Odisha Link
Bridging the Missing Links in Odisha
Daily Archives

July 22, 2021

BJD: ଦଶପଲ୍ଲା ଓ ଖଣ୍ଡପଡ଼ାରେ ବଢ଼ୁଛି,…

ନୟାଗଡ଼: ନିରବଛିନ୍ନ ଭାବେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅରୁଣ କୁମାର ସାହୁ ୪ ଥର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସଙ୍ଗଠନ ଓ ଦଳର ଭୋଟବ୍ୟାଙ୍କ୍‌କୁ ଏହା ସିଧାସଳଖ ପ୍ରଭାବିତ କରୁଛି। ସଂଗଠନ ଭିତରେ ନେତୃତ୍ବ ପ୍ରତି ଆସ୍ଥା କମୁଥିବା ବେଳେ ଦଳର ଭୋଟ ଭାଗ ମଧ୍ୟ ବେଳକୁ ବେଳ କମିଆସୁଛି। ପଡ଼ୋଶୀ…

୫ ପଇସାରେ ବିରିୟାନୀ ଅଫର, ଲୋକଙ୍କ ଭିଡ଼…

ଚେନ୍ନାଇ: ୫ ପଇସାରେ ବିରିୟାନୀ। ଷ୍ଟଲ୍ ମାଲିକ ଏଭଳି ବଡ଼ ଘୋଷଣା ପରେ ଦୋକାନ ଆଗରେ ଲାଗିଲା ପ୍ରବଳ ଭିଡ଼। ମାଲିକଙ୍କ ଚାଲ୍ ପୂରା ଓଲଟା ପଡିଗଲା। ଷ୍ଟଲ ବାହାରେ ଶହ ଶହ ଲୋକଙ୍କ ଭିଡ ହାତରେ ଥିଲା ୫ ପଇସା କଏନ୍‌ ଦେଖି ହଟହଟା ହେଲେ ଷ୍ଟଲ ମାଲିକ। ସୂଚନା ମୁତାବକ, ତାମିଲନାଡୁ ଚେନ୍ନାଇରେ ଜଣେ ବ୍ୟକ୍ତି ନୂଆ…

ମୁଖ୍ୟମନ୍ତ୍ରୀ ପଦରୁ ୟେଦୁୟେରପ୍ପାଙ୍କ…

କର୍ଣ୍ଣାଟକ: କର୍ଣ୍ଣାଟକରେ ପୁଣି ରାଜନୈତିକ ଅସନ୍ତୋଷ ଦେଖାଦେଇଛି। କର୍ଣ୍ଣାଟକ ବିଜେପିର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁୟେରପ୍ପା ପଦରୁ ଇସ୍ତଫା ଦେବା ନେଇ ସଂକେତ ଦେଇଛନ୍ତି। ସେ କହିଛନ୍ତି କି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୁଲାଇ ୨୫…

ଅଶ୍ୱିନୀ ବୈଷ୍ଣବଙ୍କ ବିବୃତି ଚିରିଦେଲେ…

ନୂଆଦିଲ୍ଲୀ: ଅଶ୍ୱିନୀ ବୈଷ୍ଣବଙ୍କ ପେଗାସସ୍‌ ବିବୃତି ଚିରିଦେଲେ ଟିଏମସି ସାଂସଦ। ଆଜି ରାଜ୍ୟସଭାରେ ଏକ ଅଣ ସାମ୍ବିଧାନିକ ଘଟଣା ଘଟିଛି। ରାଜ୍ୟସଭାରେ ପେଗାସସ୍‌ ବିବାଦକୁ ନେଇ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତି ରଖିବାର ଥିଲା। ସେ ବିରୋଧୀଙ୍କ ନାରାବାଜୀ ଭିତରେ ପେଗାସସ୍‌କୁ ନେଇ ସରକାର ପ୍ରସ୍ତୁତ…

ବନ୍ୟା ବିଭୀଷିକା: ଭାସିଲା ଶହଶହ କାର, ୨୫…

ହେନାନ୍‌: ଅଚାନକ ପ୍ରବଳ ବର୍ଷା ଯୋଗୁ ଚାଇନାର ହେନାନ୍‌ ପ୍ରଦେଶର ଜେଙ୍ଗଝାଉରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ବିଭୀଷିକା ଭାସିଲା ଶହଶହ କାର। ଜେଙ୍ଗଝାଉ ଗୋଟିଏ ସହରାଞ୍ଚଳ ହୋଇଥିବା ବେଳେ ବନ୍ୟା ଯୋଗୁ ଶହଶହ କାର୍‌ ରାସ୍ତାରେ ଭାସୁଥିବାର ଦେକିବାକୁ ମିଳିଛି। ବନ୍ୟା ଯୋଗୁ ସହରରେ ରହୁଥିବା…

