Odisha Link
Bridging the Missing Links in Odisha
Browsing Tag

increase

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଦେଶରେ କିଛିଦିନ ହେଲା ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ତୈଳ ଦର ବଢିଛି। ସରକାରୀ ତେଲ କମ୍ପାନୀମାନେ ଘରୋଇ ବଜାରରେ ତୈଳ ଦର ବୃଦ୍ଧି କରିଛନ୍ତି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ଲିଟର ପିଛା ୧୮ ପଇସା ବୃଦ୍ଧି କରାଯାଇଛି।…

ପେଟ୍ରୋଲ ପରେ ଶତକ ଟପିଲା ଡିଜେଲ

ଭୁବନେଣ୍ବର: ପେଟ୍ରୋଲ ପରେ ଏବେ ଶତକ ଟପିଲା ଡ଼ିଜେଲ ଦର। ଲଗାତାର ପେଟ୍ରୋଲ ଓ ଡ଼ିଜେଲ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ପକେଟ ଉପରେ ପଡୁଛି। କୋରାପୁଟରେ ଡିଜେଲ ଦର ଶହେ ଟଙ୍କା ଅତିକ୍ରମ କରିଛି। ଗତକାଲି ଡିଜେଲ ଦର ୯୯ ଟଙ୍କା ୭୫ ପଇସା ଥିବାବେଳେ ଆଜି ଏହା ୩୦ ପଇସା…

ପୁଣି ବଢିଲା ତୈଳ ଦର, କେତେ…

ନୂଆଦିଲ୍ଲୀ: ଆଜି ପୁଣି ବଢିଲା ତୈଳ ଦର। ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ହୁହୁ ବଢ଼ିବାରେ ଲାଗୁଛି। କରୋନା ମହାମାରୀ ମଧ୍ୟରେ ଲଗାତାର ଭାବେ ତୈଳ ଦର ବୃଦ୍ଧି ବୋଝ ଉପରେ ନଳୀତା ବିଡା ସଦୃଶ। ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶାର କିଛି ସ୍ଥାନରେ ପେଟ୍ରୋଲ ଦର ଶହେ ଟଙ୍କା ଛୁଇଁଛି। ଏହାରି…

ରାଜ୍ୟରେ ଶତକ ଟପିଲା ତୈଳ ଦର

ଭୁବନେଶ୍ୱର: ଦେଶରେ ଲଗାତାର ତେଲ ଦର ହୁହୁ ବଢ଼ିବାରେ ଲାଗିଛି। ତୈଳ ଦର ବୃଦ୍ଧି ସାଧାରଣ ଓ ମଧ୍ୟବିତ୍ତ ପରିବାର ଲୋକଙ୍କ ପକେଟ ଉପରେ ବୋଝ ହୋଇଛି। ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ୨୯ ପଇସା ବୃଦ୍ଧି ପାଇଛି। ମାଲକାନଗିରି ଜିଲ୍ଲାର କାଲିମେଳାରେ ଗତକାଲି ପେଟ୍ରୋଲ ଲିଟର ୧୦୦ ଟଙ୍କା ଅତ୍ରିକମ କରିଥିଲା।…

ସର୍ବନିମ୍ନ ମଜୁରୀ ଦରରେ ସଂଶୋଧନ, ଉନ୍ନତ…

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସର୍ବନିମ୍ନ ମଜୁରୀ ଦରକୁ ସଂଶୋଧନ କରିଛନ୍ତି ସରକାର। ଏହାଦ୍ୱାରା ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ୧.୫ କୋଟି ଶ୍ରମିକ ଉପକୃତ ହେବେ ବୋଲି ସରକାର ଆଶା ରଖିଛନ୍ତି। ଏଥିପାଇଁ ଶ୍ରମ ଓ…

ପୁଣି ବଢ଼ିଲା ତୈଳଦର, ମାଲକାନଗିରିରେ…

ଭୁବନେଶ୍ୱର: ଲଗାତାର ଚତୁର୍ଥ ଦିନରେ ପୁଣି ବଢ଼ିଲା ତୈଳଦର। ନିର୍ବାଚନ ପରେ ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଛି। ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇ ୯୧ ଟଙ୍କା ୨୭ ପଇସାରେ ପହଞ୍ଚିଛି । ସେହିଭଳି ଡିଜେଲ ଲିଟର ପିଛା ୩୧ ପଇସା ବଢ଼ି ୮୧ ଟଙ୍କା ୭୩ ପଇସାରେ ପହଞ୍ଚିଛି।…

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତେଲ ଦର ଅପରିବର୍ତ୍ତିର ରହିଥିବା ବେଳେ ଏବେ କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୫୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି…

ବଢ଼ିଲା ତୈଳ ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ଲଗାତର ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ବୁଧବାର ତେଲ କମ୍ପାନୀ ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି କରିଛନ୍ତି। ଗତକାଲି ମଙ୍ଗଳବାର ପେଟ୍ରୋଲ ୧୫ ପଇସା ଏବଂ ଡିଜେଲରେ ୧୬ ପଇସା ବୃଦ୍ଧି ପାଇଥିଲା। ଦୁଇ…

ବଢ଼ିଲା ଅଟୋ ଭଡ଼ା, ସର୍ବନିମ୍ନ ୨୦ଟଙ୍କା

ଭୁବନେଶ୍ୱର: ବଢ଼ିଲା ଅଟୋ ଭଡ଼ା।  ରାଜଧାନୀ ଭୁବନେଶ୍ୱରରେ ଅଟୋରିକ୍ସା ମହାସଂଘ ଅଟୋ ଭଡ଼ା ବୃଦ୍ଧି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରିଥିବା ବେଳେ ଭୁବନେଶ୍ୱରରେ ଯାତ୍ରୀଙ୍କୁ ମୁଣ୍ଡପିଛା ସର୍ବନିମ୍ନ ୨୦ଟଙ୍କା ଭଡ଼ା ଦେବାକୁ ପଡ଼ିବ।…

ବଢ଼ିଲା ସୁନା ଦର, କେତେ ଜାଣନ୍ତୁ…

ନୂଆଦିଲ୍ଲୀ: ବଢ଼ିଲା ସୁନା ଦର। ଅନ୍ତର୍ଜାତୀୟ ସ୍ତରରେ ସୁନା ଦାମ୍ ବୃଦ୍ଧି ଯୋଗୁଁ ଘରୋଇ ମାର୍କେଟ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏମସିଏକ୍ସରେ ସୁନା ଦର ଦ୍ୱିପ୍ରହର ସାଢେ ୧୨ଟା ସୁଦ୍ଧା ପ୍ରାୟ .୮୮ ପ୍ରତିଶତ ଅର୍ଥାତ୍ ୪୦୦ ଟଙ୍କା ବୃଦ୍ଧି ସହିତ ୪୫୨୩୬ ଟଙ୍କା ପ୍ରତି ୧୦ ଗ୍ରାମରେ…