Odisha Link
Bridging the Missing Links in Odisha

ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ବିଏସଏଫ

ମାଲକାନଗିରି: ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ବିଏସଏଫ। ଚିତ୍ରକୋଣ୍ଡା ସ୍ଵଭିମାନ ଅଞ୍ଚଳର ହାନ୍ତାଳଗୁଡା ନବମ ବାଟାଲିୟନ ବିଏସଏଫ ଯବାନଙ୍କୁ ମିଳିଛି ବଡ ସଫଳତା। ଗୁଇନ୍ଦା ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ମାଓବାଦୀଙ୍କ ଏକ ବ୍ୟାଗ…

ଆଜି ଠାରୁ JEE ମେନ୍ ପରୀକ୍ଷା

ଭୁବନେଶ୍ୱର : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ୍ ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବେ। ଛାତ୍ରଛାତ୍ରୀ ଚାହିଁଲେ ୪ ଥର ପରୀକ୍ଷା ଦେଇପାରିବେ। ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ପରୀକ୍ଷା ହେବ। ବେଷ୍ଟ…

ପ୍ରଥମ ଯଦୁମଣି ସାହିତ୍ୟ କର୍ମଶାଳା…

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟିରେ କବି ଯଦୁମଣି ମହାପାତ୍ରଙ୍କ ବାସଭବନରେ ଯଦୁମଣି ସାହିତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ରେ ଯଦୁମଣିଙ୍କ ଅନବଦ୍ୟ ସୃଷ୍ଟି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଉପରେ ଆଲୋଚନା ହୋଇଥିଲା। ଯଦୁମଣି ସାହିତ୍ୟ କିଭଳି ବହୁଳ ମାତ୍ରରେ ପ୍ରଚାର ପ୍ରସାର ହେବ ତାହାର…

ରାଜ୍ୟରେ କରୋନା କାଳରେ ବାଉଁଶ ବାବଦକୁ…

ଭୁବନେଶ୍ବର: ମହାମାରୀ କରୋନା କାଳରେ ରାଜ୍ୟ ସରକାର ବାଉଁଶ ବାବଦକୁ ଖର୍ଚ୍ଚ କରିଛନ୍ତି ୨୧.୯୦ ଲକ୍ଷ ଟଙ୍କା। ଆଜି ବିଧାୟକ ଭବାନୀ ଭୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ଜବାବ ଦେଇଛନ୍ତି। ଶ୍ରୀ ମଲ୍ଲିକ କହିଛନ୍ତି ଯେ, କୋଭିଡ୍‌ ସମୟରେ ରାଜ୍ୟରେ ୪୦୬ଟି ଜାଗାରେ…

ଚଳିତ ବଜେଟରେ ଚାଷୀ, ଯୁବ ଓ ମହିଳାଙ୍କୁ…

ଭୁୁବନେଶ୍ୱର : ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ନୁହେଁ ବରଂ କେବଳ ଲୋକଦେଖାଣିଆ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଆଜି ରାଜ୍ୟ ବଜେଟରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି। ଚଳିତ ରାଜ୍ୟ ବଜେଟରେ ଚାଷୀଙ୍କ ଉପରେ କୌଣସି ଫୋକସ୍ ଦିଆଯାଇନାହିଁ। ରାଜ୍ୟ ସରକାର କାଳିଆ ଯୋଜନା ନେଇ ବ୍ୟୟବରାଦ କରିବା…

ବିଧବା ମହିଳାଙ୍କ ହତ୍ୟାକାରୀକୁ ତୁରନ୍ତ…

ଭୁବନେଶ୍ୱର : ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ମହିଳାଙ୍କ ପ୍ରତି ରାଜ୍ୟସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ, ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା ଆଦି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଫେବୃଆରୀ ୧୭ ତାରିଖ ଦିନ…

ଓଡ଼ିଶା ବଜେଟ୍‌ :୪୪ ହଜାର କୋଟି ଋଣ କରିବେ…

ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମଥର ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ୨୦୨୧-୨୨ ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି। ଓଡ଼ିଶା ସରକାରଙ୍କ ରାଜସ୍ୱ ସଂଗ୍ରହ ୧ ଲକ୍ଷ ୨୫ ହଜାର ୬୦୦ କୋଟି ରହିବା ଅଟକଳ କରାଯାଉଛି । ଅବଶିଷ୍ଟ ୪୪ ହଜାର ୪୦୦ କୋଟି ଋଣ ଓ ଅନ୍ୟାନ୍ୟ ସୁତ୍ରରୁ ଆଦାୟ କରାଯିବ ।…

ଶିକ୍ଷା ବିଭାଗର ୩୫ କର୍ମଚାରୀଙ୍କୁ…

ସୁନ୍ଦରଗଡ: ଜିଲ୍ଲା ଶିକ୍ଷା ବିଭାଗର ୩୫ କର୍ମଚାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର। ଏହାରି ମଧ୍ୟରେ ସୁନ୍ଦରଗଡ ଶିକ୍ଷା ବିଭାଗରେ ପଡିଛି ସରକାରଙ୍କ ୫T ଛାଟ। ଅବହେଳା ଓ ଦୁର୍ନୀତି ଅଭିଯୋଗରେ ପଦକ୍ଷେପ ନିଆଯାଇଛି । ପ୍ରାଥମିକ ସ୍କୁଲର ୧୫ ଓ ହାଇସ୍କୁଲର ୧୯ ଶିକ୍ଷକ ଓ କର୍ମଚାରୀଙ୍କୁ ବାଧ୍ୟତାମୂଳକ…

ସୁନ୍ଦରଗଡ଼ରେ ଗର୍ଭବତୀ ମା ଓ ଶିଶୁଙ୍କ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ମିଶନ୍ ଇନ୍ଦ୍ରଧନୁସ୍ ର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଏମସିଏଚ୍ କୋଠାରେ ସୋମବାର ଦିନ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୩୩୧…

ନିଶ୍ଚିନ୍ତକୋଇଲି ବ୍ଲକରେ ୧୪୪ ଧାରା…

ନେମାଳ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରେ ୧୪୪ ଧାରା ଜାରି। ଆଜି ସନ୍ଧ୍ୟା ୬ଟା ଠାରୁ ୨୪ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପୀଠ ପରିସରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ପ୍ରସିଦ୍ଧ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ସ୍ବନକ୍ଷତ୍ର ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ସମସ୍ତ…