Odisha Link
Bridging the Missing Links in Odisha
Daily Archives

December 18, 2019

ବିଶାଖାପାଟଣାରେ ଭାରତର ଛକା ଚୌକା ବର୍ଷା,…

ବିଶାଖାପାଟଣା: ବିଶାଖାପାଟଣାରେ ଖେଳ ପ୍ରେମୀ ଦେଖିଲେ ଛକା ଚୈାକାର ବର୍ଷା। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚରେ ରୋହିତ-ରାହୁଲଙ୍କ ଦମଦାର ଶତକ ଦେଖିବାକୁ ମିଳିଛି। ଯୁବ ଖେଳାଳି ଶ୍ରେୟଶ ଆୟର, ଋିଷଭ ପନ୍ଥ ଓ କେଦାର ଯାଦବଙ୍କ ମାଡ଼ରେ ଓ୍ବେଷ୍ଟଇଣ୍ଡିଜ ବୋଲର ଘାଇଲା। ଟିମ୍‌ ଇଣ୍ଡିଆର ଉପଅଧିନାୟକ…

ହାଇଦ୍ରାବାଦ ଗଣଦୁଷ୍କର୍ମ ହତ୍ୟା ଘଟଣା:…

ହାଇଦ୍ରାବାଦ: ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏନକାଉଣ୍ଟର ହୋଇଥିବା ଅପରାଧୀଙ୍କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏନ୍‌କାଉଣ୍ଟରେ ପ୍ରାଣ ହରାଇଥିବା ୪ଅଭିଯୁକ୍ତର ୨ଅଭିଯୁକ୍ତ ପୂର୍ବରୁ ମଧ୍ୟ ୯ଜଣ ମହିଳାଙ୍କ ସହ ସମାନ ଘଟଣା ଘଟାଇଥିବା ଜଣାପଡ଼ିଛି। ପୋଲିସ୍‌ ହେପାଜତରେ…

CAA ଦେଶର ମୁସଲିମଙ୍କ ଉପରେ କୌଣସି…

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳୁଛି ତ ଆଉ କିଛି ସ୍ଥାନରେ ସମର୍ଥନ ଦେଖିବାକୁ ମିଳୁଛି।। ଏହାରି ମଧ୍ୟରେ ସିଏଏକୁ ନେଇ ମୁହଁ ଖୋଲିଛନ୍ତି ଦିଲ୍ଲୀ ଜମା ମସଜିଦର ମୁଖ୍ୟ ଶାହି ଇମାମ୍ ସଇଦ ଅହମଦ ବୁଖାରୀ। ସେ ଆଜି କହିଛନ୍ତି ଯେ, ଦେଶର…

ସଡ଼କ ସୁରକ୍ଷା ଦେଖିବ ଆଇଆଇଟି

ଭୁବନେଶ୍ୱର: ଏଣିକି ଯାନବାହାନ ଚଳାଚଳ ଓ ସୁରକ୍ଷା ସମସ୍ୟାର ଅଡିଟ କରିବ ଥାର୍ଡ ପାର୍ଟି। ଆଇଆଇଟି ଭୁବନେଶ୍ୱର ୬ ମାସରେ ଅଡିଟ କରି ରିପୋର୍ଟ ପ୍ରଦାନ କରିବ। ସଡ଼କ ଦୁର୍ଘଟଣା ସମୀକ୍ଷା ପରେ ପରିବହନ ସଚିବ ଜି.ଶ୍ରୀନିବାସନ ଏହି ସୂଚନା ଦେଇଛନ୍ତି। ଏହାଛଡ଼ା ସେ କହିଛନ୍ତି ଯେ, ଇଞ୍ଜିନିୟରିଂ, ପୂର୍ତ୍ତ ଓ…

ଦ୍ବିତୀୟ ଦିନିକିଆ: ଭାରତର ଦମଦାର…

ବିଶାଖାପଟନମ: ଭାରତ ଦିନିକିଆ ସିରିଜର କର ବା ମର ମ୍ୟାଚ ଅର୍ଥାତ୍ ଦ୍ବିତୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ ଜାରି ରଖିଛି। ଦ୍ବିତୀୟ ଦିନିକିଆରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଯାହାକୁ ଭୁଲ ପ୍ରମାଣିତ କରିଛନ୍ତି ଭାରତୀୟ ଦଳର ଦୁଇ ଅପନର ରୋହିତ ଶର୍ମା…

ବରଗଡ଼ ଧନୁଯାତ୍ରା: ମିଳୁନାହାନ୍ତି ଗଜରାଜ!

