Odisha Link
Bridging the Missing Links in Odisha
Daily Archives

November 6, 2019

‘ମୋ ବସ୍’: ଟିକେଟ କାଟି ବସ୍‌ରେ…

ଭୁବନେଶ୍ବର: ‘ମୋ ବସ୍’କୁ ପୂରିଲା ବର୍ଷେ। ବର୍ଷକ ପୂର୍ବେ ଟ୍ୱିନ୍-ସିଟିବାସୀଙ୍କ ଗମନାଗମନକୁ ଆହୁରି ସୁବିଧାମୟ କରିବାକୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ‘ମୋ ବସ୍’ ଯୋଜନାକୁ ଏକ ବର୍ଷ ପୂରିଛି। ଗତ ବର୍ଷ ନଭେମ୍ବର ୬ ତାରିଖରେ ଆରମ୍ଭ ହୋଇଥିଲା ଏହି ଯୋଜନା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ…

ନଗଡ଼ା: ଜଳିଲା ବିଜୁଳି

ଯାଜପୁର: ନଗଡ଼ାରେ ଜଳିଲା ବିଜୁଳି। ଲୋକୟୁକ୍ତଙ୍କ ଯାଜପୁର ଜିଲ୍ଲାର ଛଅ ସରକାରୀ ଅଧିକାରୀଙ୍କୁ ନୋଟିସ ଜାରୀ ପରେ ଆଜି ଉପର ନଗଡ଼ାରେ ବିଜୁଳି ଜଳିଛି। ନଗଡ଼ାରେ ବିଭିନ୍ନ କାମରେ ଆର୍ଥିକ ଅନିୟମିତତା ଅଭିଯୋଗ ଉପରେ ଜିଲ୍ଲାର ଛଅ ଜଣ ଅଧିକାରୀଙ୍କୁ ଲୋକୟୁକ୍ତ ନୋଟିସ ଜାରି କରିଥିଲେ। ଏହି ନୋଟିସ ଜାରି ହେବା…

ଭୁଲ ପାଇଁ ନିଜେ ତଣ୍ଡ ଗଣିଲେ ଜିଲ୍ଲାପାଳ…

ଗାଜିଆବାଦ: ଭୁଲ ପାଇଁ ଦଣ୍ଡ ମିଳିଥାଏ। ହେଲେ ଭୁଲ ପାଇଁ ନିଜେ ନିଜକୁ ଦଣ୍ଡିତ କରଥିବା ଖବର ଶୁଣିନଥିବେ। ହେଲେ ବାସ୍ତବରେ ଏପରି ହିଁ ହୋଇଛି। ଗାଜିଆବାଦ ଜିଲ୍ଲାପାଳ ଅଜୟ ଶଙ୍କର ପାଣ୍ଡେ ନିଜେ ନିଜ ଉପରେ ଲଗାଇଛନ୍ତି ୧୦ହଜାର ଟଙ୍କାର ଫାଇନ୍। କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତାଙ୍କ ବ୍ୟକ୍ତିଗତ ସହାୟକଙ୍କ…

ଦିଲ୍ଲୀ: ଓକିଲ-ପୁଲିସ୍‌ ହଙ୍ଗାମା…

ନୂଆଦିଲ୍ଲୀ: ତିସ୍‌ ହଜାରୀ କୋର୍ଟ ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ। ଗତକାଲି ଦିଲ୍ଲୀ ପୁଲିସ୍‌ ମଧ୍ୟ ବିକ୍ଷୋଭ କରିଥିଲା। ଏଥିସହିତ ଏହି ଘଟଣାକୁ ନେଇ ପ୍ରାଥମିକ ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏକ ‘ଗୁଜବ’ କାରଣରୁ ଭୁଲ ବୁଝାମଣା ହୋଇଥିଲା ଏବଂ ପରେ ଏହା ତୁମୂଳକାଣ୍ଡର ରୂପ…

