Odisha Link
Bridging the Missing Links in Odisha
Browsing Tag

Strike

ବରଗଡରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ପାଳନ

ବରଗଡ: ବରଗଡରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ପାଳନ। ମୋଟର ଚାଳକ ମାନଙ୍କୁ ସହାୟତା ପ୍ରଦାନ ଦାବି ନେଇ ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା ପକ୍ଷରୁ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡ଼ାକରା ଦିଆଯାଇଛି। ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଦୋକାନ ବଜାର ଓ ଯାନ ବାହାନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିବ।…

ଦରବୃଦ୍ଧି ନେଇ ଆଜି ବାମ ଦଳର ୬ ଘଣ୍ଟିଆ…

ଭୁବନେଶ୍ୱର: ଆଜି ବାମ ଦଳର ଓଡ଼ିଶା ବନ୍ଦ ଡାକରା। ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ବାମ ଦଳ। ସିପିଆଇ, ସିପିଆଇଏମ, ସିପିଆଇଏମଏଲ ଏବଂ ଫରଓ୍ୱାର୍ଡ଼ ବ୍ଳକ୍ ପକ୍ଷରୁ ଏହି ବନ୍ଦ…

ଯୁକ୍ତ ୨ ପରୀକ୍ଷା ବାତିଲ କରିବା ପାଇଁ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଯାହାକୁ ନଜରରେ ରଖି ରାଜ୍ୟ ସରକାର ମ୍ୟାଟ୍ରିକ୍‌ ପରୀକ୍ଷାକୁ ବାତିଲ କରିଛନ୍ତି। ଏସବୁ ମଧ୍ୟରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଶୀଘ୍ର ବାତିଲ କରିବା ପାଇଁ ଭୁବନେଶ୍ବର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀ ମାନେ…

ଅନଲାଇନ୍‌ ପରୀକ୍ଷା ଦାବିରେ…

ଭୁବନେଶ୍ବର: ରାଜ୍ୟରେ ହୁହୁ ବଢିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଯାଏହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ମଧ୍ୟରେ ଅନଲାଇନ୍‌ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ଅନଲାଇନ୍‌ରେ ସେମିଷ୍ଟାର ପରୀକ୍ଷା ଦାବି କରି ଆଜି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ…

ରାସ୍ତା ପାଇଁ ରାସ୍ତା ରୋକ

ବାଲେଶ୍ବର: ରାସ୍ତା ପାଇଁ ରାସ୍ତା ରୋକ କଲେ ଲୋକେ। ରାସ୍ତା ମରାମତି ଦାବିରେ ୬୦ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌) ଅବରୋଧ କଲେ ଲୋକେ। ଆଜି ସକାଳୁ ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥରେ। ମିଳିଥିବା ସୂଚନା ମୁତାବିକ, ବାଲେଶ୍ବର ଜିଲ୍ଲାର…

ଟିଟିପିଏସ୍ ବନ୍ଦ ପ୍ରତିବାଦରେ ଅନୁଗୁଳରେ…

ଅନୁଗୁଳ: ଆଜି ଅନୁଗୁଳରେ ୧୨ ଘଣ୍ଟିଆ ବନ୍ଦ। ଟିଟିପିଏସ ବନ୍ଦ ପ୍ରତିବାଦରେ ବନ୍ଦ ଡାକରା ଦେଇଛି ବିଜେଡି। ତେବେ ଜିଲ୍ଲାର ସମସ୍ତ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ଗାଡିମଟର ଚାଲୁନଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଥିବା ବେଳେ ସମସ୍ତ ସରକାରୀ,…

ଆଜିଠୁ ୪ ଦିନ ପାଇଁ ବ୍ୟାଙ୍କ୍ ବନ୍ଦ

ନୂଆଦିଲ୍ଲୀ: ଆଜିଠୁ ଆସନ୍ତା ୪ ଦିନ ପାଇଁ ବ୍ୟାଙ୍କ୍ ବନ୍ଦ ରହିବ। ମୋବାଇଲ ଓ ଇଣ୍ଟରନେଟ୍‌ ବ୍ୟାଙ୍କିଂକୁ ବାଦ୍‌ ଦେଲେ ଦେଶରେ ଥିବା ସମସ୍ତ ବ୍ୟାଙ୍କ୍‌ ବନ୍ଦ ରହିବ। ଆଜିଠାରୁ ଆସନ୍ତା ମଙ୍ଗଳବାର ଯାଏ ବ୍ୟାଙ୍କର ବ୍ରାଞ୍ଚ ଗୁଡ଼ିକରେ କୌଣସି ଆର୍ଥିକ କାରବାର ହେବନାହିଁ। କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକର…

କୃଷକଙ୍କ ରେଳ ରୋକ: ଧାରଣାରେ ଶୋଇ…

ନୂଆଦିଲ୍ଲୀ: କିଛି ଦିନ ହେବ କୃଷକ ଆନ୍ଦୋଳନ ଜୋର ଧରିଛି। ପ୍ରଥମେ ଟ୍ରାକ୍ଟର ରାଲି ପରେ ଚକା ଜାମ୍ ଓ ଏବେ ରେଳ ରୋକ୍। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ନୂତନ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକ ମାନେ ରେଳ ରୋକ କରିଛନ୍ତି। ଆଜି କୃଷକ ସଂଗଠନ ମାନଙ୍କ ପକ୍ଷରୁ ମଧ୍ୟାହ୍ନ ୧୨ ଟାରୁ…

ମାର୍ଚ୍ଚ ୧୫ରୁ ବ୍ୟାଙ୍କ ଧର୍ମଘଟ, କେତେ…

ନୂଆଦିଲ୍ଲୀ: ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପାଇଁ କେନ୍ଦ୍ର ବଜେଟ୍‌ରେ ଦିଆଯାଇଥିବା ପ୍ରସ୍ତାବକୁ ଜୋରଦାର ବିରୋଧ କରିଛନ୍ତି ବ୍ୟାଙ୍କ ସଂଘ। ଏହାକୁ ନେଇ ବ୍ୟାଙ୍କ ସଂଘ ଧର୍ମଘଟ ଡାକରା ଦେଇଛନ୍ତି। ମାର୍ଚ୍ଚ ୧୫ରୁ ୧୬ ଦୁଇଦିନିଆ ଧର୍ମଘଟ କରାଯିବ ବୋଲି କହିଛନ୍ତି। ୯ଟି ବ୍ୟାଙ୍କ ସଂଘକୁ ନେଇ…

ଚାଷୀ ଆନ୍ଦୋଳନ: ଚକା ଜାମ୍

ଭୁବନେଶ୍ବର: ଆଜି ଦେଶବ୍ୟାପୀ ‘ଚକାଜାମ୍’ କରୁଛନ୍ତି ଚାଷୀ ସଂଗଠନ। କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ବିଭିନ୍ନ ସ୍ଥାନରେ ରାସ୍ତାରୋକା କରାଯାଇଛି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ୩ ଘଣ୍ଟା ଧରି ଅଖ,ଚକ ଜାମ କରୁଛନ୍ତି ଚାଷୀ ସଂଗଠନ। ମାଷ୍ଟରକ୍ୟାଣ୍ଟିନ ଛକରେ ବିଭିନ୍ନ ଚାଷୀ ଓ ଶ୍ରମିକ ସଂଗଠନ…