Odisha Link
Bridging the Missing Links in Odisha
Daily Archives

March 21, 2020

କରୋନାକୁ ନ ଡ଼ରି ବିବାହ କଲେ ଭାରତୀୟ…

ଲଣ୍ଡନ : କରୋନା ଭୂତାଣୁ ପାଇଁ ଏବେ ସାରା ଦୁନିଆ ଚିନ୍ତିତ । ତେବେ ଏହି ଡ଼ର ୧୦୦ ବର୍ଷ ବୟସ୍କ ଭାରତୀୟ ସିନେମା ନିର୍ମାତା ପାଓ୍ବର ଅବାସ୍‌ଙ୍କ ବିବାହକୁ ରୋକି ପାରିନ ଥିଲା । ସେ ଓ ତାଙ୍କ ୭୦ ବର୍ଷ ବୟସ୍କା ପ୍ରେମିକା ଜୁର୍‌ ଜହିର୍‌ ଲଣ୍ଡନର ଏକ କୋର୍ଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୁହେଁ…

ଜଣେ ମହିଳାଙ୍କ ଭିଡିଓ ଶେୟାର କଲେ…

ନୂଆଦିଲ୍ଲୀ: ସାରା ବିଶ୍ବରେ ବର୍ତ୍ତମାନ ଗୋଟାଏ ଚର୍ଚ୍ଚା ତାହା ହେଉଛି କରୋନା ଭାଇରସ୍। ୯ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି କରୋନା ଭାଇରସର ପ୍ରକୋପରେ ମୃତ୍ୟୁବରଣ କରି ସାରିଲେଣି। ଦିନକୁ ଦିନ ଭାରତରେ ମଧ୍ୟ କରୋନା ଭାଇରସର ପ୍ରକୋପ ଦେଖିବାକୁ ମିିଳୁଛି। ଭାରତରେ ୨୮୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ…

କରୋନା ଟେଷ୍ଟିଂ କିଟ୍‌: ୧୦ ମିନିଟ୍‌ରେ…

ଓଏସ୍‌ ବ୍ୟୁରୋ: ସାରା ବିଶ୍ବ କରୋନା ଭୂତାଣୁକୁ ନେଇ ଚିନ୍ତାରେ। ଏ ପର୍ଯ୍ୟନ୍ତ ୯୦୦୦ରୁ ଉର୍ଦ୍ଧ୍ବ ଲୋକ ଏହା ଦ୍ବାରାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେଣି। ତେବେ ଏହାର ପରୀକ୍ଷଣ ବେଶ୍‌ ସମୟ ଓ ବ୍ୟୟସାପେକ୍ଷ। ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଦ୍ବାରା ଅତ୍ୟାଧୁନିକ ପରୀକ୍ଷା କେନ୍ଦ୍ରରେ ସନ୍ଦିଗ୍ଧଙ୍କର ରକ୍ତ…

‘ଜନତା କର୍ଫ୍ୟୁ’: କାଲି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସର ମୁକାବିଲା ପାଇଁ ଦେଶବାସୀଙ୍କୁ ମାର୍ଚ୍ଚ ୨୨ ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହିତ ଦେଶବାସୀ ଘରୁ…

ଏଣିକି ୧୧୧ଟି ପରୀକ୍ଷାଗାରରେ କରୋନା…

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଳବ ଅଗ୍ରଓ୍ବାଲ କହିଛନ୍ତି ଯେ, ଆଜିଠାରୁ ଦେଶର ୧୧୧ଟି ପରୀକ୍ଷାଗାରରେ କରୋନା ଭାଇରସର ପରୀକ୍ଷା କରାଯିବ। ଏହା ପୂର୍ବରୁ କେବଳ ୭୨ଟି ସରକାରୀ ପରୀକ୍ଷାଗାରରେ କରୋନା…

୫୬ ଲକ୍ଷ ଟଙ୍କାର ନକଲି ସାନିଟାଇଜର୍‌ ଜବତ

ବେଙ୍ଗାଲୁରୁ: ଆପଣ ସାନିଟାଇଜର କିଣୁଛନ୍ତି କି? ସାବଧାନ। ଆପଣ ଧୋକା ଖାଇ ପାରନ୍ତି। ହୁଏତ ଏହି ସାନିଟାଇଜର୍‌ ଆପଣଙ୍କୁ ସୁରକ୍ଷିତ ରଖି ନ ପାରେ। କାରଣ ବଜାରରେ ବୁଲୁଛି ନକଲି ସାନିଟାଇଜର୍। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଶରେ ହାଣ୍ଡ-ସାନିଟାିଜର୍‌ର ଚାହିଦା ବଢ଼ିଥିବା ବେଳେ ଏହାକୁ ନେଇ ଅସାଧୁ…

ଦିଲ୍ଲୀରେ ୮.୫ ଲକ୍ଷ ଲୋକଙ୍କୁ ୫୦୦୦…

ନୂଆଦିଲ୍ଲୀ: କରୋନା କଟକଣାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆଜି ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ଥିବା ପ୍ରାୟ ୮.୫ ଲକ୍ଷ ହିତାଧିକାରୀଙ୍କୁ ୪୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ୍‌ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଆସନ୍ତା ଏପ୍ରିଲ ୭ ତାରିଖ ସୁଦ୍ଧା ଏହି ଭତ୍ତା…

ଓଡ଼ିଶା ଲକ୍‌ଡାଉନ୍: କ’ଣ କରିବେ,…

ଭୁବନେଶ୍ବର: କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରରେ ପ୍ରାୟ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ୭ ଦିନରୁ ଅଧିକ ସମୟ ଧରି (୨୨ ମାର୍ଚ୍ଚ ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ) ଏହି ଲକ୍‌ଡାଉନ୍‌ ବଳବତ୍ତର ରହିବ। ଯେଉଁମାନେ ଲକ୍‌ଡାଉନ୍‌ ଅମାନ୍ୟ କରିବେ…

ବିଜେପିରେ ମିଶିଲେ ମଧ୍ୟପ୍ରଦେଶର ୨୨…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ୨୨ ବିଦ୍ରୋହୀ କଂଗ୍ରେସ ବିଧାୟକ ଆଜି ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ସାକ୍ଷାତ ରକିଛନ୍ତି। ନୂଆକରି ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପସ୍ଥିତିରେ ସେମାନେ ଆଜ ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି। ଏଥିସହିତ କଂଗ୍ରେସରୁ ଇସ୍ତଫା…

କରୋନା ଲଢ଼େଇରେ ଆଗରେ ଓଡ଼ିଶା, ଦେଶର ସବୁଠୁ…

ଭୁବନେଶ୍ବର: କରୋନା ବିପତ୍ତିକୁ ନେଇ ବିଭିନ୍ନ ପଦକ୍ଷେପ ନେବାରେ ଓଡ଼ିଶା ଆଗୁଆ ରହିଛି। ଅନ୍ୟ ରାଜ୍ୟ ତୁଳନାରେ ସଚେତନତା ଓ ପଦକ୍ଷେପ ଉଭୟ କ୍ଷେତ୍ରରେ ବହୁ ପାଦ ଅଗରେ ଅଛି ଓଡ଼ିଶା। ବିଦେଶୀ ମାନଙ୍କୁ ଜାଞ୍ଚ କରିବା, ଘରେ ଏକାନ୍ତବାସରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହ ଦେବା, ସ୍ବତନ୍ତ୍ର…