Odisha Link
Bridging the Missing Links in Odisha
Browsing Tag

Australia

ଭାରତ-ଅଷ୍ଟ୍ରେଲିଆ: ଏ ସମ୍ପର୍କ ୭୫ ବର୍ଷର

ଓଏଲ୍‌ ବ୍ୟୁରୋ: ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍। ଏଥିସହିତ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସମ୍ବନ୍ଧକୁ ପୁରିଛି ୭୫ ବର୍ଷ। ଏହି ଅବସରରେ ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଏକାଠି ହୋଇଛନ୍ତି ଭାରତର…

ଇନ୍ଦୋର ବିଜୟ ସହ ବିଶ୍ବ ଟେଷ୍ଟ…

ଓଏଲ୍‌ ବ୍ୟୁରୋ: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳର ଦମଦାର ବିଜୟ। ଭାରତକୁ ତୃତୀୟ ଟେଷ୍ଟରେ ୯ ଓ୍ବିକେଟରେ ମାତ୍‌ ଦେଇ ସିରିଜକୁ କମ୍‌ବ୍ୟାକ୍‌ କରିଛି ଅଷ୍ଟ୍ରେଲିଆ। ପ୍ରଥମ ଦୁଇଟି ମ୍ୟାଚରେ ଭାରତ ଜିତିଥିବା ବେଳେ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଜିତିଛି। ୭୬ ରନର…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ଟସ୍…

ଆଡିଲେଡ୍‌: ସୀମିତ ଓଭର ସିରିଜ୍ ପରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ ଆଜି ଠାରୁ ଆରମ୍ଭ ହେଉଛି। ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ। ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ…

ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜ୍‌…

ସିଡନୀ: ସିଡନୀରେ ଖେଳାଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସିରିଜ୍ ହାତେଇ ନେଇଛି ଭାରତ। ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଦଳ ୨-୦ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ମାଥ୍ୟୁ ଓ୍ଵାଦେଙ୍କ ୫୮ ରନ ଓ…

୨ୟ ଦିନିକିଆ ହାରିଲା ଭାରତ, ସିରିଜ୍…

ସିଡନୀ: ୨ୟ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ୫୧ ରନରେ ପରାସ୍ତ ହୋଇଛି ଭାରତ। ପ୍ରଥମ ମ୍ୟାଚ୍ ପରି ଦ୍ଵିତୀୟ ମୁକାବିଲାରେ ମଧ୍ୟ ଭାରତୀୟ ଦଳ ସବୁ ବିଭାଗରେ ନିରାଶଜନକ ପ୍ରଦର୍ଶନ କରିଛି। ବିଜୟ ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ କବ୍‌ଜା କରିଛି। ଆଉ ଗୋଟିଏ ମ୍ୟାଚ୍…

ପ୍ରଥମ ଦିନିକିଆରେ ୬୬ ରନରେ ଜିତିଲା…

ସିଡନୀ: ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠୁ ହାରିଲା ଭାରତ। ଅଷ୍ଟ୍ରେଲିଆଠୁ ଭାରତ ୬୬ ରନରେ ପରାସ୍ତ ହୋଇଛି। ଖରାପ ବୋଲିଂ ପରେ ନୈରାଶ୍ୟଜନକ ବ୍ୟାଟିଂ କାରଣରୁ ଟିମ୍ ଇଣ୍ଡିଆ ଆଜିର ମ୍ୟାଚ୍‌ ଭାରି ପଡିଛି। ବିଜୟ ସହ ଅଷ୍ଟ୍ରେଲିଆ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ସିରିଜର ୨ୟ…

କାଲି ମହିଳା ଟି-୨୦ ବିଶ୍ବକପ୍‌ ଫାଇନାଲ:…

ମେଲବର୍ଣ୍ଣ: ଆସନ୍ତାକାଲି ସାରା ବିଶ୍ବ ପାଳନ କରିବ ବିଶ୍ବ ମହିଳା ଦିବସ। ଅପରପକ୍ଷେ ଏହି ଦିବସରେ ପ୍ରସିଦ୍ଧ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(ଏମସିଜି)ରେ ରବିବାର ମହିଳା ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁ ଥିବା ଏହି ଫାଇନାଲରେ ରେକର୍ଡ ସୃଷ୍ଟି…

ଆସନ୍ତାକାଲି ଟି-୨୦ ବିଶ୍ବକପ୍‌ ଫାଇନାଲ୍:…

ମେଲବର୍ଣ୍ଣ: ଆସନ୍ତକାଲି ମେଲବର୍ଣ୍ଣରେ ଖେଳାଯିବ ଆଇସିସି ମହିଳା ଟି-୨୦ ବିଶ୍ବକପ୍‌ ଫାଇନାଲ। ପ୍ରଥମଥର ଲାଗି ମହିଳା ଟି-୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି ଭାରତ। ଫାଇନାଲରେ ଭାରତର ସାମ୍ନା ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ସହ ହେବ। ଏଥିପାଇଁ ଦୁଇ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି। ଏଭଳି ଏକ…

ଅଷ୍ଟ୍ରେଲିଆରେ ବିମାନ ଧକ୍କା; ୪ ମୃତ

ପର୍ଥ: ଆଜି ଦକ୍ଷିଣପୂର୍ବ ଅଷ୍ଟ୍ରେଲିଆର ବିମାନ ବନ୍ଦର ନିକଟରେ ଘଟିଛି ବିମାନ ଦୁର୍ଘଟଣା। ଦୁଇଟି ଛୋଟ ଛୋଟ ବିମାନ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିଛି। ଦୁର୍ଘଟଣା (ଅଷ୍ଟ୍ରେଲିଆ ସମୟ) ସକାଳ…

ଅଷ୍ଟ୍ରେଲିଆରେ ବୁଢିଆଣୀ ଆତଙ୍କ

ସିଡନୀ: ନିଆଁ ପରେ ଅଷ୍ଟ୍ରେଲିଆରେ ଏବେ ବୁଢିଆଣୀଙ୍କ ଆତଙ୍କ। ଅଷ୍ଟ୍ରେଲିଆରେ ଫନେଲ ୱେବ ସ୍ପାଇଡର ନାମକ ବୁଢିଆଣୀ ଏବେ ନେଉଛି ଜୀବନ। ଏହି ବୁଢିଆଣୀ କାମୁଡିଲେ ମାତ୍ର ୧୫ ମିନିଟ ମଧ୍ୟରେ ମଣିଷର ମୃତ୍ୟୁ ହୋଇଥାଏ। ଏମାନଙ୍କ ଡଙ୍କ ଏତେ ବିଷାକ୍ତ ହୋଇଥାଏ ଯେ, ଯେଉଁ ସ୍ଥାନକୁ କାମୁଡନ୍ତି ସେ ସ୍ଥାନ ଲାଲ ରଙ୍ଗ…