Odisha Link
Bridging the Missing Links in Odisha

ଶିକ୍ଷା ବିଭାଗର ୩୫ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର

ସୁନ୍ଦରଗଡ: ଜିଲ୍ଲା ଶିକ୍ଷା ବିଭାଗର ୩୫ କର୍ମଚାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର। ଏହାରି ମଧ୍ୟରେ ସୁନ୍ଦରଗଡ ଶିକ୍ଷା ବିଭାଗରେ ପଡିଛି ସରକାରଙ୍କ ୫T ଛାଟ। ଅବହେଳା ଓ ଦୁର୍ନୀତି ଅଭିଯୋଗରେ ପଦକ୍ଷେପ ନିଆଯାଇଛି । ପ୍ରାଥମିକ ସ୍କୁଲର ୧୫ ଓ ହାଇସ୍କୁଲର ୧୯ ଶିକ୍ଷକ ଓ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

Comments are closed.