Odisha Link
Bridging the Missing Links in Odisha
Daily Archives

July 6, 2021

ଆଇସକ୍ରିମ୍‌ କାଠିରେ ନନ୍ଦିଘୋଷ ରଥ

ପୁରୀ: ପାଖେଇ ଆସୁଛି ଘୋଷଯାତ୍ରା। ଏଥିପାଇଁ ଚଳଚଞ୍ଚଳ ପୁରୀ। ବିଶ୍ବ ନୟନ୍ତା ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ମିଶି ଆସିବେ ବଡ଼ ଦାଣ୍ଡକୁ। ମହାବାହୁଙ୍କ ଏହି ଯାତକୁ ଦେଖିବା ପାଇଁ ଅନେଇ ବସିଛନ୍ତି କୋଟି କୋଟି ଶ୍ରଦ୍ଧାଳୁ। ରଥଯାତ୍ରା ପୂର୍ବରୁ ପୁରୀ ବାସିନ୍ଦା ସୁସ୍ମିତା ମହାରଣା ଆଇସିକ୍ରିମ୍‌…

ଅପେକ୍ଷାର ଅନ୍ତ, ଜୁଲାଇ ୨୦ରୁ JEE ମେନ୍‌…

ନୂଆଦିଲ୍ଲୀ: ଜେଇ ମେନ୍‌ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ସନ୍ଧ୍ୟାରେ JEE ମେନ୍‌ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। JEE ମେନ୍‌ର ତୃତୀୟ ପର୍ଯ୍ୟୟ ପରୀକ୍ଷା ଜୁଲାଇ ୨୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବ। ସେହିପରି ମେ ମାସରେ ହେବାକୁ ଥିବା ଚତୁର୍ଥ…

ଦୁଇଟି ପୁସ୍ତକ ଉନ୍ମୋଚନ କଲେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇଟି ପୁସ୍ତକ ‘ ଆଜିର ଦିନଟି ମୋର’ ଏବଂ ‘ ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି। ପ୍ରଥମ ପୁସ୍ତକ ‘ଆଜିର ଦିନଟି ମୋର’ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ଵାରା ରଚିତ। ଏଥିରେ…

ବୁଧବାର ସନ୍ଧ୍ୟାରେ ଟିମ୍‌ ମୋଦୀର…

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ହେବ କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯାହାପାରେ ରାଜନୈତିକ ଉଷ୍ମତା ବଢ଼ି ଯାଇଛି। ପିଏମ୍‌ ମୋଦୀ କାହାକୁ ଇନ୍‌ ଆଉ କାହାକୁ ଆଉଟ୍‌ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର…

ଚଳିତବର୍ଷ ରଥଯାତ୍ରାରେ ଛେରାପହଁରା କରିବେ…

ପୁରୀ: ଚଳିତ ବର୍ଷ ରଥାଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏନେଇ ସେ ଆଜି ସୂଚନା ଦେଇଛନ୍ତି । ସ୍ନାନ ଯାତ୍ରାକୁ ନଯାଇ ରଥ ପାଇଁ ନିଷ୍ପତ୍ତି ନେଇଛୁ କହିଲେ ଗଜପତି । ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଆମେ ଯିବୁ କହିଲେ ଗଜପତି। ଏଥିସହିତ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ…

ଭୁବନେଶ୍ବର AIIMSରେ ହେବ ଅଗ୍ନିଶମ…

ଭୁବନେଶ୍ବର: ଭୁବନେଶ୍ବର AIIMSରେ ହେବ ଅଗ୍ନିଶମ ସେବା କେନ୍ଦ୍ର। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏହି କେନ୍ଦ୍ରରେ ଜଣେ ଷ୍ଟେସନ ଅଫିସରଙ୍କ ସମେତ ୧୦ ଜଣ କର୍ମଚାରୀ ରହିବେ। ଏଥିପାଇଁ ୧୦ଟି ନୂଆ ପଦବୀ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। AIIMS ପରି ଏକ…

ସୁସ୍ଥ ହେଲେ ଶ୍ରୀଜିଉ, ରାଜାଙ୍କୁ ସନ୍ଦେଶ…

ପୁରୀ: ସୁସ୍ଥ ହେଲେ ଶ୍ରୀଜିଉ। ଅଣସର ଉପଚାର ପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ଦ୍ବାଦଶ ତିଥିରେ ରାଜ ପ୍ରସାଦରରେ ପହଁଞ୍ଚିଛି ମହାପ୍ରଭୁଙ୍କ ସୁସ୍ଥତାର ଖବର। ରାଜନଅରକୁ ରାଜପ୍ରସାଦ ବିଜେ ହେବା ସହିତ ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦଇତାପତି ଦେଇଛନ୍ତି। ବିଧି ମୁତାବକ…

କେନ୍ଦ୍ରକୁ ୧୫ ଲକ୍ଷ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ବର: ସୋମବାର ଦିନ ଟିକାକରଣରେ ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା। ସୋମବାର ସମୁଦାୟ ୧୭୩୫ଟି କେନ୍ଦ୍ରରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକାକରଣରେ ସାମିଲ କରାଯାଇଛି। ଏସବୁ ମଧ୍ୟରେ ଟିକା ପାଇଁ ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର। ମଙ୍ଗଳବାର ଦିନ…

ପ୍ରିୟଙ୍କା ହତ୍ୟା ମାମଲା: ପ୍ରେମ…

ଭୁବନେଶ୍ବର: ଭୁବନେଶ୍ବର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ହତ୍ୟା ଘଟଣା ପଛରେ ରହିଛି ପ୍ରେମ ସଂପର୍କ। ଏନେଇ ଖୁଲାସା କରିଛନ୍ତି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା’ ସାବିତ୍ରୀ ପ୍ରଧାନ। ସେ କହିଛନ୍ତି ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ସହ ଜଗନ୍ନାଥର ପ୍ରେମ ସମ୍ପର୍କ ଥିଲା। ବିବାହ…

କୋଭିଡ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ…

ଜଗତସିଂହପୁର: ଜଗତସିଂହପୁର ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। କୋଭିଡ ପରିଚାଳନା କାମ କିପରି ଚାଲିଛି ତାର ସମୀକ୍ଷା କରିଛି କେନ୍ଦ୍ରୀୟ ଟିମ୍। କେନ୍ଦ୍ରୀୟ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଟିକାକରଣ କେନ୍ଦ୍ର, ଆଇସୋଲେସନ…