Odisha Link
Bridging the Missing Links in Odisha
Daily Archives

March 27, 2020

କରୋନା କ’ଣ ଗୁପ୍ତରୋଗ? ଲୋକଙ୍କ…

ଶୁଭ୍ରାଂଶୁ ପଣ୍ଡା କରୋନା ଏକ ଭୂତାଣୁ। ସାରା ବିଶ୍ବରେ ପ୍ରାୟ ୬ ଲକ୍ଷ ପାଖାପାଖି ଲୋକ ଏବେ ଏ ରୋଗରେ ପୀଡ଼ିତ। ଏହା କୌଣସି ଯୌନରୋଗ, ଗୁପ୍ତରୋଗ ବା ଲଜ୍ଜାଜନକ ରୋଗନୁହେଁ। ବହୁ ସେଲିବ୍ରିଟିଙ୍କୁ ଏ ରୋଗ ହୋଇଛି ଓ ଅନ୍ୟର ସଚେତନତା ପାଇଁ ସେମାନେ ନିଜେ ଏ କଥା ଜଣାଇଛନ୍ତି। ଅଥଚ ଓଡ଼ିଶାରେ ସରକାର…

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ପରେ…

ଓଏଲ୍‌ ବ୍ୟୁରୋ: ଦୁଇଦିନ ତଳେ ବ୍ରିଟେନ୍‌ ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଥିବା ବେଳେ ଆଜି ଦେଶର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାର କିଛି ସମୟ ପରେ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ମଧ୍ୟ କରୋନା ଭାଇରସ…

କରୋନା ମୁକାବିଲା: ୧୦ ଜଣ ଭଡ଼ାଟିଆଙ୍କ ଭଡ଼ା…

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା କରିବା ସରକାରଙ୍କଠୁ ଆରମ୍ଭ କରି ବେସରକାରୀ ସଂସ୍ଥା ଅଣ୍ଟା ଭିଡିଛନ୍ତି। ଏହି ମହାମାରୀର ମୁକାବିଲା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଉଛନ୍ତି। ସରକାର, ବିଭିନ୍ନ ଶିଳ୍ପ ସଂସ୍ଥା, କଳାକାର, ଖେଳାଳୀ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏପରି ସମୟରେ ପେଟ…

କରୋନା ମୁକାବିଲା: ସହାୟତାର ହାତ ବଢ଼ାଇଲେ…

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା କରିବା ସରକାରଙ୍କଠୁ ଆରମ୍ଭ କରି ବେସରକାରୀ ସଂସ୍ଥା ଅଣ୍ଟା ଭିଡିଛନ୍ତି। ଏହି ମହାମାରୀର ମୁକାବିଲା ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଉଛନ୍ତି। ସରକାର, ବିଭିନ୍ନ ଶିଳ୍ପ ସଂସ୍ଥା, କଳାକାର, ଖେଳାଳୀ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦାନ କରୁଛନ୍ତି। ଏପରି ଘଡ଼ିସନ୍ଧୀ…

ହାତୀ ବୁଡ଼ିଯାଉଛି, ଛେଳି ପଚାରୁଛି ପାଣି…

ଶୁଭ୍ରାଂଶୁ ପଣ୍ଡା ଗତକାଲି ସୁବ୍ରତ ବାଗ୍‌ଚୀ କହିଥିଲେ- ହାତୀ ବୁଡ଼ିଯାଉଛି, ହେଲେ ଛେଳି ପଚାରୁଛି ପାଣି କେତେ। କରୋନା ଭୂତାଣୁର ଭୟାବହତା ନେଇ ଓଡ଼ିଶା କରୋନା ମୁକାବିଲା ମୁଖପାତ୍ର ଶ୍ରୀ ବାଗ୍‌ଚୀ ହାତୀ ଆଉ ଛେଳିର ଉଦାହରଣ ଦେଇ ତଥାକଥିତ ବୁଦ୍ଧିମାନ ମଣିଷର ବୋକାମୀ କଥା ବଖାଣିଥିଲେ। ହେଲେ ସେଇ ସମାନ…

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ କରୋନା

ଓଏଲ୍‌ ବ୍ୟୁରୋ: ବ୍ରିଟେନ୍‌ ରାଷ୍ଟ୍ରମୁଖ୍ୟ କରୋନା ଆକ୍ରାନ୍ତ। ଦୁଇଦିନ ତଳେ ବ୍ରିଟେନ୍‌ ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଥିବା ବେଳେ ଆଜି ଦେଶର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଛି। ୧୦ ଡାଉନିଂ ଷ୍ଟ୍ରୀଟ୍‌ ମୁଖପାତ୍ରଙ୍କ କହିବା…

ଗରିବଙ୍କ ପାଇଁ ୨୨୦୦ କୋଟି ଟଙ୍କାର…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ ସାରା ବିଶ୍ବ ପାଇ ସଙ୍କଟ ସାଜିଛି। ମହାମାରୀ କରୋନା ପାଇଁ ଗରିବ ଲୋକଙ୍କ ଜୀବନ ଜିବିକା ବିଶେଷ ଭାବେରେ ପ୍ରଭାବିତ ହୋଇଛି। ଅପରପକ୍ଷେ ଆଜି କରୋନା ମୁକାବିଲା ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୨ ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି…

ଲକଡାଉନ: ଅଧା ବାଟରେ ରହିଲା ବରଯାତ୍ରୀ,…

ମିରଟ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକଡାଉନ। ଏହି ସମୟରେ ରାସ୍ତାକୁ ନବାହାରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହେଲେ ମୁଖ୍ୟତଃ ଦେଶରେ ଏହି ସମୟ ବିବହା ଋତୁ ହୋଇଥାଏ। ଏହି ଲକଡାଉନ ସମୟରେ ଯାହାର ବିବାହ ପଡ଼ିଛି ସେମୋ…

ଗୁରୁଦ୍ବାରରେ ଆତଙ୍କବାଦୀ ଆକ୍ରମଣ, ୨୫…

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବ କରୋନା ଭୂତାଣୁ ସହ ଲଢ଼େଇ ଜାରି ରଖିଥିବା ବେଳେ ଇସ୍‌ଲାମିକ୍‌ ଷ୍ଟେଟ୍‌ (IS) ଆତଙ୍କବାଦୀମାନେ ପୁଣି ନିଜର ଘୃଣ୍ୟ ଚେହେରା ଦେଖାଇଛନ୍ତି। ଆଫଗାନିସ୍ଥାନର ଏକ ୪୦୦ ବର୍ଷ ପୁରୁଣା ଗୁରୁଦ୍ବାର ଭିତରେ ପଶି ୨୫ ଜଣ ନିରୀହ ଶିଖଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ବୁଧବାର ଦିନ…

ଲୋକସେବା ଭବନରେ ହେବ ବଜେଟ୍ ଅଧିବେଶନ

ଭୁବନେଶ୍ବର: ବିଧାନସଭା ଗୃହ ପରିବର୍ତ୍ତେ ଲୋକସଭା କନଭେନସନ୍ ହଲରେ ହେବ ବଜେଟ୍‌ ଅଧିବେଶନ। ମାର୍ଚ୍ଚ ୩୧ ପରିବର୍ତ୍ତେ ମାର୍ଚ୍ଚ ୩୦ରେ ଆସିବ ବ୍ୟୟ ମଞ୍ଜୁରୀ ବିଲ୍। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ସ୍ଥାନ ପରିବର୍ତ୍ତନ ହୋଇଥିବା କହିଛନ୍ତି ବାଚସ୍ପତି…