Odisha Link
Bridging the Missing Links in Odisha

ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର ମାମଲା: କ୍ରିପ୍‌ଟୋ ଟ୍ରେଡିଂରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଅଭିଯୁକ୍ତ ପ୍ରୀତମ ଓ ସରୋଜର କ୍ରିପ୍‌ଟୋ ଲିଙ୍କ୍‌ର ପ୍ରମାଣ ପାଇଲା ଏସଟିଏଫ

ଓଏଲ୍‌ ବ୍ୟୁରୋ: ପାକିସ୍ତାନୀ ଏଜେଣ୍ଟକୁ ଓଟିପି ସେୟାର କରି ୩ ଓଡ଼ିଆ ଗିରଫ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଓଡ଼ିଶା ସିମକାର୍ଡ ପାକିସ୍ତାନରେ ଅପରେଟ ଘଟଣାରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ବିରୁଦ୍ଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି ଜଣା ପଡିଥିଲା। ପାକିସ୍ତାନୀ ଗୁଇନ୍ଦା ସଂସ୍ଥାକୁ ଓଟିପି ସେୟାରିଂ ସ୍କାମ୍‌ ମାମଲାରେ ଗିରଫ ୨ ଅଭିଯୁକ୍ତଙ୍କ ସଂପର୍କରେ ଏସଟିଏଫକୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ। ଅଭିଯୁକ୍ତ ପ୍ରୀତମ ଓ ସରୋଜର କ୍ରିପ୍‌ଟୋ ଲିଙ୍କ୍‌ର ପ୍ରମାଣ ପାଇଲା ଏସଟିଏଫ। କ୍ରିପ୍‌ଟୋ ଟ୍ରେଡିଂରେ କୋଟିଏ ଟଙ୍କା ନିବେଶ କରିବାର ପ୍ରମାଣ ମିଳିଲା। ଉଭୟଙ୍କର କ୍ରିପ୍‌ଟୋ ଆକାଉଣ୍ଟ ଏସଟିଏଫ ବ୍ଲକ୍‌ କରିଥିବା ସୂଚନା ରହିଛି।

Leave A Reply

Your email address will not be published.