Odisha Link
Bridging the Missing Links in Odisha
Daily Archives

July 6, 2021

କରୋନା ମୃତକଙ୍କ ପରିଜନଙ୍କୁ ମିଳିବ…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଆଜି ଏକ ବଡ ଘୋଷଣା କରିଛନ୍ତି। କରୋନା ମୃତକଙ୍କ ପରିଜନଙ୍କୁ ୫୦ ହଜାରର ସହାୟତା ରାଶି ପ୍ରଦାନ କରିବେ ଦିଲ୍ଲୀ ସରକାର। ଆର୍ଥିକ ସହାୟତା ଘୋଷଣା କରି କେଜରିଓ୍ୱାଲ କହିଛନ୍ତି, ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ଘରକୁ ସରକାରଙ୍କ…

ରାଜଧାନୀରେ ରାତି ୩ଟା ଯାଏଁ ମିଳିବ ମଦ

ନୂଆଦିଲ୍ଲୀ: ରାଜଧାନୀରେ ରାତି ୩ଟା ଯାଏଁ ମିଳିବ ମଦ। ମଦ ମାଫିଆଙ୍କୁ ରୋକିବା ସହ ରାଜସ୍ୱ ବୃଦ୍ଧି ନେଇ ଦିଲ୍ଲୀ ସରକାର ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି। ନୂଆ ନୀତିରେ ରାତି ୩ଟା ଯାଏ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ଥିବା ବାର ଗୁଡ଼ିକ ରାତି ୩ଟା ଯାଏଁ ଖୋଲା ରହିବ। ଏଗୁଡ଼ିକରେ ଲୋକଙ୍କୁ ମଦ ସେବା…

ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର

ଭୁବନେଶ୍ୱର: ରାଜ୍ୟର ଉଭୟ ଘରୋଇ ଓ ସରକାରୀ କୋଭିଡ଼ କେୟାର ସେଣ୍ଟର ବନ୍ଦ ହେବ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। କୋଭିଡ଼ ଟେକ୍ନିକାଲ କମିଟି ସୁପାରିସ ଆଧାରରେ ଏହି ନିଷ୍ପତ୍ତି ହୋଇଛି। ରାଜ୍ୟରେ ଏବେ କରୋନା ସଂକ୍ରମଣ…

୮ ରାଜ୍ୟରେ ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ୮ ରାଜ୍ୟରେ ନୂଆ ରାଜ୍ୟପାଳ। ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। କର୍ଣ୍ଣାଟକ ରାଜ୍ୟପାଳ ହେଲେ ଥାୱରଚନ୍ଦ ଗେହଲଟ। ମିଜୋରାମ ରାଜ୍ୟପାଳ ହେଲେ ହରିବାବୁ କମ୍ଭଂପତି, ମଂଗୁଭାଇ ଛଗନଭାଇ ପଟେଲ ହେଲେ ମଧ୍ୟପ୍ରଦେଶ ରାଜ୍ୟପାଳ, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ହେଲେ…

ପୁରୀ ଛଡା ଅନ୍ୟ କେଉଁଠି ହେବନି…

ପୁରୀ: ପୁରୀ ଛଡା ଅନ୍ୟ କେଉଁଠି ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ। ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଜି ଏହାର ଶୁଣାଣି କରିଛନ୍ତି। CJI ଏନ୍.ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଦେଇଛନ୍ତି।…

ବିବାହ ବନ୍ଧନରେ ବାନ୍ଧି ହେବେ ଦିଶା ଓ…

ମୁୁମ୍ବାଇ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟିଭି ଅଭିନେତ୍ରୀ ଦିଶା ପରମାର ଓ ବଲିଉଡ ସିଙ୍ଗର ରାହୁଲ ବୈଦ୍ୟ। ଦିଶା ଓ ରାହୁଲ ଦୁହେଁ ଅଫିସିଆଲି ଭାବେ ନିଜ ବିବାହର ତାରିଖ ଘୋଷଣା କରିଛନ୍ତି। ଏନେଇ ସୋଶାଲ ମିଡିଆରେ ଉଭୟ ୱେଡିଂ କାର୍ଡ ସେଆର କରିଛନ୍ତି। ଆସନ୍ତା ଜୁଲାଇ ୧୬ ତାରିଖରେ…

ଏଣିକି ୱେବ୍‌ ପୋର୍ଟାଲରେ ପାଠ ପଢ଼ିବେ +୩…

ଭୁବନେଶ୍ୱର: କରୋନା ମହାମାରୀ କାରଣରୁ ସ୍କୁଲ କଲେଜ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ଅସୁବିଧା ନହେବା ପାଇଁ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ…

ନୟାଗଡ଼: ପରୀ ମାମଲାରେ ସଅଳ, ଏମାନଙ୍କ…

ନୟାଗଡ଼: ଚଳିତ ବର୍ଷ ଜିଲ୍ଲାରେ ସବୁଠୁ ଚର୍ଚିତ ଅପରାଧ ଭାବେ ପରିଚିତ କୁନିଝିଅ ପରୀ ହତ୍ୟାକାଣ୍ଡକୁ ନେଇ ନୟାଗଡ଼ରୁ ନୂଆଦିଲ୍ଲୀ ଯାଏଁ ଚହଳ ପଡ଼ିଥିଲା। ସରକାର ଏ ନେଇ ସ୍ବତନ୍ତ୍ର ତଦନ୍ତ ଦଳ (SIT) ଗଠନ କରି ମାମଲାର ତ୍ବରିତ ସମାଧାନ କରିଥିଲେ। ମାତ୍ର ଦୁଇ ସପ୍ତାହ ମଧ୍ୟରେ ହତ୍ୟାକାଣ୍ଡର ପଛର କାରଣ ଖୋଜିବା…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ମାଡ଼…

ବଲାଙ୍ଗୀର: ଆଧୁନିକ ବିଜ୍ଞାନ ଯୁଗରେ ଆଜି ଅନ୍ଧବିଶ୍ୱାସ ସମ୍ପୂର୍ଣ୍ଣ ଦୂର ହୋଇପାରିନାହିଁ। ଆଜି ମଧ୍ୟ କିଛି ଲୋକେ ଏହାକୁ ବିଶ୍ବାସ କରୁଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ପରୁଆଭାଡ଼ି ଗାଁରେ। ଗୁଣିଗାରେଡ଼ି କରି ଗାଁଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ…

ସ୍ୱାମୀକୁ ଦେଲା ଛାଡ଼ପତ୍ର, ଶ୍ୱଶୁରଙ୍କୁ…

ଲକ୍ଷ୍ନୌ: ସ୍ୱାମୀକୁ ଛାଡ଼ପତ୍ର ଦେଇ ଶ୍ୱଶୁରଙ୍କୁ ବାହା ହେଲା ବୋହୂ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ଘଟିଛି ଉତ୍ତର ପ୍ରଦେଶର ବଦାୟୁଁରେ। ସ୍ତ୍ରୀ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଶ୍ୱଶୁରଙ୍କୁ ବାହା ହୋଇଇଛି। ଏନେଇ ପୂର୍ବ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ।…