Odisha Link
Bridging the Missing Links in Odisha
Daily Archives

March 30, 2023

ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନର…

ଓଏଲ୍‌ ବ୍ୟୁରୋ: ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନର ଶୁଭାରମ୍ଭ ହୋଇଯାଇଛି। କଟକ ଷ୍ଟେସନରେ ଟ୍ରେନ ଚଳାଚଳ ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି କାର୍ଯ୍ୟକ୍ରମରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାରବାଟୀ ବିଧାୟକ ଓ ଧାମନଗର ବିଧାୟକ ଉପସ୍ଥିତ ଥିଲେ। ତେବେ ଏହି ରେଳ ଷ୍ଟେସନ…

ନିଜର ରାଜନୈତିକ ଏଜେଣ୍ଡା ପାଇଁ ଓଡ଼ିଶାକୁ…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ାର ୧୫ ବର୍ଷୀୟ ନାବାଳକ ଅପହରଣ ଓ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡା ପ୍ରତିକ୍ରିୟା ରଖିଥିଲେ। କେନ୍ଦ୍ରମନ୍ତ୍ରୀ ଟୁଇଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି…

‘ମୋଦି ସାଙ୍ଗିଆ’କୁ ନେଇ…

ଓଏଲ୍‌ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ମୋଦି ସାଙ୍ଗିଆ ମନ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚା। ଆଇପିଏଲ ବା ଇଣ୍ଡିଆନ ପ୍ରିମିୟର ଲିଗର ପୂର୍ବତନ ମୁଖ୍ୟ ଲଳିତ ମୋଦୀ କହିଛନ୍ତି କି ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ଟିପ୍ପଣୀ ବିରୋଧରେ ବ୍ରିଟେନ କୋର୍ଟରେ ମାମଲା ଦାଖଲ କରିବେ। ରାହୁଲ ଗାନ୍ଧୀ ତାଙ୍କ…

୫ ମାସ ତଳେ ନିଖୋଜ ହୋଇଥିବା ଯୁବକଙ୍କ…

ଓଏଲ୍‌ ବ୍ୟୁରୋ : ପରଜଙ୍ଗ ଥାନା ଅନ୍ତର୍ଗତ ଏକ ଗ୍ରାମରେ କିଛି ମାସ ତଳେ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ପରେ ପୁଲିସ ୨ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା…

କ୍ୟାମେରାରେ କଏଦ୍ ହେଲା ନୂଆପଡ଼ାରେ…

ଓଏଲ୍‌ ବ୍ୟୁରୋ : ନୂଆପଡ଼ାରେ ବାଘ ଭୟରେ ଗ୍ରାମବାସୀ। ନୂଆପଡ଼ା କ୍ୟାମେରାରେ କଏଦ୍ ହେଲା ଆତଙ୍କ ସୃଷ୍ଟି କରିଥିବା ବାଘ। ଜଣେ ବୃଦ୍ଧାଙ୍କୁ ବାଘ ମାରିବା ପରେ ଗାଁରେ ୧୩ଟି କ୍ୟାମେରା ଲଗାଯାଇଥିଲା। ମଣିଷଖିଆ କଲରାପତରିଆ ବନବିଭାଗ ଟ୍ରାପ୍ କ୍ୟାମେରାରେ କଏଦ୍ ହୋଇଛି। ଜଳମଡ଼ାଇ ଗାଁରେ ଲଗାଯାଇଥିବା…

ରାଜ୍ୟର ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା…

ଓଏଲ୍‌ ବ୍ୟୁରୋ: ରାଜ୍ୟବାସୀଙ୍କୁ ଭିଜାଇଛି ପଶ୍ଚିମା ଝଡ଼। ଆହୁରି ମଧ୍ୟ ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ଆଶଙ୍କା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଆଉ ୪ ଦିନ କାଳବୈଶାଖୀ ବର୍ଷା ଲାଗି ରହିବ। ଏପ୍ରିଲ୍ ୨ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ…

ନାଗରିକଙ୍କ ସୁରକ୍ଷା ପାଇଁ ଆଇନ ଓ…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ାର ୧୫ ବର୍ଷୀୟ ନାବାଳକ ଅପହରଣ ଓ ହତ୍ୟା ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଡା ପ୍ରତିକ୍ରିୟା। ଟ୍ବିଟ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଇଏ ହିଁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ବାସ୍ତବତା। ନବ ଦାସ ହତ୍ୟାକୁ ୨ ମାସ ନ ପୁରୁଣୁ ନାବାଳକ ସମର୍ଥର ହତ୍ୟା…

ଓଡ଼ିଶାର ସ୍ଥିତି ୟୁପି ଠାରୁ ବି ଖରାପ:…

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଏଥିମଧ୍ୟରେ ପାଖାପାଖି ୨ମାସ ଶେଷ ହୋଇଛି। ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଜେଲରେ ଦିନ କାଟୁଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି। ହେଲେ ହତ୍ୟାର ଏତେ ଦିନ ପରେ ମଧ୍ୟ ହତ୍ୟାକାଣ୍ଡର ମୁଖ୍ୟ କାରଣ ସାମ୍ନାକୁ…

କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା, ୩…

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା। ପୁଣି ଡ଼ରାଇଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଆଜି ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ୪୦ ପ୍ରତିଶତ ବଢ଼ିଗଲାଣି ଦୈନିକ ସଂକ୍ରମଣ। ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩ ହଜାର…

ଆଜି ପବିତ୍ର ଶ୍ରୀରାମ ନବମୀ, ଆଡ଼ମ୍ବରରେ…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଶ୍ରୀରାମ ନବମୀ। ଆଜିର ଦିନରେ ପ୍ରଭୁ ରାମ ଚନ୍ଦ୍ରଙ୍କ ଜନ୍ମତ୍ସୋବ। ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ। ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ। ତେବେ ପ୍ରଭୁଙ୍କ ଜନ୍ମଦିନକୁ ପ୍ରତିବର୍ଷ ପାଳନ କରାଯାଏ। ସମସ୍ତ ପୀଠର…