Odisha Link
Bridging the Missing Links in Odisha
Browsing Tag

Strike

ଫେବ୍ରୁଆରୀ ୧୬ ଭାରତ ବନ୍ଦ; କୃଷକ…

ଓଏଲ୍‌ ବ୍ୟୁରୋ: ଜାତୀୟ ରାଜଧାନୀ ଦିଲ୍ଲୀରେ ଉଗ୍ରରୂପ ନେଉଛି କୃଷକ ଆନ୍ଦୋଳନ। ଏସବୁ ମଧ୍ୟରେ ଫେବ୍ରୁଆରୀ ୧୬ ତାରିଖରେ ଅର୍ଥାତ୍‌ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି ଦେଶର, ରାଜ୍ୟର ବିଭିନ୍ନ କୃଷକ ସଙ୍ଗଠନ। କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି…

୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

ଓଏଲ୍‌ ବ୍ୟୁରୋ: ଆଜି ୧୨ ଘଣ୍ଟିଆ ଟିଟଲାଗଡ଼ ବନ୍ଦ ଡାକରା ଦିଆଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ପାଳନ କରାଯାଉଛି। ଆଜି ସକାଳ ୬ରୁ ଟିଟିଲାଗଡ଼ ବନ୍ଦ ରହିଛି ଏବଂ ଏହି ବନ୍ଦକୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଳନ…

ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର,…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ରାଜନୀତିର ଟାଣୁଆ ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପ୍ରାୟ ମାସେ ପୁରିଲାଣି। କେବଳ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରିବା ଛଡ଼ା କେଉଁ କାରଣରୁ ସେ ହତ୍ୟା କଲା ତାର ଉତ୍ତର ମଧ୍ୟ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ପାଖରେ ମଧ୍ୟ ନାଇଁ। ରାଜ୍ୟରେ ନବ ଦାସ…

ଶିକ୍ଷକ ଆନ୍ଦୋଳନ ସ୍ଥଗିତ 

ଓଏଲ୍‌ ବ୍ୟୁରୋ: ୩ ଦଫା ଦାବି ନେଇ ରାଜଧାନୀ ରାଜରାସ୍ତାରେ ରଣହୁଙ୍କାର ଦେଉଥିବା ଶିକ୍ଷକ ସଂଘ ଆଜି ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଡିସେମ୍ବର  ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛି ପ୍ରାଥମିକ ଶିକ୍ଷକ ସଂଘ । ୬ରୁ ୨୦ ତାରିଖ ଭିତରେ ଦାବି ପୂରଣ ନହେଲେ ୨୧ ତାରିଖରୁ ପୁନର୍ବାର ଆନ୍ଦୋଳନକୁ…

‘ଭୁବନେଶ୍ୱରକୁ ହାଇକୋର୍ଟ ଆଣ,…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରକୁ କଟକରେ ଥିବା ଓଡ଼ିଶା ଉଚ୍ଚନ୍ୟାୟାଳୟକୁ ସ୍ଥାନାନ୍ତର କରାଯାଉ। ଏଥିସହିତ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲା ଘୋଷଣା କରାଯାଉ ବୋଲି ଦାବି କରି ଆଇନଜୀବୀଙ୍କ ଧାରଣା। ଆଜି ଭୁବନେଶ୍ବର କୋର୍ଟରେ ତାଲା ପକାଇ ଧାରଣା ଦେଇଛନ୍ତି ଶହ ଶହ ଆଇନଜୀବୀ। ଭୁବନେଶ୍ବର ଓକିଲ ସଂଘ…

ଜିଦରେ ଓକିଲ ସଂଘ , ସୁପ୍ରିମକୋର୍ଟର…

ଓଏଲ୍ ବ୍ୟୁରୋ : ବର୍ଷ ବର୍ଷ ହେବ ଲାଗିରହିଛି ଓକିଲ ସଂଘ ଆନ୍ଦୋଳନ । ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି କହୁଛନ୍ତି ଓକିଲ ସଂଘ।ଦୀର୍ଘଦିନ ଧରି ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଲାଗିରହିଥିବାବେଳେ ସୁପ୍ରିମକୋର୍ଟ ଏହି ଘଟଣାକୁ ନେଇ ନିର୍ଦ୍ଦେଶ  ଦେଇଥିଲେ ଓକିଲ ସଂଘକୁ…

୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

ଓଏଲ୍‌ ବ୍ୟୁରୋ: ରାସ୍ତା ପାଇଁ ବୀରମିତ୍ରପୁର ବନ୍ଦ। ଯାହାଫଳରେ ବୀରମିତ୍ରପୁର ବିକାଶମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି। ଯାହାଫଳରେ ଗାଡ଼ି ଚଳାଚଳ ବନ୍ଦ ଥିବା ବେଳେ ଦୋକାନ, ବଜାର ବି ବନ୍ଦ ରହିଛି। ପ୍ରଶାସନର ପ୍ରତିଶୃତି ପାଣିର ଗାର। ଜନତାଙ୍କୁ ଦେଇଥିବା ପ୍ରତିଶୃତି…

ବ୍ୟାଙ୍କ କର୍ମଚାରୀଙ୍କ ୨ ଦିନିଆ ଧର୍ମଘଟ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ୨ ଦିନିଆ ବ୍ୟାଙ୍କ ଧର୍ମଘଟ। ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋାଧରେ ବ୍ୟାଙ୍କ ୟୁନିଅନଗୁଡ଼କ ୨ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି। ଗୁରୁବାର ଓ ଶୁକ୍ରବାର ୨ ଦିନ ଏଥିପାଇଁ ବ୍ୟାଙ୍କ ବନ୍ଦ ରହିବ। ଧର୍ମଘଟ ଡାକରା ଫଳରେ ଆଜି ଓ କାଲି ବ୍ୟାଙ୍କ ସେବା ପ୍ରଭାବିତ ହେବ।…

୮୦ କୋଟି ଚଳୁକଲେ ନୟାଗଡ଼ ନେତା, ଗିରଫ…

ନୟାଗଡ଼: ନୟାଗଡ଼ ବିଜେଡିର ବାହୁବଳୀ ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧରୀ ପରିଡ଼ାଙ୍କ ଗିରଫ ଦାବି କଲେ ଦଳିତ-ଆଦିବାସୀ ସୁରକ୍ଷା ମଞ୍ଚ। ବୁଧବାର ଦିନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଶହ ଶହ ଦଳିତ ଲୋକ ନୟାଗଡ଼ ଜିଲ୍ଲାପାଳ ଅଫିସ୍‌ ଘେରାଉ କରିବା ସହ ଦେଇଛନ୍ତି ଧାରଣା। ଏପରିକି ଗୟାଧର ଗିରଫ ନହେଲା…

ଆଜି ଗଡୁନି ମୋ ବସ୍‌, ଧାରଣାରେ ଡ୍ରାଇଭର

ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ଗାଇଡଲାଇନରେ ଅନେକ କଟକଣା କୋହଳ ହେବା ପରେ ବି ଆଜି ରାଜଧାନୀର ସବୁ ରୁଟ୍‌ରୁ ‘ମୋ ବସ୍’ ଗଡିବାକୁ ଥିବା ବେଳେ ଧାରଣାରେ ମୋ ବସ୍ ଡ୍ରାଇଭର। ଭୁବନେଶ୍ୱର ଡିପୋରୁ ଗଡୁନି ୧୨୮ ‘ମୋ ବସ୍’ ରାଜଧାନୀରେ ଆଜି ଗଡୁନି ମୋ ବସ୍। ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ଧାରଣାରେ…