Odisha Link
Bridging the Missing Links in Odisha
Daily Archives

April 6, 2020

କେନ୍ଦ୍ର ସରକାରଙ୍କ ନିଷ୍ପତି କରୋନା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସାଂସଦମାନେ ବର୍ଷକ ପାଇଁ ୩୦ ପ୍ରତିଶତ କମ୍‌ ଦରମା ପାଇବା ଏବଂ ଆଗାମୀ ୨ ବର୍ଷ ପାଇଁ ସାଂସଦ ପାଣ୍ଠି ସ୍ଥଗିତ ରଖାଯିବା ନିଷ୍ପତିକୁ ସମର୍ଥନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି…

ରାଜ୍ୟରେ କରୋନା ଭାଇରସର ଶୃଙ୍ଖଳାକୁ…

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସି ଯୋଗେ ଭୁବନେଶ୍ୱରସମରେ ଆୟୋଜିତ କୋଭିଡ୍-୧୯ ହସ୍ପିଟାଲର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବର୍ତ୍ତମାନ ପରିସ୍ଥିତିରେ ଏହି ହସ୍ପିଟାଲ ରାଜ୍ୟରେ କରୋନା ଭାଇରସ ବିରୋଧରେ ଲଢି ଏହାର ଶୃଙ୍ଖଳାକୁ ଭାଙ୍ଗିବାରେ…

ଆଗାମୀ ଦିନରେ ଓଡ଼ିଶାରେ ଦିନକୁ ୧ ହଜାର…

ଭୁବନେଶ୍ବର: ପ୍ରତିଦିନ ଭଳି ଆଜି ଅପରାହ୍ନରେ କରୋନା ଭାଇରସ୍‌ ସମ୍ପକ୍ରିତ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ ବିଭିନ୍ନ ସହରରେ ୭ଟି କୋଭିଡ ୧୯ ହସ୍ପିଟାଲ…

କରୋନା ମୁକାବିଲା: ୩୪ ଲକ୍ଷ ୨୦ ହଜାର…

ଭୁବନେଶ୍ବର: ମହାମାରୀ କୋଭିଡ-୧୯ ବା କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସହାୟତାର ହାତ ବଢ଼ାଇଛନ୍ତି। ସେ ଆଜି ଉଭୟ ପିଏମ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି। ଆଜି ରାଜ୍ୟପାଳ ମୋଟ୍ ୩୪ ଲକ୍ଷ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ…

କରୋନା ମୁକାବିଲା: ବର୍ଷକ ପାଇଁ…

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନରେ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଏବଂ ସାଂସଦମାନେ ଦରମାର ୩୦% କରୋନା ମୁକାବିଲା ପାଇଁ ଦେବେ। କରୋନା ଲଢ଼େଇରେ…

ଆଇସିଏମଆରକୁ ୭ ଲକ୍ଷ କରୋନା ଟେଷ୍ଟିଂ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏପରିକି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ଟେଷ୍ଟ ଅଧିକରୁ ଅଧିକ କରିବା ପାଇଁ ରବିବାର ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ନିର୍ଦ୍ଦେଶ ଦେଇଛି। କିଟ୍ ସଂଖ୍ୟା ଅଧିକ…

ଅମାନିଆ ହେଲେ ଲୋକ, ୬୩୭ ଗାଡ଼ି ସିଜ୍‌ କଲା…

ଭୁବନେଶ୍ବର: ଭୁବନେଶ୍ବରରେ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ପରେ ରବିବାର ରାତି ୮ଟା ପରଠୁ ଲକ୍‌ଡାଉନ୍‌ ପୂର୍ବଭଳି ବଳବତ୍ତର ରହିଛି। ହେଲେ ପୁଣିଥରେ ଲୋକମାନେ ଅମାନ୍ୟ ହୋଇ ଗାଡ଼ି ଚଳାଚଳ କରିଛନ୍ତି। ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବିନା କାରଣରେ କିଛି ଲୋକ ବାହାରେ ବୁଲୁଛନ୍ତି। ତେବେ କମିଶନରେଟ୍‌…

ସମ୍‌ ପରିସରରେ ୫୨୫ ଶଯ୍ୟା ବିଶିଷ୍ଠ…

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ତୃତୀୟ କୋଭିଡ୍‌ ହସ୍ପିଟାଲ ସ୍ଥାନୀୟ ସମ୍‌ ହସ୍ପିଟାଲ ପରିସରରେ ଆରମ୍ଭ ହୋଇଛି। ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଡାକ୍ତରଖାନାରେ ୫୦୦ ଶଯ୍ୟା ଥିବା ବେଳେ ୨୫ଟି ଆଇସିୟୁ ଶଯ୍ୟା ରହିଛି। ସୋଆ କ୍ୟାମ୍ପସ୍‌-୨ରେ ଏହି ହସ୍ପିଟାଲ ଖୋଲାଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ସମ୍‌ର କୋଭିଡ୍ ହସ୍ପିଟାଲ ଉଦଘାଟନ କଲେ…

ଭୁବନେଶ୍ୱର: ଆଜି ଉଦଘାଟିତ ହେଲା “ସମ୍ ହସପିଟାଲ୍’ରେ କୋଭିଡ୍-୧୯ ହସ୍ପିଟାଲ। ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରରେନସିଙ୍ଗ୍ ଜରିଆରେ ସ୍ଥାନୀୟ “ସମ୍ ହସପିଟାଲ୍’ରେ କୋଭିଡ୍-୧୯ ହସ୍ପିଟାଲର ଉଦଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡିଓ…

କରୋନା କାୟାରେ ବାଘୁଣୀ

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ବରେ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଭାଇରସ ପାଇଁ ସାରା ବିଶ୍ବରେ ୬୯ ହଜାରରୁ ଅଧିକ ଜଣଙ୍କ ପ୍ରାଣ ଗଲାଣି। ବିଶ୍ବର ଶକ୍ତଶାଳୀ ଦେଶ ଭାବେ ପରିଚିତ ଆମେରିକା ମହାମାରୀ କରୋନା ଭାଇରସର ବଡ଼ ଶିକାର ହୋଇଛି। କରୋନା…