Odisha Link
Bridging the Missing Links in Odisha
Browsing Tag

Rohit Sharma

ବିରାଟଙ୍କୁ ପଛରେ ପକାଇଲେ ରୋହିତ

ଦୁବାଇ: ଗୁରବାରଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୪ର୍ଥ ମ୍ୟାଚ୍। ଏଥିପାଇଁ ଦୁଇ ଦଳ ପ୍ରସ୍ତୁତ। ୪ର୍ଥ ଟେଷ୍ଟର ଦିନକ ପୂର୍ବରୁ ଆଇସିସି ଜାରି କରିଛି ଟେଷ୍ଟ ର‍୍ୟାଙ୍କିଙ୍ଗ୍। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା। ସେ ସଦ୍ୟପ୍ରକାଶିତ…

ଚେନ୍ନାଇରେ ହିଟ୍‌ ମ୍ୟାନଙ୍କ ଦମଦାର ଶତକ

ଚେନ୍ନାଇ: ଦ୍ବିତୀୟ ଟେଷ୍ଟରେ ଚମକିଲେ ରୋହିତ ଶର୍ମା। ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ଶତକୀୟ ଇନିଂସ୍‌ ଖେଳିଲେ ରୋହିତ। ୧୩୦ଟି ବଲ ଖେଳି ରୋହିତ ନିଜ ଟେଷ୍ଟ କ୍ୟାରିୟରର ୭ମ ଶତକ ହାସଲ କରିଛନ୍ତି। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି…

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର,…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ରୋହିତ ଶର୍ମାଙ୍କ ଅଷ୍ଟ‌୍ରେଲିଆ ଗସ୍ତ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ମଙ୍ଗଳବାର ଦିନ ହିଟ୍‌ ମ୍ୟାନ୍‌ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ରୋହିତ ଦୁବାଇ ଦେଇ ଅଷ୍ଟ୍ରେଲିଆରେ ପହଞ୍ଚିବେ। ସେଠାରେ ପହଞ୍ଚିବା…

ପୁଣି ଫିଟ୍‌ନେସ୍‌ ଟେଷ୍ଟ ଦେବେ ରୋହିତ…

ନୂଆଦିଲ୍ଲୀ:‌ ପୁଣି ଥରେ ଫିଟ୍‌ନେସ୍‌ ଟେଷ୍ଟ ଦେବେ ଇଣ୍ଡିଆର ଷ୍ଟାର ଖେଳାଳି‌ ରୋହିତ ଶର୍ମା। ଶୁକ୍ରବାର ଜାତୀୟ କ୍ରିକେଟ ଏକାଡେମୀରୁ ଫିଟ୍‌ ନେସ୍‌ ଟେଷ୍ଟରେ ପାସ୍‌ କରିଥିବା ରୋହିତ ପୁଣିଥରେ ଦେବେ ଫିଟ୍‌ ନେସ୍‌ ଟେଷ୍ଟ। ଏନେଇ ବସିସିଆଇ ପକ୍ଷରୁ କୁହାଯାଇଛି ଯେ, ଅଷ୍ଟ୍ରେଲିଆ ଗସ୍ତ କରିବା ପରେ ମଧ୍ୟ…

ଫିଟ୍‌ନେସ୍‌ ଟେଷ୍ଟ ପାସ୍‌ କଲେ ରୋହିତ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ରୋହିତ ଶର୍ମା ଶୁକ୍ରବାର ଫିଟ୍‌ନେସ୍‌ ଟେଷ୍ଟ ପାସ୍‌ କରିଛନ୍ତି। ସେ କିଛିଦିନ ହେବ ବାଙ୍ଗୋଲରରେ ଥିବା ଜାତୀୟ କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ନେଉଥିଲେ। ଏହି ୩୩ ବର୍ଷୀୟ ଷ୍ଟାର ଖେଳାଳି ୨୦୨୦ ଆଇପିଏଲ ସମୟରେ ଆହତ ହୋଇଥିଲେ।…

