Odisha Link
Bridging the Missing Links in Odisha
Daily Archives

June 21, 2023

ଟାଇମ୍‌ସ ଅଲ୍‌ ଇଣ୍ଡିଆ ର‍୍ୟାଙ୍କିଙ୍ଗ୍‌:…

ଓଏଲ୍‌ ବ୍ୟୁରୋ: ଟାଇମ୍ସ ଅଲ୍‌ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍‌ସ ର‍୍ୟାଙ୍କିଙ୍ଗ୍‌ ସର୍ଭେ ୨୦୨୩ରେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ତୃତୀୟ…

୧୫ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

ଓଏଲ୍‌ ବ୍ୟୁରୋ: ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ। ଏଥିରେ ମୋଟ ୧୫ଟି ପ୍ରସ୍ତାବ ପାରିତ ହୋଇଛି। ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପାଇଁ ଆଲୋଚନା ହୋଇଛି। କେନ୍ଦ୍ରକୁ ଏ ନେଇ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମୀ। ସମ୍ବଲପୁର ମାନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଇ ଧରାପଡ଼ିଥିବା ଜଣା ପଡିଛି। ଭିଜିଲାନ୍ସ ଜାଲରେ ଧରାପଡ଼ିଥିବା କନିଷ୍ଠ ଯନ୍ତ୍ରୀ ହେଉଛନ୍ତି ପ୍ରଣତି ସାହୁ। ଠିକାଦାରଙ୍କ ବିଲ୍‌ ପାସ୍‌ ପାଇଁ ୧୦ ହଜାର ନେଲା ବେଳେ ଧରାପଡ଼ିଲେ।…

ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର…

ଓଏଲ୍‌ ବ୍ୟୁରୋ: ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର କରି ୩ ଓଡ଼ିଆ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଓଡ଼ିଶା ସିମକାର୍ଡ ପାକିସ୍ତାନରେ ଅପରେଟ ଘଟଣାରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ବିରୁଦ୍ଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି ଜଣା ପଡିଥିଲା। ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ଓଟିପି…

ଆଗୁଆ ନିର୍ବାଚନ ଚର୍ଚ୍ଚାରେ…

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ଯେତେ ପାଖଉଛି ସେତେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଆରମ୍ଭ କରିଛନ୍ତି ଅଙ୍କକଷା। ରାଜ୍ୟରେ ଆଗୁଆ ନିର୍ବାଚନ କଳ୍ପନା ଜଳ୍ପନା କରାଯାଉଥିବାବେଳେ ଏହି ଚର୍ଚ୍ଚାରେ ଏକ…

ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଇଣ୍ଡିଗୋ…

ଓଏଲ୍‌ ବ୍ୟୁରୋ: ଇଣ୍ଡିଗୋ ବିମାନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଇଞ୍ଜିନର ଯାନ୍ତ୍ରିକ ତ୍ରୁଟି କାରଣରୁ ଦିଲ୍ଲୀ-ଡେରାଡୁନ୍ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି। ସୂଚନା ଅନୁସାରେ, ଗତ ଏପ୍ରିଲ ୪ ତାରିଖରେ ୧୩୭ ଜଣ ଯାତ୍ରୀ ନେଇ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ ଜରୁରୀ କାଳୀନ ପରିସ୍ଥିତିରେ…

ଅସହ୍ୟ ତାତିକୁ ନେଇ କେନ୍ଦ୍ର…

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ସାରା ଦେଶବାସୀ। ଅସହ୍ୟ ତାତି ଯେପରି ଲୋକଙ୍କୁ କ୍ଷତି ନ ପହଞ୍ଚାଏ, ସେଥିପାଇଁ ସତର୍କ ରହିବାକୁ ସରକାର ପୂର୍ବରୁ ସଚେତନ କରିଥିଲେ। ତାତି ବଢ଼ୁଥିବାରୁ ଏହାକୁ ନଜରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ…

କେନ୍ଦ୍ରାପଡ଼ାରେ ଅଘଟଣ: ବାସନ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ରାଜନଗର ଥାନା ଚାନ୍ଦିବାଉଁଶମୂଳ ହାତିଆଗଡ଼ି ଗାଁରେ ଅଘଟଣ। କେନାଲରେ ବାସନ ମାଜିବାବେଳେ ଜଣେ ମହିଳାଙ୍କୁ ଟାଣିନେଲା କୁମ୍ଭୀର। ପୂର୍ବରୁ ପହିଲି ରଜରେ ଗାଁରୁ ସହର ଉତ୍ସବ ମୁଖର ଥିବାବେଳେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ବ୍ରାହ୍ମଣୀରେ ନାବାଳକକୁ ଟାଣିନେଇଥିଲା…

ଭୋକରେ ବିଶ୍ଵନିଅନ୍ତା, ରଥ ଉପରେ…

ଓଏଲ୍‌ ବ୍ୟୁରୋ: ଶ୍ରୀକ୍ଷେତ୍ର ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ। ମଙ୍ଗଳ ଆଳତି, ଅବକାଶ ପରେ ବଢିନି ନୀତି। ନୀତିରେ ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ। ଏଯାଏ ହୋଇପାରିନି ଗୋପାଳ ବଲ୍ଲଭ ନୀତି। ଅବକାଶ ନୀତି ସରିଥିଲେ ବି ହୋଇପାରିନି ଗୋପାଳ ବଲ୍ଲଭ। କେଉଁ କାରଣ ପାଇଁ ନୀତି ବିଳମ୍ବ ହେଉଛି, ସ୍ପଷ୍ଟ…

ଯୋଗ କଲେ ମହାମହିମ, ଦୈନନ୍ଦିନ ଜୀବନରେ…

ଓଏଲ୍‌ ବ୍ୟୁରୋ: ଆଜି ସାରା ବିଶ୍ବ ପାଳୁଛି ଯୋଗ ଦିବସ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଷ୍ଟ୍ରପତି ଭାବନରେ ଯୋଗ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମସ୍ତେ ନିଜର ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବାକୁ ଅପିଲ କଲେ ରାଷ୍ଟ୍ରପତି। ଏହା ସହ ପ୍ରାୟ ସବୁ ସ୍ତରର ଲୋକ ଯୋଗ ଦିବସ ପାଳନ କରଥିବା…