Odisha Link
Bridging the Missing Links in Odisha
Daily Archives

November 6, 2019

ହନିଟ୍ରାପରେ ଯବାନ, ହେଲେ ଗିରଫ

ନୂଆଦିଲ୍ଲୀ: ପୁଣିଥରେ ହନିଟ୍ରାପର ଶିକାର ହେଲେ ଭାରତୀୟ ଯବାନ। ପାକିସ୍ତାନୀ ମହିଳାଙ୍କୁ ସେନାର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ୨ ଜଣ ଯବାନ ଗିରଫ ହୋଇଛନ୍ତି। ପୋଖରାନରୁ ଘରକୁ ଯାଉଥିବା ବେଳେ ଯୋଧପୁର ରେଲୱେ ଷ୍ଟେସନରୁ ମିଳିତ ଭାବେ ସିବିଆଇ ଓ ଆଇବି ୨ ଯବାନଙ୍କୁ ଗିରଫ କରିଛି। ଗିରଫ ଯବାନ ୨ ଜଣ ହେଉଛନ୍ତି…

ଏଣିକି ପୁରୀକୁ ଗଡ଼ିବ ‘ମୋ…

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ 'ମୋ ବସ୍' ଯୋଜନାକୁ ପୁରିଲା ଏକ ବର୍ଷ। ମୋ ବସ୍‌କୁ ଏକ ବର୍ଷ ପୂର୍ତ୍ତି ଉପଳକ୍ଷେ ଆୟୋଜିତ ହୋଇଥିଲା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ‘ମୋ ବସ’ରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ମୋ ବସ…

ଓପିଟିସିଏଲ: ହିସାବ ଗଡ଼ବଡ଼, କୋଟିଏ ଲୁଟ୍!

ଭୁବନେଶ୍ବର: ଓଡିଶା ବିଦ୍ୟୁ୍ତ ଶକ୍ତି ସଞ୍ଚାରଣ ନିଗମ ଲିଃ (ଓପିଟିସିଏଲ୍) ଟେଲିକମ୍‌ ବିଭାଗରେ ହିସାବ ଗଡ଼ବଡ଼ କରି କୋଟିଏରୁ ଅଧିକ ଟଙ୍କାର ଦୁର୍ନିତି ହୋଇଛି। ଏମିତି ଗଡ଼ବଡ଼ କରି ୪୬ କୋଟି ୯୩ ଲକ୍ଷ ଜାଗାରେ ୪୮ କୋଟି ଟଙ୍କାର ବିଲ୍‌ କରାଯାଇଛି। ଖାଲି ସେତିକି ନୁହେଁ ଫନି ପୁନରୁଦ୍ଧାର କାମରେ ବି ଘୋଟାଲା…

ଫୁଲବାଣି ଆହାର କେନ୍ଦ୍ରକୁ ଅଚାନକ…

ଭୁବନେଶ୍ୱର : ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲା ଯୋଜନା ବୋର୍ଡର ବୈଠକରେ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମନ୍ତ୍ରୀ ଆରୁଖଙ୍କ ଅଧ୍ୟକ୍ଷତାରେ…

କଟକ SCB ମେଡିକାଲ୍‌ ପାଇଁ ହଜାରେ କୋଟି,…

ଭୁବନେଶ୍ୱର: ମୋ ବସ୍‌ରେ ଯାତ୍ରା କରି ଲୋକସେବା ଭବନରୁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକର SCB ମେଡିକାଲ୍ କଲେଜ ଓ ହସ୍ପିଟାଲ ପାଇଁ ୧୦୦୦ କୋଟି ଟଙ୍କା ଘୋଷଣା କଲେ ରାଜ୍ୟ ସରକାର। ଏସସିବି ଭେଷଜ ମହାବିଦ୍ୟାଳୟକୁ ଏମ୍ସ ପ୍ଲସ୍ ଅନୁଷ୍ଠାନ ଭାବରେ ଗଢ଼ି ତୋଳାଯିବାକୁ ଲକ୍ଷ୍ୟ ରଖାଯାଇଛି।…

