Odisha Link
Bridging the Missing Links in Odisha
Daily Archives

December 18, 2019

ବିଧାନସଭା ବାଚସ୍ପତିମାନଙ୍କର ସମ୍ମିଳନୀରେ…

ଡେରାଡୁନ୍‌: ଉତ୍ତରାଖଣ୍ଡ ବିଧାନସଭା ଆନୁକୂଲ୍ୟରେ ଡେରାଡୁନ୍‌ଠାରେ ଆୟୋଜିତ ୭୯ତମ ବିଧାନସଭା ବାଚସ୍ପତିମାନଙ୍କର ସମ୍ମିଳନୀରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଯୋଗଦେଇଛନ୍ତି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀ ୧୮ ଓ ୧୯ ତାରିଖ ଦୁଇଦିନ କ୍ରିଧ…

ହାଇଦ୍ରାବାଦ ଗସ୍ତ କଲେ ମନ୍ତ୍ରୀ…

ଭୁବନେଶ୍ବର: ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ତିନିଦିନିଆ ହାଇଦ୍ରାବାଦ ଗସ୍ତରେ ଯାଇଛନ୍ତି । ବିଭିନ୍ନ ଆଇଟି କମ୍ପାନୀ ସହ ଆଲୋଚନା ସହିତ ଆଇଟି କ୍ଷେତ୍ରରେ ରାଜ୍ୟରେ ବ୍ୟା ପକ ନିଯୁକ୍ତି ସୁଯୋଗସୃଷ୍ଟି, ଷ୍ଟାର୍ଟଅପ୍‌ ଓଡ଼ିଶା…

ଗତବର୍ଷ ଆଜିର ତାରିଖ ତୁଳନାରେ ୪୩% ଅଧିକ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ନିମନ୍ତେ ଖରିଫ ଧା ସଂଗ୍ରହ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ୧ ଲକ୍ଷ ୪୧ ହଜାର ୫୪୦ ଜଣ ଚାଷୀ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ଜରିଆରେ ମୋଟ ୯୬ ଲକ୍ଷ ୧୧ ହଜାର ୨୪ କ୍ୱିଣ୍ଟାଲ୍‌ ଧାନ ବିକ୍ରି କରିଛନ୍ତି। ଗତବର୍ଷ ଆଜି ତାରିଖ ତୁଳନାରେ ଧାନସଂଗ୍ରହ ୪୩…

ମୋ ସରକାର: ଭିଡିଓ କନ୍‌ଫରେନ୍ସିଂ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ମୋ ସରକାର’ ଯୋଜନାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘୋଷଣା କରାଯାଇଥିବା ବିଭିନ୍ନ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌, ମେଡିକାଲ୍‌ର ନିର୍ମାଣ କାର୍ଯ୍ୟ ଏବଂ ଜନହିତକାରୀ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଓଡ଼ିଶାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ୁ…

ଭୁବନେଶ୍ବର: ଭାରତବର୍ଷର ଅନେକ ବିଦେଶୀ ରହିଛନ୍ତି। ଭାରତରେ ବାହର ଲୋକ କିଏ ସେମାନଙ୍କୁ ଚିହ୍ନିବାର କୌଣସି ବ୍ୟବସ୍ଥା ନାହିଁ। ରାଷ୍ଟ୍ର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜାତୀୟ ନାଗରିକ ପଂଜିକାକୁ ଲାଗୁ କରିବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି। ଏ ଦେଶର ସଂସଦ ତାକୁ ଗ୍ରହଣ କରିଛି। ଏହା ରାଷ୍ଟ୍ରର ହିତ ଏବଂ…

ସିଏଏ ଓ ଏନ୍ଆରସିକୁ ଉତ୍କଳ…

ଭୁବନେଶ୍ୱର: ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି। ଏହି ଆଇନ ଦେଶର ସମ୍ବିଧାନର ଗରିମାକୁ କ୍ଷୁର୍ଣ୍ଣ କରୁଛି ବୋଲି ଆନ୍ଦୋଳନକାରୀ ଯୁକ୍ତି ବାଢିଛନ୍ତି। ଖାସକରି ଉତ୍ତରପୂର୍ବ ଭାରତରେ ସିଏଏ ବିରୋଧରେ ଲୋକମାନେ ରାଜରାସ୍ତାକୁ ବାହାରିଛନ୍ତି। ତେବେ…

ଆଈମା’ କାହାଣୀ କହୁଛନ୍ତି…

ଭୁବନେଶ୍ବର: ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ‌୍ରୀ ସାମନ୍ତସିଂହାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ। ଆଜି ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଲେଖାଶ୍ରୀଙ୍କୁ ଟାର୍ଗେଟ କରିଛି ବିଜେଡି। ବିଜେଡି ନେତ୍ରୀ ସୁଲତା ଦେଓ କହିଛନ୍ତି ଯେ, ସ୍ମିତାରାଣୀଙ୍କ ମୃତ୍ୟୁ ଏକ ସମ୍ବେଦନଶୀଳ…

ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଏବର୍ଷ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ୨୦୧୯ରେ ମିଳିବନାହିଁ ଫାଶୀ। ୨୦୧୯ ପରିିବର୍ତ୍ତେ ୨୦୨୦ରେ ମିଳିବ ଫାଶୀ। କାରଣ ଆଜି ନିର୍ଭୟା ମାମଲାରେ ୪ ଦୋଷୀଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଶୁଣାଣିକୁ ସ୍ଥଗିତ ରଖିଲେ ପଟିଆଲା ହାଉସ କୋର୍ଟ। ଆସନ୍ତା ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି…

ରାସ୍ତା ମରାମତି ପାଇଁ ପ୍ରତିବାଦ

ଯାଜପୁର: ହେଲମେଟ ପିନ୍ଧି ରାସ୍ତା ଉପରେ ଶୋଇ ପ୍ରତିବାଦ। ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥରେ ଅବୋରଧ କରିଛନ୍ତି ସ୍ଥାନୀୟ ଲୋକେ। ଚଣ୍ଡିଖୋଲ ଠାରୁ ଡୁବୁରୀ ଦେଇ ସୁକିନ୍ଦା ଖଣି ଅଞ୍ଚଳକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଅବସ୍ଥା ସୋଚନୀୟ ହୋଇ ପଡିଛି। ମରାମତି ଅଭାବରୁ ରାସ୍ତା ସାରା ଖାଲ ଖମାରେ…

ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୯ ପାଇବେ…

ନୂଆଦିଲ୍ଲୀ: ୨୦୧୯ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବରିଷ୍ଠ କଂଗ୍ରେସ ନେତା, ଲେଖକ ତଥା ସାଂସଦ ଶଶି ଥରୁର। ‘ଆନ୍ ଏରା ଅଫ୍ ଡାର୍କନେସ୍: ଦି ବ୍ରିଟିଶ୍ ଏମ୍ପାୟାର ଅଫ୍ ଇଣ୍ଡିଆ’ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବେ ଶଶି ଥରୁର। ଏହି ବହିଟି ୨୦୧୬ ମସିହାରେ ପ୍ରକାଶିତ ହୋଇଥିଲା। ଆଜି…