ବରଗଡ଼: ୨୦୧୯ର ଶେଷଦିନରେ ଅର୍ଥାତ୍‌ ଡିସେମ୍ବର ୩୧ ତାରିଖରେ ଅନୁଷ୍ଠିତ ହେବ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ବରଗଡ଼ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥାନ୍ତି କଂସ ମହାରାଜା। କଂସ ମହାରାଜ ହାତୀ ଉପରେ ବସି ନଗର ପରିଭ୍ରମଣ କରିବା ଦୃଶ୍ୟ ଧନୁଯାତ୍ରାର ସବୁଠୁ ଆକର୍ଷଣୀୟ ଦୃଶ୍ୟ ହୋଇଥାଏ। ହେଲେ ମିଳୁଥିବା…

କୋଟଗଡ଼ ଅଞ୍ଚଳରେ ଲାଗିଲା ମାଓବାଦୀଙ୍କ…

କୋଟଗଡ:  କନ୍ଧମାଳ ଜିଲ୍ଲାର କୋଟଗଡରେ ମାଓବାଦୀମାନେ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି। ମଙ୍ଗଳବାର ଏକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ମନ୍ତ୍ରୀ ପ୍ରତାପ ଜେନା ଆସିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରୁ ମାଓପୋଷ୍ଟର ଓ ବ୍ୟାନର ଜବତ ହୋଇଛି। ପାଞ୍ଚ ନମ୍ବର ରାଜ୍ୟ ରାଜପଥର କଡରେ ଥିବା ଗଛରେ…

ଅସହିଷ୍ଣୁତାର ଆତଙ୍କ

କିଛି ବର୍ଷ ହେଲା ଆମ ଦେଶରେ ଅସହିଷ୍ଣୁତାର ଆତଙ୍କ ଦେଖା ଦେଇଛି, ଏବଂ କେତେକଙ୍କ ମତରେ ଏହାର ପ୍ରାବଲ୍ୟ ହୋଇଛି କେନ୍ଦ୍ରରେ ବିଜେପି ସରକାର ଆସିବା ପରେ। ଏହି ଅସହିଷ୍ଣୁତାର ପ୍ରଥମ ପର୍ବରେ ଶରବ୍ୟ ହୋଇଥିଲେ ରାଶନାଲିଷ୍ଟ ବା ବୁଦ୍ଧିଜୀବୀ : ୨୦ ଅଗଷ୍ଟ ୨୦୧୩ରେ ନରେନ୍ଦ୍ର ଦାଭୋଲକରଙ୍କୁ ଗୁଳି କରାଗଲା;…

ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ…

ଭୁବନେଶ୍ବର: ଗଳ୍ପ ସଂକଳନ 'ଭାସ୍ବତୀ' ପାଇଁ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ପ୍ରଖ୍ୟାତ ଓଡ଼ିଆ କଥାଶିଳ୍ପୀ ତରୁଣକାନ୍ତି ମିଶ୍ର। ଇଂରାଜୀ ସମେତ ୨୪ଟି ଭାରତୀୟ ଭାଷାର ଲେଖକଙ୍କ ପାଇଁ ଆଜି ସାହିତ୍ୟ ଏକାଡେମୀ ନାମ ଘୋଷଣା କରୁଥିବା ବେଳେ ସେଥିରେ ଶ୍ରୀ ମିଶ୍ରଙ୍କ ନାମ ରହିଛି।…

ସମ୍ବଲପୁରରେ ମହିଳା ପୁଲିସ କରିବେ…

ସମ୍ବଲପୁର: ଚଳିତ ଦିନରେ ସମାଜରେ ନାରୀଙ୍କ ପ୍ରତି ଚାଲିଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ସମ୍ବଲପୁର ପୁଲିସ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି। ମହିଳାମାନଙ୍କ ସୁରକ୍ଷା ପାଇଁ ମହିଳା ପୁଲିସର ଏକ ପାଟ୍ରୋଲିଂ ଟିମ୍‍ ଗଠନ କରାଯାଇଛି। ଡିଏସ୍‍ପି ସୁଜାତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍‍ ଭିଡ଼…