Odisha Link
Bridging the Missing Links in Odisha
Daily Archives

December 11, 2021

୩ୟ ଓଡ଼ିଶା ଶିକ୍ଷା ସମ୍ମାନ, ୧୦…

ଭୁବନେଶ୍ବର: ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ଶିକ୍ଷା ସମ୍ମାନ ୨୦୨୧ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସି ପରିସରରେ ଆଜି ସଂଧ୍ୟାରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏ ଅବସରରେ…

କଶ୍ମୀର ପଣ୍ଡିତଙ୍କୁ କାହିଁକି କ୍ଷମା…

ଶ୍ରୀନଗର: ଭୁଲ୍‌ ମାଗିଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। କଶ୍ମୀର ପଣ୍ଡିତମାନଙ୍କୁ କ୍ଷମା ମାଗିଛନ୍ତି ଫାରୁକ ଅବଦୁଲ୍ଲା। ୯୦ ଦଶକରେ କଶ୍ମୀର ପଣ୍ଡିତମାନଙ୍କୁ ହତ୍ୟା କରାଯାଉଥିବା ବେଳେ ସେମାନଙ୍କୁ ସୁରକ୍ଷା ଦିଆଯାଇ ପାରି ନଥିବାରୁ ସେ ଆଜି କ୍ଷମା ମାଗିଛନ୍ତି। ନ୍ୟାଶନାଲ…

ତାଣ୍ଡବ ରଚିଲା ଭୟଙ୍କର ଘୂର୍ଣ୍ଣିଝଡ଼,…

ଓ୍ବାଶିଂଟନ୍‌: ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼। କେଣ୍ଟକି ମେଫିଲ୍ଡ ସମେତ ଅନେକ ଅଞ୍ଚଳରେ ହୋଇଛି ଝଡ। ଯାହାଫଳରେ ଅନେକ କ୍ଷୟକ୍ଷତି ହୋଇଛି। ସବୁଠୁ ବଡ଼ କଥା ହେଲା ଏହି ଘୂର୍ଣ୍ଣିଝଡ଼ରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। କେଣ୍ଟକି ଗଭର୍ନର ଏଣ୍ଡି ବେଶିୟର ଏମର୍ଜେନ୍ସି ଘୋଷଣା କରି…

ଜନ୍ମମାଟିରେ ଜଳିଲା ବୀର ଯବାନଙ୍କ ଜୁଈ

ଭୁବନେଶ୍ବର: ଶହୀଦ ଯବାନ ରାଣାପ୍ରତାପ ଦାସଙ୍କୁ ଝୁରୁଝି ଓଡ଼ିଶା। ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ଯବାନ ରାଣାପ୍ରତାପଙ୍କୁ ଜନ୍ମ ମାଟି କୃଷ୍ଣଚନ୍ଦ୍ରପୁର ଗାଁରେ ଦିଆଯାଇଛି ଶେଷ ସଲାମ୍। ଯେଉଁ ମାଟିରେ ଜନ୍ମ ହୋଇଥିଲେ ସେ ମାଟିରେ ହିଁ ଜଳିଲା ଜୁଈ। ଆଉ ଆତ୍ମୀୟ ପରିଜନ ଦେଇଛନ୍ତି ଶେଷ ବିଦାୟ।…

ଏୟାର ଲିଫ୍ଟ ହେଲେ ବଦ୍ରି ପାତ୍ର

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର। ଯାହାଫଳରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଲିଫ୍ଟ କରାଯାଇଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରରୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ଏୟାର ଲିଫ୍ଟ କରାଯାଇଛି। ଏନେଇ…