ରାଜ୍ୟ ବିଜ୍ଞାନ ଓ କାରିଗରୀ…

ଭୁବନେଶ୍ୱର : ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରାଜ୍ୟରେ ବିଭାଗୀୟ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ଅଧିକ ପ୍ରୋତ୍ସାହନ ଓ ପାଣ୍ଠିବରାଦ ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ବିଶେଷ କରି ବିଜ୍ଞାନ କ୍ଷେତ୍ରରେ ଉଚ୍ଚତର ଗବେଷଣା ଏବଂ ‘ଓରେଡା’ର…

ମହାରାଷ୍ଟ୍ର: ପାଓ୍ବାର ପ୍ଲେରୁ ଓହରିଲେ…

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିକଳ୍ପ ହେଉଛି ଭାରତୀୟ ଜନତା ପାର୍ଟି-ଶିବସେନା ମେଣ୍ଟ। ଆମ ଦଳକୁ ବିପକ୍ଷରେ ବସିବାକୁ ଜନମତ ମିଳିଛି। ବିଜେପି-ଶିବସେନା ମିଶି ସରକାର ଗଠନ କରନ୍ତୁ ଆଉ ସୃଷ୍ଟି ହୋଇଥିବା ସଙ୍କଟରୁ ରକ୍ଷା କରନ୍ତୁ। ଏପରି କହିଛନ୍ତି ଏନସିପି ମୁଖିଆ ଶରଦ ପାଓ୍ବାର। ଶରଦଙ୍କ ଏଭଳି…

ସରକାର ବିକିବେ ପିଆଜ

ଭୁବନେଶ୍ବର: ଏଣିକି ପିଆଜ ବିକିବେ ସରକାର। ଦେଶ ସମେତ ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ। ଅହେତୁକ ମୂଲ୍ୟ ବୃଦ୍ଧି ଘଟିଥିବାରୁ ସୁଲଭ ଦରରେ ପିଆଜ ଯୋଗଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ଖାଉଟିଙ୍କୁ ପିଆଜ ଯୋଗାଇବେ ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ଯୋଗାଣ ବିଭାଗ…

ଉର୍ଜା କ୍ଷେତ୍ରରେ ପରିବର୍ତନର ରାସ୍ତା…

ନୂଆଦିଲ୍ଲୀ/ଭୁବନେଶ୍ୱର : ଆଗାମୀ ଦିନରେ ଗୋଟିଏ ଦାୟିତ୍ୱସମ୍ପନ୍ନ ଦେଶ ଭାବରେ ଭାରତ ଉର୍ଜା କ୍ଷେତ୍ରରେ ପରିବର୍ତନର ରାସ୍ତା ନିଜ ଉପାୟରେ ବାହାର କରିବ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏନରିଚ୍ ୨୦୧୯- କେପିଏମଜି ଭାରତର ବାର୍ଷିକ ଉର୍ଜା ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରନ୍ତ୍ରୀ…

ଏହି ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ…

ଭୁବନେଶ୍ବର : ବଲିଉଡର ଆକ୍ସନ ହିରୋ ତଥା ଖିଲାଡି ହିରୋ ଅକ୍ଷୟ କୁମାରଙ୍କୁ ଦର୍ଶକ ସବୁ ଚରିତ୍ରରେ ଅଭିନୟ କରିଥିବାର ଦେଖିସାରିଲେଣି । ଏମିତି କୌଣସି ଅଭିନୟ ନାହିଁ ଯାହା ତାଙ୍କ ପାଇଁ ଅସମ୍ଭବ। ଅକ୍ଷୟ ରୋମାନ୍ସ, କମେଡି ଭଳି ଅନେକ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ଚକିତ କରିଦେଇଛନ୍ତି । ତାଙ୍କ ଅଭିନୀତ…