ଆଇପିଏଲରୁ ଏତେ ଟଙ୍କା ରୋଜଗାର କଲେଣି…

ନୂଆଦିଲ୍ଲୀ: ସରିଲା ୨୦୨୦ ଆଇପିଏଲ ମହାକୁମ୍ଭ। ଫାଇନାଲ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍‌ ଦେଇ ୫ମ ଥର ପାଇଁ ଆଇପିଏଲ ଟାଇଟଲ ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଚାମ୍ପିଅନ ହୋଇ ମୁମ୍ବାଇ ଇଣ୍ଡିଆନ୍ସ ୧୦ କୋଟି ଟଙ୍କା ପୁରସ୍କାର ପାଇଛି। ଆଇପିଏଲ ଇତିହାସରେ ସର୍ବାଧିକ ଅର୍ଥ ରୋଜଗାର କରିଥିବା…

ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ…

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଖେଳାଯିବ ଚଳିତ ଆଇପିଏଲ ସଂସ୍କରଣର ଫାଇନାଲ ମୁକାବିଲା। ଏଥିସହିତ ଚଳିତ ଆଇପିଏଲ ସଂସ୍କରଣର ଜବନିକା ପଡ଼ିବ। ଏହି ଫଟାଫଟ ମହାକୁମ୍ଭ ସରିବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ସେଠାରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟ ଟି-୨୦, ୩ଟି ଦିନିକିଆ ଓ ୪ଟି…

IPL ୨୦୨୦: ନୂଆ ମାଇଲଖୁଣ୍ଟ ଛୁଇଁଲେ…

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ନୂଆ ମାଇଲଖୁଣ୍ଟ ଛୁଇଁଲେ ରୋହିତ ଶର୍ମା। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ନିଜର ଆଇପିଇଲ କ୍ୟାରିୟରରେ ୧୫୦ ତମ ମ୍ୟାଚ୍‌ ଖେଳିଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ମ୍ୟାଚ୍‌ ପୂର୍ବରୁ ମୁମ୍ବାଇ…

ଖେଳରତ୍ନ ପୁରସ୍କାର ପାଇଁ ୪ ଜଣଙ୍କ ନାମ…

ନୂଆଦିଲ୍ଲୀ: ଆଜି ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ କମିଟି ଦେଶର ସର୍ବୋଚ୍ଚ ଖେଳ ପୁରସ୍କାର ରାଜୀବ ଗାନ୍ଧୀ ପୁରସ୍କାର ପାଇଁ ୪ଜଣଙ୍କ ନାମ ସୁପାରିଶ କରିଛନ୍ତି। କ୍ରିକେଟର ରୋହିତ ଶର୍ମା ସହ ଟେବୁଲ ଟେନିସ ଚାମ୍ପିଅନ ମାନିକା ବାତ୍ରା, ପାରାଅଲମ୍ପିକ ସ୍ୱର୍ଣ୍ଣ ବିଜୟିନୀ ମାରିଆପ୍ପନ ଥାଙ୍ଗାଭେଲୁ ଓ ଏସିଆନ…

ICC ପଚାରିଲା ଏମାନଙ୍କ ମଧ୍ୟରୁ କିଏ ଭଲ…

ନୂଆଦିଲ୍ଲୀ: ଗତକାଲି ଆଇସିସି କିଛି ଫଟୋକୁ ଯୋଡି ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି କ୍ରିକେଟ ପ୍ରେମୀଙ୍କୁ ଏକ ପ୍ରଶ୍ନ ପଚାରିଥିଲା। ଆଇସିସି ପ୍ରଶ୍ନ କରିଥିଲା ଯେ, ଆପଣଙ୍କ ମତରେ ଅତୀତ କିମ୍ବା ବର୍ତ୍ତମାନରେ କେଉଁ ବ୍ୟାଟସମ୍ୟାନ ଭଲ ପୁଲ ଶଟ ଖେଳନ୍ତି? ଆଇସିସି ପକ୍ଷରୁ ପୋଷ୍ଟ ହୋଇଥିବା ଫଟୋରେ…