ଭାରତକୁ ଆସିଲା ଆଉ ୩ ଟି ରାଫେଲ

ନୂଆଦିଲ୍ଲୀ: ଭାରତକୁ ଆସିଲା ଆଉ ୩ ଟି ରାଫେଲ। ବୁଧବାର ରାତି ୩ଟାରେ ଭାରତରେ ପହଞ୍ଚିଛି ୩ଟି ରାଫେଲ ଯୁଦ୍ଧ ବିମାନ। ଏହାକୁ ମିଶାଇ ଭାରତରେ ୨୪ ଟି ରାଫେଲ ବିମାନ ରହିଛି। ଏବେ ଆସିଥିବା ୩ଟି ରାଫେଲ ବିମାନକୁ ପଶ୍ଚିମବଙ୍ଗର ହାସୀମାରା ଏୟାରବେସଠାରେ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି। ଗତକାଲି ରାତିରେ…

ସ୍କୁଲ ଖୋଲିବାରେ ବାଧକ ହେବନି ଟିକାକରଣ

ଭୁବନେଶ୍ୱର: ଟିକା ନେଇଥିବା ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସିବା ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଖୋଲିବାରେ ବାଧକ ହେବନି ଟିକାକରଣ। ସେ କହିଛନ୍ତି ଯେ, ପ୍ରାୟ ସବୁ ଶିକ୍ଷକ ଓ କର୍ମଚାରୀ ଟିକା ନେଇସାରିଛନ୍ତି। ଯେଉଁମାନେ ନେଇନାହାନ୍ତି, ସେମାନଙ୍କୁ ଅଗ୍ରାଧିକାର…

ପତ୍ନୀ ବିଦ୍ୟାଭାରତୀଙ୍କ ବଲାଙ୍ଗିର…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ସପ୍ତାହେରୁ ଅଧିକ ସମୟ ବିତିଯାଇଛି। ହେଲେ ବର୍ତ୍ତମାନ ମୃତ୍ୟୁ ଉପରୁ ପରଦା ହଟିପାରୁନି। ଘଟଣାରେ ପୁଲିସ ତଦନ୍ତ କରୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହଯୋଗ କରୁଛି। ଆଜି ପୁଲିସ ଓ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ସରକାରୀ ବାସଭବନ ଯାଞ୍ଚ…

ସାମ୍ବାଦିକଙ୍କୁ ଚାପୁଡ଼ା ମରିବା ଘଟଣା: ୫…

କେନ୍ଦ୍ରାପଡା: ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳ ମାଡ଼ ମାରିବା ଘଟଣା।ଏହାର ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ବିଧାୟକଙ୍କୁ ଘେରିଛନ୍ତି ସାମ୍ବାଦିକ ସଂଘ। ଗତକାଲି ମହିଳା କନେଷ୍ଟବଳ ଜଣକ ମାସ୍କ ନପିନ୍ଧି କାର୍ଯ୍ୟ କରୁଥିବା ଫଟୋ ଭାଇରାଲକୁ ନେଇ ମହିଳା କନେଷ୍ଟବଳ ଜଣକ…

ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା…

ରାଞ୍ଚି: ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ। ଏହା କୌଣସି ସିନେମା କାହାଣୀ ନୁହେଁ। ଏଭଳି ଘଟଣା ରାଞ୍ଚିରେ ଦେଖିବାକୁ ମିଳିଛି। ବିବାହର ମାତ୍ର ୧୭ ଦିନ ପରେ ସ୍ୱାମୀ, ପରିବାର ଛାଡ଼ି ସ୍ତ୍ରୀ ପ୍ରେମିକ ପାଖକୁ ପଳାଇ ଯାଇଛି। ରାଞ୍ଚିର ସୁଖଦେବନଗରରେ ରହୁଥିବା ଜଣେ ଯୁବତୀ ଚିପ୍ରା ନିବାସୀ…