Odisha Link
Bridging the Missing Links in Odisha
Daily Archives

April 6, 2020

କରୋନା: ଆମେରିକାରେ ଓଡ଼ିଆ ମହିଳା ମୃତ

ନ୍ୟୁଜର୍ସି: ଆମେରିକାରେ ଆଜି ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୦ ହଜାର ଡେଇଁଥିବା ବେଳେ ୧୦,୩୦୦ରୁ ଅଧିକ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଲାଣି। ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଓଡ଼ିଆ ବ୍ୟକ୍ତି ଆଜି ସେଠାରେ ପ୍ରାଣ ହରାଇଛନ୍ତି। ମୃତ ମହିଳାଙ୍କ ବୟସ ୫୦ ବର୍ଷ। ସେ ନ୍ୟୁଜର୍ସିର…

କେନ୍ଦ୍ରାପଡ଼ାରେ ଦୁବାଇ ଫେରନ୍ତା କରୋନା…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉଜଣେ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ତାଙ୍କର ଘର କେନ୍ଦ୍ରାପଡ଼ାରେ। ୩୨ ବର୍ଷିୟ ଏହି ଯୁବକ ଜଣକ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିଲେ। https://twitter.com/HFWOdisha/status/1247196539929292800…

କେନ୍ଦ୍ରାପଡ଼ାରେ ପ୍ରଥମ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ। କେନ୍ଦ୍ରାପଡ଼ାର ଜଣେ ୩୨ ବର୍ଷୀୟ ଯୁବକ ଯିଏ ଦୁବାଇରୁ ଫେରିଥିଲେ ତାଙ୍କ ନମୁନା ପଜିଟିଭ ଆସିଥିବା ନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଆକ୍ରାନ୍ତ ଯୁବକ କେନ୍ଦ୍ରାପଡା ଅଞ୍ଚଳର ଏବଂ ସେ ଗତ ୨୪ ମାର୍ଚ୍ଚରେ ସେ ଦୁବାଇରୁ ଫେରିଥିଲେ ବୋଲି…

ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌…

ଓଏଲ୍‌ ବ୍ୟୁରୋ: ଭାରତରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ଶସ୍ତା ଓ ସହଜଲବ୍ଧ ଔଷଧ। ମୁଖ୍ୟତଃ ମ୍ୟାଲେରିଆ ପାଇଁ ବ୍ୟବହୃତ ଏ ଔଷଧର ରୋଗପ୍ରତିରୋଧକ ଶକ୍ତିକୁ ଦୃଷ୍ଟିରେ ରଖି ଏହାକୁ କରୋନା ଭୂତାଣୁ ନାଶକ ବୋଲି ଦାବି ହେଉଛି। କୋଭିଡ୍-୧୯ର ଔଷଧ ବୋଲି କିଛି ପାଶ୍ଚାତ୍ୟ ଦେଶରେ ଘୋଷଣା ହେବା ପରେ ଭାରତ…

ଭାରତ ଠାରୁ ୩ ସପ୍ତାହ ଆଗରେ ଆମେରିକା:…

ନୂଆଦିଲ୍ଲୀ: ଭାରତର କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି। ଆମେରିକା ଠାରୁ ମାତ୍ର ୩ ସପ୍ତାହ ପଛରେ ରହିଛି ଭାରତ। ଅର୍ଥାତ୍‌ ଆଜି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୨୮୧ ଛୁଇଁଥିବା ବେଳେ ମାର୍ଚ୍ଚ ୧୫ରେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଏତିକି ରହିଥିଲା। ମାତ୍ର ୩…

ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାର…

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା କରିବା ଲାଗି ଓଡ଼ିଶା ସମେତ ସାରା ଦେଶରେ ଲକ୍‌ଡାଉନ୍‌ (ତାଲାବନ୍ଦ) ଜାରି କରାଯାଇଛି। ଏହି କାରଣରୁ ରାଜ୍ୟରେ ସ୍ୱାଭାବିକ କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ପଦକ୍ଷେପ ନେବା ପାଇଁ ଜିଲ୍ଲାସ୍ତରୀୟ କୃଷି ଅଧିକାରୀମାନଙ୍କୁ…

‘ମା’ ମାନେ ଘରର ପୋଲିସ:…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ହେଲେ ମହାମାରୀ କରୋନା ବିରୋଧୀ ଲଢେଇରେ ମିଶନ ଶକ୍ତିର ମହିଳାଙ୍କ ଅବଦାନ ବି ବେଶ ଗୁରୁତ୍ୱପୂର୍ଣ୍ଣ। ଡାକ୍ତର, ପୋଲିସ ଭଳି ସେମାନେ ବି ଏ ବିପଦ ବେଳେ ସମାଜ ସେବା କରିବାକୁ ଆଗେଇ ଆସିଛନ୍ତି। ଘରୁ…

କରୋନା ପାଇଁ ନକ୍ସଲଙ୍କ ଅସ୍ତ୍ରବିରତି…

ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି ମାଓବାଦୀ। ନିଷିଦ୍ଧ ନକ୍ସଲ ସଂଗଠନ ସିପିଆଇ (ମାଓବାଦୀ) ଆଜି ଏକପାଖିଆ ଅସ୍ତ୍ରବିରତି ଘୋଷଣା କରିଛି। ଏହା ସହ ଦୁର୍ଭେଦ୍ୟ ଜଙ୍ଗଲ ଓ ପାର୍ବ୍ୟାଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ କରୋନା ସଂକ୍ରାନ୍ତୀୟ ସ୍ବାସ୍ଥ୍ୟସେବା…

ଓଡ଼ିଶାରେ ୧୫୪୭ ଶଯ୍ୟା ବିଶିଷ୍ଟ ୭…

ଭୁବନେଶ୍ବର: ଆଜି ସୁଦ୍ଧା ରାଜ୍ୟରେ ୭ଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି; ଏହି ୭ଟି ଡାକ୍ତରଖାନାର ସମୁଦାୟ ଶଯ୍ୟା ସଂଖ୍ୟା ୧୫୪୭। ଭୁବନେଶ୍ବର ସମ୍‌ ହସ୍ପିଟାଲରେ ସର୍ବାଧିକ ୫୦୦ ଶଯ୍ୟାର ସୁବିଧା ଥିବା ବେଳେ ଏଠାରେ ୨୫ଟି ଆଇସିୟୁ ଶଯ୍ୟା ମଧ୍ୟ ରହିଛି। ଅନୁରୂପ ଭାବେ ଭୁବନେଶ୍ବର…

କୋରାପୁଟ: ପ୍ରେରଣା ଦେଲେ ଆଦିବାସୀ

ଭୁବନେଶ୍ବର: ସାରା ବିଶ୍ବକୁ କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ଏହା ବିରୋଧରେ ଳଢ଼େଇରେ ସବୁଠୁ ବଡ଼ ଅସ୍ତ୍ର ଭାବେ ଉଭା ହୋଇଛି ସାମାଜିକ ଦୂରତା। ଜନସାଧାରଣଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଏବେ ସରକାରଙ୍କ ପାଇଁ ଆହ୍ବାନ ପାଲଟିଥିବା ବେଳେ ଏଥିପାଇଁ ବାରମ୍ବାର ସଚେତନତା କରାଯାଉଛି।…