Odisha Link
Bridging the Missing Links in Odisha
Browsing Tag

increase

ବଢ଼ିଲା ସୁନା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ସୁନା ଦର କ୍ରମାଗତ ଭାବେ ହ୍ରାସ ପାଇବା ପରେ ପୁଣି ବଢ଼ିଲା ସୁନା ଦର। ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ସୁନା ଏବଂ ରୁପା ମୂଲ୍ୟରେ ବୃଦ୍ଧି ପାଇଛି। ବିଶ୍ୱ ବଜାରରେ ମଜ୍‌ବୁତ୍‌ ସ୍ଥିତି ଭିତରେ ସରଫା ବଜାରରେ ସୁନାର ଦାମ୍‌ରେ ୩୩୭ଟଙ୍କା ବୃଦ୍ଧି ହୋଇଛି। ଫଳରେ ସୁନା ଦର ଦଶ ଗ୍ରାମ ପିଛା ମୂଲ୍ୟ…

କ୍ରମାଗତ ଅଷ୍ଟମ ଦିନ ପାଇଁ ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ହୁହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। କ୍ରମାଗତ ଭାବେ ଅଷ୍ଟମ ଦିନ ପାଇଁ ଦେଶରେ ତୈଳ ଦର ବୃଦ୍ଧି ପାଇଛି। ଦେଶରେ ପେଟ୍ରୋଲ ଲିଟର ପିଛା ୨୬-୩୦ ପଇସା ବୃଦ୍ଧି ଘଟିଥିବା ବେଳେ ଡିଜେଲ ଲିଟର ପିଛା ୩୩ରୁ ୩୮ ପଇସା ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୫.୭୫…

ପୁଣି ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ତେଲ ଦର। ଲଗାତର ଆଜି ଅଷ୍ଟମ ଦିନ ପାଇଁ ତୈଳ ଦର ବୃଦ୍ଧି ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ବୃଦ୍ଧି ଯୋଗୁ ଭାରତରେ ପେଟ୍ରୋଲ ଓ ଡିଜେଲ୍‌ ଦର ଲାଗାତାର ବଢ଼ିବାରେ ଲାଗିଛି। ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ତରଫରୁ ଆଜି ଓଡ଼ିଶା ବନ୍ଦ…

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ତୈଳଦର ଲଗାତାର ବଢ଼ିବାରେ ଲାଗିଛି। ତେଲ ଦର ବାରମ୍ବାର ବଢ଼ି ଚାଲିଥିବାରୁ ଯାତ୍ରୀବାହୀ ବସ୍ ଭଡ଼ା ମଧ୍ୟ ବୃଦ୍ଧି ପାଇଛି। ୧୨ଗୋଟି ଦିଗକୁ ବିଚାରକୁ ନେଇ ବସ୍ ଭଡ଼ା ବୃଦ୍ଧି କରାଯାଇଥିବା ବସ୍ ଆସୋସିଏସନର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ସାଧାରଣ ବସ୍ ଭଡ଼ା ୬ ପଇସା ବୃଦ୍ଧି ପାଇ…

ବଢ଼ିଲା ତୈଳ ଦର, ଓଡ଼ିଶାରେ ଟିପିଲା ୯୦

ଭୁବନେଶ୍ବର: ଲଗାତାର କିଛି ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ଆଜି ମାଲକାନାଗିରିରେ ପେଟ୍ରୋଲ ଦର ସର୍ବାଧିକ ୯୧ ଟଙ୍କା ୪୨ ପଇସା ଛୁଇଁଛି। ସେହିପରି ଡ଼ିଜେଲ ଦର ୮୭ ଟଙ୍କା ୫୬ ପଇସା ରହିଛି। ରାଜଧାନୀ ଭୁବନେଶ୍ବରରେ ୮୬ ଟଙ୍କା ୩୬ ପଇସା ରହିଥିବା ବେଳେ ଡିଜେଲ୍‌ ଦର ୮୨ ଟଙ୍କା ୬୬ ପଇସା…

ପୁଣି ବଢ଼ିଲା ତୈଳ ଦର, ଚିନ୍ତାରେ ଖାଉଟି

ଭୁବନେଶ୍ବର: କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ତୈଳ ଦର। ଚଳିତ ସପ୍ତାହରେ ଚାରିଥର ବୃଦ୍ଧି ପାଇଲାଣି ପେଟ୍ରୋଲ ଓ ଡିଜେଲ ଦର। ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ପିଛା ୮୬ଟଙ୍କା ୩୮ ପିଇସା ହୋଇଥିବା ବେଳେ ଡିଜେଲ ଦର ୮୨ଟଙ୍କା ୬୮ପଇସାରେ ପହଞ୍ଚିଛି। ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ…

ପୁଣି ବଢିଲା ପେଟ୍ରୋଲ ଦର,…

ଭୁବନେଶ୍ୱର: ପୁଣି ବଢିଲା ପେଟ୍ରୋଲ ଦର। ତୈଳ ଦର ଦୁଇଦିନ ଅପରିବର୍ତ୍ତିତ ରହିବା ପରେ ଆଜି ପୁଣି ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଚାଲିଥିବାରୁ ଏହି ଦରବୃଦ୍ଧି ହୋଇଛି ବୋଲି କୁହାଯାଉଛି। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ ପଇସା ଲେଖାଏଁ ବୃଦ୍ଧି ହୋଇଛି। ଫଳରେ ଭୁବନେଶ୍ବରରେ ପେଟ୍ରୋଲ…

ପୁଣି ବଢ଼ିଲା ତୈଳ ଦର

ଭୁବନେଶ୍ୱର: ପୁଣି ବଢ଼ିଲା ପେଟ୍ରୋଲ ଓ ଡ଼ିଜେଲ୍ ଦର। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ୍ ବୃଦ୍ଧି ପାଉଥିବାରୁ ଦେଶରେ ପେଟ୍ରୋଲ ଓ ଡ଼ିଜେଲ୍ ଦାମ୍ ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫ ଟଙ୍କା ପାର୍‌ କରିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦାମ୍ ୮୫…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, କେତେ…

ନୂଆଦିଲ୍ଲୀ: ପୁଣି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ଗତ ୧୧ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ଫଳରେ ଭାରତରେ ତେଲଦର ବଢୁଛି। ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୪.୦୯ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୧.୯୫ ଡଲାରକୁ ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଲିଟର…

ପାକିସ୍ତାନରେ ଖାଦ୍ୟ ସଙ୍କଟ, ଅଣ୍ଡା ଗୋଟି…

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ମନ୍ଥର ଭାବେ ଗତି କରୁଛି। କରୋନାର ପ୍ରଭାବ ପାକିସ୍ତାନରେ ଖାଦ୍ୟ ସଙ୍କଟ ସୃଷ୍ଟି କରି ଦେଇଛି। ପାକିସ୍ତାନରେ ଅଣ୍ଡା ଗୋଟିଏ ର ମୂଲ୍ୟ ୩୦ ଟଙ୍କା ରହିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲା ମଧ୍ୟ ସତ। ପାକିସ୍ତାନରେ କିଛିଦିନ ହେବ ଅଣ୍ଡା ଦର ହୁ ହୁ…