Odisha Link
Bridging the Missing Links in Odisha
Daily Archives

March 21, 2020

କରୋନା କଟକଣା: ଦିଲ୍ଲୀରେ ଦରିଦ୍ର ଓ…

ନୂଆଦିଲ୍ଲୀ: କରୋନା କଟକଣାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଗରୀବ ଓ ଗୃହହୀନଙ୍କୁ ମାଗଣା ଖାଦ୍ୟ ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ଆଜି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଦିଲ୍ଲୀରେ ଥିବା ସମସ୍ତ ରାତ୍ରି-ଆଶ୍ରୟ ଗୃହରେ ଦିନକୁ ଦୁଇ ବେଳା ମାଗଣା…

କରୋନା: ଟ୍ବିଟରର ପଦକ୍ଷେପକୁ ମୋଦିଙ୍କ…

ନୂଆଦିଲ୍ଲୀ: ସାରା ବିଶ୍ବକୁ କରୋନା ଚିନ୍ତା ଏପରିକି ଏହି ମହାମାରୀର ମୁକାବିଲା ପାଇଁ ସମସ୍ତେ ଏକଜୁଟ ହେଉଛନ୍ତି। କରୋନା ଭାଇରସରୁ କିଭଳି ରକ୍ଷା ପାଇବେ ସେଥିପାଇଁ ସମଗ୍ର ବିଶ୍ବରେ ସଚେତନତା ବାର୍ତ୍ତା ବଣ୍ଟା ଯାଉଛି। ଏଥିସହିତ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଭିଭିନ୍ନ ସୋସିଆଲ ମିଡିଆ ସାଇଟ ଅଣ୍ଟା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫ ଜିଲ୍ଲା…

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ରାଜ୍ୟରେ ଥିବା କଟକଣା ବଳବତ୍ତର ରହିବା ସହ ଆସନ୍ତାକାଲି ଠାରୁ ୭ ଦିନ ଯାଏଁ ରାଜ୍ୟର ୪୦ ପ୍ରତିଶତ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ…

ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ଭାବେ କମଲନାଥ…

ଭୋପାଲ: ରାଜନୀତିକୁ ନେଇ ମଧ୍ୟପ୍ରଦେଶରେ ଚାଲିଥିବା ମହାନାଟକରେ ଗତକାଲି ଶକ୍ତି ପରୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କମଲନାଥ। ଏହାପରେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଚାଲିଛି ଖୁବ୍‌ ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟ ଦୌଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ…

ଜନତା କର୍ଫ୍ୟୁ: କାଲି ରାଜ୍ୟର ୮୦…

ଭୁବନେଶ୍ବର: ଆସନ୍ତାକାଲି ସାରା ଦେଶରେ ହେବ ଜନତା କର୍ଫ୍ୟୁ। ଏହାକୁ ନଜରରେ ରଖି କାଲି ରାଜ୍ୟର ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ବନ୍ଦ ରହିବ। କରୋନା ସଚେତନତା ପାଇଁ ଏଭଳି ବଡ଼ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତି। ଏଥିସହିତ ସେ କହିଛନ୍ତି ଯେ, ପେଟ୍ରୋଲ ପମ୍ପରେ…

ଜନତା କର୍ଫ୍ୟୁ: କଟକରେ ଲାଗିଲା କଟକଣା

କଟକ: ମାର୍ଚ୍ଚ ୨୨ ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ଦୃଷ୍ଟିରେ ରଖି କଟକରେ ବିଭିନ୍ନ କଟକଣା ଲାଗୁ ହୋଇଛି। ଜନତା କର୍ଫ୍ୟୁ ଯୋଗୁଁ ରବିବାର କଟକରେ ଘରୋଇ ବସ ଚଳାଚଳ ବନ୍ଦ ରହିବ। ଏନେଇ ଘରୋଇ ବସ ମାଲିକ ସଂଘ…

ରାଜଧାନୀର ସମସ୍ତ ପାର୍କ ବନ୍ଦ

ଭୁବନେଶ୍ବର: କରୋନା ଭୂତାଣୁୁର ମୁକାବିଲା ପାଇଁ ରାଜ୍ୟ ସରକାର ଆପଣଉଛନ୍ତିି ଅନେକ ନିୟମ ଓ ବ୍ୟବସ୍ଥା। କରୋନା ଭୂତାଣୁର ମୁକାବିଲା ପାଇଁ ରାଜଧାନୀର ସମସ୍ତ ପାର୍କ ବନ୍ଦ କଲା ବିଏମସି। ଆସନ୍ତାକାଲିଠୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ଭୁବନେଶ୍ବରର ସମସ୍ତ ପାର୍କ। ରାଜଧାନୀର ସମସ୍ତ ସରକାରୀ ଓ ଘରୋଇ…

ଜନତା କର୍ଫ୍ୟୁ: କାଲି ରାଜ୍ୟରେ ଘରୋଇ ବସ୍…

ଭୁବନେଶ୍ବର: ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପ୍ରରିପେକ୍ଷୀରେ ଆସନ୍ତାକାଲି ରାଜ୍ୟ ତମାମ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ। ସୂଚନାଥାଉକି,…

ମାଲକାନଗିରିରେ ଭୂମିକମ୍ପ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାରେ ଅନୁଭବ ହେଲା ମୃଦୁ ଭୂମିକମ୍ପ। ଜିଲ୍ଲାର ନାୟକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୨ ରହିଛି ବୋଲି ଜିଲ୍ଲାର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଏହି ଭୂମିକମ୍ପର କେନ୍ଦ୍ର…

କରୋନା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼…

ଲକ୍ଷ୍ମୌ: ସାରା ବିଶ୍ବରେ କରୋନା ଭୂତାଣୁ ରଚିଛି ଆତଙ୍କ। ଏପରିକି ଭାରତରେ ମଧ୍ୟ ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା ଭାଇରସ୍। ଏହି ମହାମାରୀ ପାଇଁ ବ୍ୟବସାୟ ଏକ ପ୍ରକାର ଠପ୍‌ ହୋଇଯାଇଛି। ଏହି ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଭାଇରସକୁ ନେଇ କରିଛନ୍ତି ବଡ଼ ଘୋଷଣା।…