ଏବିଭିପି ଖୋର୍ଦ୍ଧା ଶାଖା ପକ୍ଷରୁ ନଗର…

ଖୋର୍ଦ୍ଧା :ଆଜି ଏବିଭିପି ଖୋର୍ଦ୍ଧା ଶାଖା ପକ୍ଷରୁ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଏବିଭିପିର ପୂର୍ବତନ ରାଜ୍ୟ ସଭାପତି ଶିବପ୍ରସାଦ ପାଢ଼ୀ, ମୁଖ୍ୟ ବକ୍ତା ରାଜ୍ୟ ସଙ୍ଗଠନ ସମ୍ପାଦକ, ଭାବେ ଅଭିଳାଷ ପଣ୍ଡା,ବରିଷ୍ଠ ଶିକ୍ଷାବିତ୍ଡ଼ଃ ଧୀରେନ୍ଦ୍ର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।…

ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ…

ଭୁବନେଶ୍ୱର : ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତ ପିଇଓ ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୨୦ ଦିନ ବିତିଲାଣି । ସ୍ମିତାରାଣୀ ସହ ଦୁର୍ଷ୍କମ କରାଯାଇ ତାଙ୍କୁ ହତ୍ୟା କରାଯାଇଛି । ବିଜେପି ବାରମ୍ବାର ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ହେବା ପାଇଁ ଦାବି କରିଆସୁଥିଲେ ବି ରାଜ୍ୟସରକାର ଏବଂ ଜିଲ୍ଲା ପୋଲିସ…

କଂଗ୍ରେସର ଚିନ୍ତନ ବୈଠକ: ମୁହଁ ଖୋଲିଲେ…

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ପିସିସି ସଭାପତି ପଦକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। କେତେବେଳେ ଅସନ୍ତୁଷ୍ଟ ନିରଞ୍ଜନଙ୍କ ବିରୋଦ୍ଧରେ ମେଳି କରୁଛନ୍ତି ତ ଆଉ କେତେବେଳେ ନିରଞ୍ଜନଙ୍କ ସହ ମିଶି ମାନଭଞ୍ଜନ କରୁଛନ୍ତି। ଏପରିକି ନିରଞ୍ଜନଙ୍କ ବିରୋଧରେ ହାଇକମାଣ୍ଡଙ୍କ ନିକଟରେ ଫେରାଦ ହେବାକୁ ମଧ୍ୟ ନିଷ୍ପତ୍ତି…

ଭୁବନେଶ୍ୱରସ୍ଥ ଆଇଟିଆଇ ପରିଦର୍ଶନ କଲେ…

ଭୁବନେଶ୍ୱର :ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଆଜି ଅଚାନକ ଭୁବନେଶ୍ୱରସ୍ଥିତ ଆଇଟିଆଇକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ଆଇଟିଆଇ ପରିସର ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ସହ ଶିକ୍ଷାଦାନର ବ୍ୟବସ୍ଥା, ନିୟମିତତା, ଶୃଙ୍ଖଳା ଆଦି ସଂପର୍କରେ ପଚାରି ବୁଝିଥିଲେ ।…

ଯାଜପୁରରେ ଉଠା ଜଳ ସେଚନ ସମୀକ୍ଷା କଲେ…

ଭୁବନେଶ୍ୱର : ଉଠା ଜଳ ସେଚନ ଅଧ୍ୟକ୍ଷ ଅମରେଶ ପତ୍ରୀ ଗତକାଲି ଯାଜପୁର ଜିଲ୍ଲା ଧର୍ମଶାଳା ଓ ରସୁଲପୁର ବ୍ଲକର ବିଭାଗୀୟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପସ୍ଥିତିରେ ଦୁଇ ବ୍ଲକରେ ନିର୍ମାଣାଧିନ ଉଠା ଜଳସେଚନ ପ୍ରକଳ୍ପକୁ ଆଗାମୀ ୨୦୧୯-୨୦…

ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ…

ବାଲିଆପାଳ: ବାଲିଆପାଳର ଜାଠିଆସ୍ଥିତ କୃଷ୍ଣଭାନୁ ହାଇସ୍କୁଲରେ ଥିବା ସ୍କୁଲର ଶିକ୍ଷୟତ୍ରୀ ସେହି ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ଆଣିଥିଲେ। ଗଣମାଧ୍ୟମ ଆଗରେ ମାସ ମାସ ଧରି ତାଙ୍କ ସହ ହେଉଥିବା ଶାରୀରିକ ନିର୍ଯାତନା ବିରୋଧରେ ସେ ମୁହଁ ଖୋଲିଥିବା ବେଳେ ଏବେ ଏହି ମାମଲାକୁ ନେଇ…