Odisha Link
Bridging the Missing Links in Odisha
Daily Archives

December 12, 2023

ସଫଳ ହେଲା ଉଦ୍ଧାରକାର୍ଯ୍ୟ; ବୋରଓ୍ବେଲରୁ…

ଓଏଲ୍‌ ବ୍ୟୁରେ: ସମ୍ବଲପୁର ରେଙ୍ଗାଲି ରାଲିପାଲିର ବୋରଓ୍ବେଲରେ ଭିତରୁ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ। ୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ନନଷ୍ଟପ ଅପରେସନ। ୨୦ରୁ ୨୫ ଫୁଟ ତଳୁ ଶିଶୁଟି ଉଦ୍ଧାର ହୋଇଛି। ଉଦ୍ଧାର ହେବା ପରେ ନବଜାତ ଶିଶୁଟିକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଶିଶୁଟିର…

ବୋରୱେଲ୍ ଭିତରେ ଫସିଛି କୁନି ଶିଶୁର…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ରାଲିପାଲିରରେ ଅଭାବନୀୟ ଘଟଣା। ବୋରଓ୍ବେଲରେ ଭିତରେ ଫସିଥିବା ଶିଶୁଟିକୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଛି ଅପରେସନ୍। ଉଦ୍ଧାରକାରୀ ଟିମର କହିବା ମୁତାବକ, ଛୁଆର କାନ୍ଦ ଶୁଣାଯାଉଛି। ତା ସହିତ ପିଲାଟି ଯେଭଳି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ ନକରେ…

ଫେବୃଆରୀ ୧୫ରୁ ସିବିଏସ୍‌ଇ ଦଶବ ଓ ଦ୍ବାଦଶ…

ଓଏଲ୍‌ ବ୍ୟୁରୋ: ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ହେଲା ତାରିଖ ଘୋଷଣା। ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ। ଦଶମ ପରୀକ୍ଷା ଫେବୃଆରୀ୧୫ ତାରିଖରୁ ମାର୍ଚ୍ଚ ୧୩ ତାରିଖ ଯାଏଁ ହେବାକୁ ଥିବାବେଳେ, ଯୁକ୍ତ ଦୁଇ ପରୀକ୍ଷା…

ଛତିଶଗଡ଼, ମଧ୍ୟପ୍ରଦେଶ ପରେ ରାଜସ୍ଥାନରେ…

ଓଏଲ୍‌ ବ୍ୟୁରୋ: ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜସ୍ଥାନରେ ରାଜ କରିବାକୁ ଯାଉଛନ୍ତି ଭଜନଲାଲ ଶର୍ମା। ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ଚର୍ଚ୍ଚା ହେଉଥିବାବେଳେ ଆଜି ରାଜସ୍ଥାନ ବିଧାୟକ ଦଳ ବୈଠକ ବସିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ପଷ୍ଟ ହୋଇଯାଇଛି। ବିଜେପି ଛତିଶଗଡ ଏବଂ…

ଭଜନଲାଲ ଶର୍ମା କିଏ? ଯିଏ ସମସ୍ତଙ୍କୁ…

ଓଏଲ୍‌ ବ୍ୟୁରୋ: ଶେଷ ହେଲା କଳ୍ପନାଜଳ୍ପନା। ୯ ଦିନର ରାଜନୈତିକ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ରାଜସ୍ଥାନକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। ବହୁ ଦାବିଦାରଙ୍କୁ ପଛରେ ପକାଇ ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ବୈଠକ ପରେ ଭଜନଲାଲଙ୍କ ନାମ ଘୋଷଣା କରାଯାଇଥିଲା।…

ରାଜସ୍ଥାନରେ ବସୁନ୍ଧରାଙ୍କ…

ଓଏଲ୍‌ ବ୍ୟୁରୋ: ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜସ୍ଥାନରେ ରାଜ କରିବାକୁ ଯାଉଛନ୍ତି ଭଜନଲାଲ ଶର୍ମା। ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ଚର୍ଚ୍ଚା ହେଉଥିବାବେଳେ ଆଜି ରାଜସ୍ଥାନ ବିଧାୟକ ଦଳ ବୈଠକ ବସିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ପଷ୍ଟ ହୋଇଯାଇଛି। ବିଜେପି ଛତିଶଗଡ ଏବଂ…

ବୋର୍‌ୱେଲ ଭିତରେ ପଡ଼ିଲା ଶିଶୁ; ଉଦ୍ଧାର…

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ବୋରୱେଲ୍‌ ଗାତରେ ଗଳିପଡ଼ିଲା ଶିଶୁ। ରେଙ୍ଗାଲି ନିକଟ ଲାରିପାଲିରେ ବୋର୍‌ୱେଲରେ ପଡ଼ିଛି। ପଡ଼ିଥିବା ଶିଶୁଟି ନବଜାତ ହୋଇଥିବା ସନ୍ଦେହ କରାଯାଉଛି। ଶିଶୁଟିକୁ କେହି ଆଣି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା…

ରହସ୍ୟ ଘେରରେ ବିଡ଼ା ବିଡ଼ା ଟଙ୍କା;…

ଓଏଲ୍‌ ବ୍ୟୁରୋ: ଆକ୍ସନ ମୋଡରେ ଆୟକର ବିଭାଗ। ୬ ଦିନ ଲଗାତାର ଆଇଟି ରେଡ୍‌ ଶେଷ ହୋଇଛି। ଟିଟିଲାଗଡ଼ରେ ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍‌ ହୋଇଥିଲା। ଆୟକର ଫାଙ୍କି ଅଭିଯୋଗରେ ଉଭୟଙ୍କ ଘରେ ଆଇଟି ଚଢ଼ାଉ କରିଥିଲା। ୬ ଦିନ ରେଡ୍‌ ପରେ ଏବେ ୨ ମଦଭାଟି ମ୍ୟାନେଜରଙ୍କୁ ଜେରା କରାଯାଇଥିଲା। ଏହା ପରେ…

ବାଲିଯାତ୍ରାରେ ଦୁର୍ନୀତି ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା। ତେବେ ଏହା ପରେ ବାଲିଯାତ୍ରାରେ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏନେଇ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ନିଜସ୍ୱ ପ୍ରତିକ୍ରିୟା ରଖିଛନ୍ତି। ବାଲିଯାତ୍ରାରେ ଦୁର୍ନୀତି ହୋଇନଥିବା ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ…

ହଟିଲା ନିଲମ୍ବନ; ପଦ ଫେରିପାଇଲେ…

ଓଏଲ୍‌ ବ୍ୟୁରୋ: ତେଲେଙ୍ଗାନାରେ କଂଗ୍ରେସର ବିଜୟ ମଧ୍ୟରେ ନିର୍ବାଚନ ଆୟୋଗ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥିଲା। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ତେଲେଙ୍ଗାନା ଡିଜିପି ନିଲମ୍ବିତ ହୋଇଥିଲେ। ବର୍ତ୍ତମାନ ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାରଙ୍କ ଉପରୁ ନିଲମ୍ବନ ହଟିଚି। ନିଲମ୍ବନ ଆଦେଶ…