ଜେନେରାଲ ରାୱତଙ୍କ ପ୍ରତି ଅଶାଳୀନ…

ନୂଆଦିଲ୍ଲୀ: ଇଚ୍ଛା ରାଜନୀତି କରିବା। ପୂର୍ବରୁ ଉପସରପଞ୍ଚ ଭାବେ କାର୍ଯ୍ୟ ତୁଲାଇ ସାରିଥିବା ଜଣେ ବ୍ୟକ୍ତି ସରପଞ୍ଚ ହେବା ଆଶାରେ ସିଡିଏସ୍‌ ଜେନେରାଲ୍‌ ବିପିନ୍‌ ରାଓ୍ବତଙ୍କ ପ୍ରତି ଦେଇଥିଲେ ଅସମ୍ମାନଜନକ ମନ୍ତବ୍ୟ। ଏଭଳି ମନ୍ତବ୍ୟ ଦେଇ ଚର୍ଚ୍ଚା ରହିବା ନେଇ କରିଥିଲେ ଆଶା। ହେଲେ ଏବେ ବନ୍ଧା ହେଲେ।…

ପୁରୀ ଶ୍ରୀମନ୍ଦିରରେ ନାବାଳକକୁ ଯୌନ…

ପୁରୀ: ଶ୍ରୀମନ୍ଦିରରେ ଯୌନ ନିର୍ଯାତନା ଅଭିଯୋଗରେ ପୁଲିସର କାର୍ଯ୍ୟାନୁଷ୍ଠାନ। ମନ୍ଦିରରେ ଜଣେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ସିଂହଦ୍ବାର ଥାନା ପୁଲିସ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଲକ୍ଷ୍ମୀଧର ଖୁଣ୍ଟିଆଙ୍କୁ ଗିରଫ କରିଛି ପୁଲିସ। ପୁଲିସ ସୂଚନା ଦେଇ କହିଛି ଯେ,…

ଆସୁଛି ଶହୀଦ ବୀରଙ୍କ ପାର୍ଥିବ ଶରୀର

ଭୁବନେଶ୍ବର: ଆସୁଛି ବୀରଙ୍କ ପାର୍ଥିବ ଶରୀର। ଭୋ ଭୋ ହୋଇ କାନ୍ଦୁଛି ଜନ୍ମମାଟି।ଆଜି ଜନ୍ମମାଟିରେ ପହଁଁଞ୍ଚିବ ଶହୀଦ ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ପ୍ରାର୍ଥିବ ଶରୀର। ମିଳିଥିବା ସୂଚନା ମୁତାବିକ, ଆଜି ଦିନ ୧୧ଟା ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସିବ ପହଁଞ୍ଚିବ ପାର୍ଥିବ ଶରୀର। ଖବର…

ଡିବିରି ନିଆଁ ନେଲା ଜୀବନ, ଜଳିଗଲେ…

କେନ୍ଦୁଝର: ଖାଇପିଇ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ବିଛଣାରେ ଲାଗିଗଲା ନିଆଁ। ଯାହାଫଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାକୁଣ୍ଡାପାଳ ପଞ୍ଚାୟତ ଜଡି ଚାତର ଗ୍ରାମରେ। ଖବର ଅନୁଯାୟୀ, ଜଡିଚାତର ଗ୍ରାମର ଲାଲମୋହନ ମହାନ୍ତ (…

ଆଜି ସଂଧ୍ୟାରେ ଓଡ଼ିଶା ଶିକ୍ଷା ସମ୍ମାନ…

ଭୁବନେଶ୍ବର: ଆଜି (ଶନିବାର‍) ସଂଧ୍ୟାରେ ଅନୁଷ୍ଠିତ ହେବ ବହୁ ପ୍ରତୀକ୍ଷିତ ଓଡ଼ିଶା ଶିକ୍ଷା ସମ୍ମାନ ୨୦୨୧ ସମାରୋହ। ଆଜି ସଂଧ୍ୟା ୬ଟା ୩୦ରେ ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସି ପରିସରରେ ଅନୁଷ୍ଠିତ ହେବ ସମ୍ମାନ ସମାରୋହ । ଅଗ୍ରଣୀ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ…