Odisha Link
Bridging the Missing Links in Odisha
Browsing Tag

Snake

VIDEO: ନବରଙ୍ଗପୁରରେ ବିଶାଳ ସାପ ଠାବ!

ଭୁବନେଶ୍ବର: ନବରଭ୍ଗପୁର ଜିଲ୍ଲାରେ ଏକ ବିଶାଳ ସାପ ଠାବ କରିଛନ୍ତି ସ୍ଥାନୀୟ ଜନତା। ସାପର ଲମ୍ବ ପ୍ରାୟ ୩୦ ଫୁଟ ବୋଲି ଅନୁମାନ କରାଯାଉଛି। ସାପଟି ରାତିରେ ରାସ୍ତା ପାର୍‌ କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସଂଚରିବାରେ ଲାଗିଛି।…

ଏଟିଏମରୁ ବାହାରିଲା ସାପ, ଭିଡିଓ ଭାଇରାଲ୍

ଓଏଲ୍‌ ବ୍ୟୁରୋ: ଏଟିଏମରୁ ଟଙ୍କା ବଦଳରେ ବାହାରିଲା ସାପ। ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ଏକ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ୍ ଏଭଳି ଦେଖିବାକୁ ମିଳିଛି। ସାପଟି ଏଟିଏମ ଭିତରେ ଘୂରି ବୁଲୁଛି। ଲୋକମାନେ ଟଙ୍କା ଉଠାଇବାକୁ ଆସିବା ବେଳେ କିଛି ଜଣ ଭିଡିଓ କରିଛନ୍ତି।…

ରାଜଧାନୀରେ ସାପ ବିଷ କାରବାର, ୩ ଅଟକ

ଭୁବନେଶ୍ବର: ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ସାପ ବିଷ ଜବତ କଲା ବନବିଭାଗ। ସାପ ବିକ୍ରି କରିବାକୁ ଏହି ରାକେଟ୍ ଯୋଗାଯୋଗ କରୁଥିଲେ। ସେମାନଙ୍କ ସହିତ ଗ୍ରାହକ ଭାବରେ ଯୋଗାଯୋଗ କରିଥିଲେ। ପ୍ରଥମେ ଜୟଦେବ ବିହାର ଅଞ୍ଚଳର ଏହି ସାପ ବିଷ ବିକ୍ରି କରିବାକୁ ଡିଲ୍ ହେଲା। ତାହା ପରେ ଏହି ରାକେଟ୍…

ସାପ କାମୁଡାର ୪ମାସ ପରେ ଯୁବକ ମୃତ

ଜଳେଶ୍ବର: ସାପ କାମୁଡାରେ ଜଣେ ଯୁବକ ୪ ମାସପରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଇକଡା ଗ୍ରାମର ଜ୍ୟୋତିପ୍ରକାଶ ପ୍ରଧାନ । ସାପ ବିଷ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି। ପ୍ରକାଶ ଯେ, ଗତ ଅକ୍ଟୋବର ମାସରେ ମର୍ନିଂ ୱାକରେ ଯାଉଥିବା ବେଳେ…

ଜେସିବିରୁ ୧୧ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର: ଜେସିବିରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର। ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀଗୁମୁଲା ଗାଁ ନୂଆ ବନ୍ଧ ନିକଟରୁ ୨ଟି ବିଶାଳକାୟ ଅଜଗର ସାପ ଉଦ୍ଧାର ହୋଇଛ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସାପକୁ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ, ନୂଆ ବନ୍ଧର ସୋନ୍ଦର୍ଯ୍ୟ କରଣ କାର୍ଯ୍ୟ ସମୟରେ ଜେସିବି ମସିନ…

ବାଲି ବସ୍ତାରୁ ବାହାରିଲା ୩୩ଟି ନାଗ…

ଭଦ୍ରକ: ଘର କାମ ପାଇଁ ଆସିଥିବା ବାଲିରୁ ବାହାରିଥିଲା ବସ୍ତା। ଆଉ ସେହି ବସ୍ତା ଖୋଲିବା ବେଳକୁ ଭିତରୁ ବାହାରିଲା ୩୩ରୁ ଅଧିକ ସାପ ମୂର୍ତ୍ତି। ମୂର୍ତ୍ତି ଦେଖିବା ପରେ ଗାଁରେ ଲୋକେ ଏକାଠି ହୋଇଥିଲେ। ପରେ ଆଧ୍ୟାତ୍ମିକ ପରିବେଶ ଦେଖିବା ପାଇଁ ମିଳିଛି। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଅଳାଉତି ଗାଁରେ।…

