odisha Link
Bridging the Missing Links in Odisha
Daily Archives

June 8, 2021

ମୃତ୍ୟୁ ସହ ସଂଗ୍ରାମ କରୁଥିବା…

ବାସୁଦେବପୁର: ଜୀବନ ସହ ସଂଗ୍ରାମ କରୁଛନ୍ତି ୨୮ ବର୍ଷୀୟ ଅଭିଷେକ ମହାପାତ୍ର। ଅଧାରେ ରହିଗଲା ଅଭିଷେକଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର ପ୍ରକ୍ରିୟା। ଗୁରୁତର ଅଭିଷେକଙ୍କୁ ସ୍ଥାନାନ୍ତର ପାଇଁ ଯୋଗାଡ ହୋଇପାରିଲାନି ଟଙ୍କା। ପୁଅକୁ ବଞ୍ଚାଇବାକୁ ସାହାଯ୍ୟ ମାଗୁଛନ୍ତି ତାଙ୍କ ପରିବାର। ଏପରି ଖବର…

ଟାଇମ୍‌ସ ହାଇଅର୍‌ ଏଜୁକେଶନ ଏସିଆନ୍‌…

ରାଉରକେଲା: ଟାଇମ୍‌ସ ହାଇଅର୍‌ ଏଜୁକେଶନ ଏସିଆନ୍‌ ୟୁନିଭର୍ସିଟି ର‍୍ୟାକିଙ୍କରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ସ୍ଥାନ ଦଖଲ କରିଛି। ଦେଶର ସର୍ବଶ୍ରେଷ୍ଠ ଏନ୍‌ଆଇଟି ତାଲିକାରେ ପ୍ରଥମ ସ୍ଥାନ ଦଖଲ କରିଛି। ଏହାସହ ଏସିଆର ଶ୍ରେଷ୍ଠ…

ଏଲଏସିରେ ପଇଁତରା ମାରିଲା ଚୀନର ଯୁଦ୍ଧ…

ଲଦାଖ: ଭାରତ ଏବଂ ଚୀନ୍ ମଧ୍ୟରେ ସାମରିକ ବିବାଦ ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ବହୁ କମାଣ୍ଡର ସ୍ଥରୀୟ ବୈଠକ ବସି ସାରିଛି। ଏହାରି ମଧ୍ୟରେ ଚୀନର ଯୁଦ୍ଧ ବିମାନ ପୁଣି ଥରେ ଏଲଏସିରେ ପଇଁତରା ମାରିବା ଆରମ୍ଭ କରିଛି। ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଚୀନର ପ୍ରାୟ…

ବୈଷ୍ଣୋଦେବୀ ମନ୍ଦିରରେ ଅଗ୍ନିକାଣ୍ଡ

କଟରା: ଜମ୍ମୁର ପ୍ରସିଦ୍ଧ ବୈଷ୍ଣୋଦେବୀ ମନ୍ଦିରରେ ଅଗ୍ନିକାଣ୍ଡ। ଆଜି ଅପରାହ୍ନ ପ୍ରାୟ ୪ଟା ୧୫ ମିନିଟ୍‌ରେ ମନ୍ଦିରକୁ ଲାଗି ରହିଥିବା ଭବନରେ ଏହି ଅଗ୍ନିକାଣ୍ଡ ଘଟିଛି। ମନ୍ଦିର ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି। ପ୍ରାୟ ୫ଟା ବେଳକୁ ଭବନରେ ଲାଗିଥିବା ନିଆଁ ଆୟତ୍ତ ହୋଇଯାଇଥିବା ସ୍ରାଇନବୋର୍ଡ…

କରୋନାକୁ ପରାସ୍ତ କରିବାକୁ ଯଜ୍ଞ କର କହି…

ନୂଆଦିଲ୍ଲୀ: ଦେଶରେ କରୋନା ମହମାରୀ କାୟା ବିସ୍ତାର କରିଥିବା ବେଳେ ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ୁଛି। ଏଭଳି ସମୟରେ କିଛି ସେଲିବ୍ରେଟମାନେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ବେଳେ କିଛି ଜଣ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ପରାମର୍ଶ ଦେଉଛନ୍ତି। ଏହାରି ମଧ୍ୟରେ…

କମ୍ ସଂକ୍ରମଣ ଜିଲ୍ଲାରେ ଅନ୍‌ଲକ୍…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟରେ କୋଭିଡ ସଂକ୍ରମରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ରେଟ୍‌ ହ୍ରାସ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ବସ୍ତି ପ୍ରକାଶ କରିଛନ୍ତି ଏବଂ…

ରାଜଧାନୀରେ କମୁଛି ସଂକ୍ରମଣ: ୬୬୧…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ହାର କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୬୬୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନରୁ ୧୫୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୫୦୫ ଜଣ।…

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ…

ଭୁବନେଶ୍ୱର: କରୋନାର ୨ୟ ଲହରରେ ଲୋକଙ୍କ ଜୀବିକା ଉପରେ ପ୍ରଭାବ ପଡିଥିବାବେଳେ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ପାଇବାରେ ଲାଗିଛି। କିଛି ସ୍ଥାନରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର କରିଛି। ଫଳରେ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଛି। ଏହାର ପ୍ରତିବାଦରେ କଂଗ୍ରେସ…

୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ଭୁବନେଶ୍ୱର: ରାଜ୍ୟରେ କାଲି ସୁଦ୍ଧା ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି। ସେହି ୫ଟି ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା…

ଟିକା ନେଲେ ମିଳିବ ସ୍ମାର୍ଟଫୋନ୍

ଭୋପାଳ: ଟିକା ନେଲେ ମିଳିବ ସ୍ମାର୍ଟଫୋନ୍। କରୋନା ଟିକା ନେଲେ ମାଗଣାରେ ମିଳିବ ମୋବାଇଲ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଯଦି ଆପଣ କରୋନା ଟୀକା ନେଉଛନ୍ତି ତେବେ ଆପଣ ଏକ ସ୍ମାର୍ଟଫୋନ୍ ଜିତିବାର ସୁଯୋଗ ପାଇପାରିବେ। ଏଭଳି ଏକ ନିଆରା ପଦକ୍ଷେପ ନେଇଛି ଭୋପାଳ ଜିଲ୍ଲା ପ୍ରଶାସନ। କରୋନା ଭାଇରସର…