Odisha Link
Bridging the Missing Links in Odisha
Daily Archives

June 8, 2021

କରୋନା ସଂକ୍ରମିତଙ୍କ ପାଖରେ ନିଜଲୋକ…

ଭୁବନେଶ୍ୱର: ପରିବାରର କେହି କରୋନା ସଂକ୍ରମିତ ହୋଇଗଲେ ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟତିବ୍ୟସ୍ତ ହୋଇଉଠୁଛୁ। ଏହି ଅଦୃଶ୍ୟ ଶତ୍ରୁ ଦ୍ୱାରା କବଳିତ ହେବା ପରେ ସେହି ଆତ୍ମିୟ ଜଣଙ୍କ ପାଖରେ ଯଦି କେହି ନିଜ ଲୋକ ରହିପାରିବା ସମ୍ଭବପର ନ ହୁଏ ତେବେ ଉଭୟ ସଂକ୍ରମିତ ଏବଂ ପରିବାର ସଦସ୍ୟଙ୍କ ମନୋବଳ…

୨୦୧ଟି ସିଏନଜି ଷ୍ଟେସନର ଲୋକାର୍ପଣ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟର ପରିବେଶ ସୁରକ୍ଷା ତଥା ସମସ୍ତଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପହଁଚାଇବାର ପ୍ରତିବଦ୍ଧତା ଦିଗରେ ଆଗାମୀ ଦିନରେ ସମଗ୍ର ଭାରତବର୍ଷରେ ୧୦ ହଜାର ସିଏନଜି ଷ୍ଟେସନ ଏବଂ ୫ କୋଟି ଘରକୁ ପାଇପ ଯୋଗେ ପ୍ରାକୃତିକ…

ଟିକା ନେଇ କେନ୍ଦ୍ରର ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ମାଗଣା ଟିକା ନେଇ ନୂଆ ଘୋଷଣା କରିଥିବାବେଳେ ଆଜି ଏନେଇ ଗାଇଡଲାଇନ ଜାରି ହୋଇଛି। ଗାଇଡଲାଇନ ମୁତାବକ, ରାଜ୍ୟର ଜନସଂଖ୍ୟା, କରୋନା ସଂକ୍ରମଣର ବିସ୍ତାର ଏବଂ ଟିକାକରଣ କେତେ ହୋଇଛି ତାହାକୁ ନଜରରେ ରଖି ରାଜ୍ୟମାନଙ୍କୁ ଟିକା ଦିଆଯିବ। ଏହା ବ୍ୟତୀତ ଏହା ମଧ୍ୟ…

ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୭…

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୭ ବର୍ଷ ଜେଲ। ଦକ୍ଷୀଣ ଅଫ୍ରିକା ଡର୍ବାନର ଏକ ଅଦାଲତ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୬୦ ଲକ୍ଷ ରେଣ୍ଡ (ସାଉଥ୍ ଅଫ୍ରିକାର ମୁଦ୍ରା) ହେରଫେର ମାମଲା ଓ କିଛି ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତକାଲି…

ଦେଶୀ ଟିକା ଡେଲ୍ଟା ଭାଇରସର ମୁକାବିଲା…

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍‌। ଡେଲ୍ଟା ଭାଇରସର ମୁକାବିଲା କରିବାରେ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଟିକା ସଫଳ ହୋଇଛି ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି। ଟିକାକରଣକୁ ବ୍ୟାପକୁ କରାଯାଉଛି। ଯାହାଫଳରେ ଲୋକେ ଟିକା ନେଲା ପରେ ସିଭିୟରିଟି କମିବାରେ ଲାଗିଛି। ଶ୍ରୀ…

ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ବର୍ତ୍ତମାନ ଟେଷ୍ଟିଂ ବଢ଼ାଯାଇଥିବା ବେଳେ ପିଜିଟିଭଟି ରେଟ୍‌ କମିବାରେ ଲାଗିଛି। ଯାହା ଏକ ଆଶ୍ବସ୍ତିକର ଖବର ଆଗାମୀ ୭ ରୁ ୮ ଦିନ ଭିତରେ ରାଜ୍ୟରେ ଭଲ ସ୍ଥିତିରେ କରୋନା ସଂକ୍ରମଣ ପହଁଞ୍ଚିବ ବୋଲି ଆଶା କରିଛୁ ବୋଲି…

ଉଠା ଦୋକାନୀଙ୍କ ପାଇଁ ୨୬ କୋଟିର ପ୍ୟାକେଜ…

ଭୁବନେଶ୍ବର: କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି। ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ। ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକ୍ଡାଉନ ଯୋଗୁ ସହରାଞ୍ଚଳର ଉଠାଦୋକାନୀ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ସ୍ବାମୀ ଆସିବେ ବୋଲି ଦୁଆର ଖୋଲି ଶୋଇଥିଲେ…

ନୋଏଡା: ନୋଏଡାର ଗୌତୁମ ବୁଦ୍ଧ ନଗରର ଭଙ୍ଗଲ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ସ୍ବାମୀଙ୍କ ପାଇଁ କବାଟ ଖୋଲି ଶୋଇଥିଲେ ମହିଳା। ହେଲେ ପଡ଼ୋଶୀଙ୍କ ଦ୍ବାରା ଧର୍ଷଣର ଶିକାର ହୋଇଛନ୍ତି ମହିଳା। ନୋଏଡା ଫେଜ-୨ ଅଞ୍ଚଳରୁ ସମସ୍ତଙ୍କୁ ଚକିତ କଲା ଭଳି ଆସିଛି ଏଭଳି ଧର୍ଷଣ ମାମଲା। ମିଳିଥିବା ସୂଚନା ମୁତାବିକ,…

ଭୋଇ ସେବକଙ୍କ ସଙ୍ଗେ ଖାଇଲେ ଜିଲ୍ଲାପାଳ

ପୁରୀ: ପାଖେଇ ଆସୁଛି ଶ୍ରୀଜିଉଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଯାହାରି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରଥଖଳା। କରୋନା କାଳ ମଧ୍ୟରେ ସମସ୍ତ କଟକଣା ମାନି ରଥକାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ବିଶ୍ୱକର୍ମା, କରତୀ, ଓଝା ସେବକ ତଥା ଭୋଇ ସେବକ। ଏସବୁ ମଧ୍ୟରେ ହଠାତ୍‌ ଚର୍ଚ୍ଚାରେ ପୁରୀ ଜିଲ୍ଲାପାଳ। କାରଣ…

ଆସୁଛି ଆଉ ଏକ ଲଘୁଚାପ, ୧୦ ସୁଦ୍ଧା ଓଡ଼ିଶା…

ଭୁବନେଶ୍ବର: ଘଡ଼ଘଡ଼ି ସହ ବର୍ଷା ପବନ ହେଲା। ଅଧଘଣ୍ଟାରେ ୩୦ ମିଲିମିଟର ବର୍ଷା ହେଲା ରାଜଧାନୀରେ। କେବଳ ରାଜଧାନୀ ନୁହେଁ ସୋମବାର ସନ୍ଧ୍ୟା ସୁଦ୍ଧା କଟକ, ସମ୍ବଲପୁର ଆଦି ସ୍ଥାନରେ ବର୍ଷା ସହିତ ପବନ ମଧ୍ୟ ହୋଇଛି। ରାତିରେ ରାଜ୍ୟରେ ଅନ୍ୟକିଛି ସ୍ଥାନରେ ମଧ୍ୟ ବର୍ଷା ହୋଇଛି। ଏହା ହେଉଛି ପ୍ରାକ୍‌ ମୌସୁମୀ…