ମିକ୍ସଚର-ଗ୍ରାଇଣ୍ଡର ମଗରୁ ଉଦ୍ଧାର ହେଲା…

ଅନୁଗୁଳ: ଛେଣ୍ଡିପଦା ବ୍ଲକରେ ଥିବା ବଗଡ଼ିଆ ଗ୍ରାମରୁ ଏକ ସାପ ଉଦ୍ଧାର କରାଯାଇଛି। ସାପଟି ଏକ ମିକ୍ସଚର-ଗ୍ରାଇଣ୍ଡର ହ୍ୟାଣ୍ଡେଲରେ ଫସିଥିବା ଦେଖିବାକୁ ମିଳିଛି। ପ୍ରକଶ ଯେ, ବଗଡ଼ିଆ ଗ୍ରାମରେ ନିରାକାର ମହାପାତ୍ରଙ୍କ ବାଡ଼ି ଅଗଣାରେ ଏକ ଧାତୁ ନିର୍ମିତ ଖଡ଼ ଖଡ଼ ଶବ୍ଦ ଶୁଣିଥିଲେ। ସେହି ଶବ୍ଦ ମଝିରେ…

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର…

ଭୁବନେଶ୍ବର: ନନ୍ଦନକାନନରେ ଆଉ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ। ଦର୍ଶକଙ୍କୁ ଆକର୍ଷିତ କରିବା ନିମନ୍ତେ ନନ୍ଦନକାନନ କର୍ତ୍ତୃପକ୍ଷ ଚେନ୍ନାଇରୁ ୮ଟି ହଳଦିଆ ଆନା‌କୋଣ୍ଡା ଆଣିଥିଲେ। ମାତ୍ର ଆସିଥିବା ୮ ଗୋଟି ହଳଦିଆ ଆନା‌କୋଣ୍ଡା ମଧ୍ୟରୁ ପୂର୍ବରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣଙ୍କର…

ବେଡ୍‌ ରୁମ୍ରୁ ନାଗ ସାପ ଉଦ୍ଧାର

କଟକ: ବେଡ୍‌ ରୁମ୍ରୁ ନାଗ ସାପ ଉଦ୍ଧାର। ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲାର ବାଙ୍କୀ ହରିରାଜପୁର ଗ୍ରାମର ଶରତ ପଣ୍ଡାଙ୍କ ବେଡ଼ ରୁମରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍ପ ଲାଇନ ସଦସ୍ୟ ଲଳିତ ମୋହନ ପଣ୍ଡା ଏବଂ ଦୁର୍ଗା ମାଧବ ମହାପାତ୍ର ଖୋଜାଖୋଜି ପରେ ସାପର ଦେଖା ମିଳିଲା ନଇଲା । କିନ୍ତୁ…

ଗାଙ୍ଗପୁରରୁ ବିରଳ ରଙ୍ଗର ସାପ ଉଦ୍ଧାର

କେନ୍ଦ୍ରାପଡ଼ା : ରାଜକନିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରୁ ଏକ ବିରଳ ଧଳା ରଙ୍ଗର ସାପ ଉଦ୍ଧାର କରାଯାଇଛି। ସମ୍ପୂର୍ଣ୍ଣ ଧଳା ରଙ୍ଗର ଦେହ ଏବଂ କଳା ରଙ୍ଗର ଆଖି ଥିବା ୧ ଫୁଟ୍ ଲମ୍ବର ଏହି ସାପଟିକୁ ଗତକାଲି ବାଲିସୁଆଁ ଗାଁର ଯୁବକ ତପନ ଜେନା ଦେଖିଥିଲେ। ଧଳା ରଙ୍ଗର ଏଭଳି ସାପ ସେ ଆଗରୁ କେବେ ଦେଖି…