Odisha Link
Bridging the Missing Links in Odisha
Daily Archives

April 11, 2020

ରାଜ୍ୟରେ ୪ ନୂଆ କରୋନା ଆକ୍ରାନ୍ତ, ମୋଟ…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ୫୩ ଜଣଙ୍କ ମଧ୍ୟରୁ ୪୧ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଆଜି ସୂଚନା ଦେଇଛି ରାଜ୍ୟ…

ସଞ୍ଚିତ ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ୍‌…

ଭଂଜନଗର: ସାରା ବିଶ୍ବ କରୋନା ଲଢ଼େିରେ ଲଟପଟ ହେଉତିବା ବେଳେ ଓଡ଼ିଶା ବି ଏହି ମହାମାରୀ ଭୂତାଣୁକୁ ରାଜ୍ୟରୁ ଦୂରେଇବା ପାଇ' ସମ୍ମିଳିତ ଉଦ୍ୟମ ଜାରି ରଖିଛି। ଏଭଳି ସମୟରେ ରାଜ୍ୟର ହାତରେ ହାତ ମିଳାଇ ବହୁ ବ୍ୟକ୍ତି ସାଧ୍ୟମତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି…

ସାଉଦି ରାଜ ପରିବାରର ୧୫୦ ଜଣ କରୋନା…

ଓଏଲ୍‌ ବ୍ୟୁରୋ: ସାଉଦି ଆରବ ରାଜ ପରିବାରକୁ କରୋନା କବଳିତ କରିଛି। ରିୟାଦର ଗଭର୍ଣର ତଥା ଯୁବରାଜଙ୍କ ସମେତ ପ୍ରାୟ ୧୫୦ ଜଣ ରାଜପରିବାର ସଦସ୍ୟ କୋଭିଡ୍-୧୯ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। ଏମାନଙ୍କୁ କିଙ୍ଗ ଫାଇଜଲ ସ୍ପେସାଲିଷ୍ଟ ହସ୍ପିଟାଲରେ ଚିକିତ୍ସା କରାଯାଉଛି।…

୪୯ ନମ୍ବର ‘କରୋନା’…

ଭୁବନେଶ୍ବର: ଆଜି ରାଜ୍ୟର ୪୯ ନମ୍ବର କରୋନା ଆକ୍ରାନ୍ତ ମହିଳାଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ କରିଛି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ। ୩୫ ବର୍ଷୀୟ ମହିଳା ଜଣକ ୪୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ୩୫ ବର୍ଷୀୟ ମହିଳା ଜଣକ ମାର୍ଚ୍ଚ ୨୦ରୁ ଏପ୍ରିଲ ୩ ତାରିଖ ଯାଏ ଘରେ ରହିଥିଲେ।…

ଆଇସୋଲେସନ୍‌ ଓ୍ବାର୍ଡରେ ପୁଅଜନ୍ମ ଦେଲେ…

ଦୁବାଇ: ସାଉଦି ଆରବରେ ଜଣେ କରୋନା ଆକ୍ରାନ୍ତ ମହିଳା ମା' ହୋଇଛନ୍ତି। ଗୁରୁବାର ଦିନ ମଦିନାର ଏକ ଡାକ୍ତରଖାନାରେ ସେ ପୁତ୍ରସନ୍ତାନଟିଏ ଜନ୍ମ ଦେଇଛନ୍ତି। ମହିଳା ଜଣକ ଘର ଆଫଗାନିସ୍ଥାନରେ। ମାର୍ଚ୍ଚ ୩୦ ତାରିଖରେ ସେ ମଦିନା ଆସିଥିଲେ। ଗର୍ଭବତୀ ମହିଳା ଜଣକ ଶିଶୁ ଜନ୍ମ ଦେବା ଲାଗି ସ୍ଥାନୀୟ ଉହୁଦ…

କୃଷିକୁ ନେଇ ଚିନ୍ତାବ୍ୟକ୍ତ କଲେ…

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। କରୋନା ପାଇଁ ଦିନକୁ ଦିନ କୃଷିକାର୍ଯ୍ୟ ବ୍ୟାଘତ ହେବାରେ ଲାଗିଛି। ଏହାରି ମଧ୍ୟରେ କୃଷିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। ଲକ୍‌ଡାଉନ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଉତ୍ତରପ୍ରଦେଶରେ ମାଙ୍କଡ଼ଙ୍କୁ କରୋନା!

ଲକ୍ଷ୍ନୌ: ସାରା ବିଶ୍ବରେ କରୋନାର ଭୟାବହ ତାଣ୍ଡବ ଚାଲିଥିବା ବେଳେ ଏହା ମାଙ୍କଡ଼ଙ୍କୁ ସଂକ୍ରମିତ କରି ଥାଇପାରେ ବୋଲି ସନ୍ଦେହ କରିଛନ୍ତି ଉତ୍ତରପ୍ରଦେଶ ସରକାର। ମାତ୍ର ୪ ଦିନ ଭିତରେ ଗୋଟିଏ ସ୍ଥାନରେ ୧୦ରୁ ଅଧିକ ମାଙ୍କଡ଼ଙ୍କର ମୃତ୍ୟୁ ପରେ ଏଭଳି ଆଶଙ୍କା ଦେଖାଦେଇଛି। ମୃତ୍ୟୁ ପୂର୍ବରୁ ମାଙ୍କଡ଼ମାନଙ୍କ…

୮୦ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ…

ଭୁବନେଶ୍ବର: ରାଜ୍ୟରେ ଆଜି ସନ୍ଧ୍ୟା ସୁଦ୍ଧା ୫୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏପରିକି ଏବେ ସୁଦ୍ଧା ୩୭ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାରି ମଧ୍ୟରେ ବଡ଼ ଖବର…

୨ ‘କରୋନା ଆକ୍ରାନ୍ତ’ଙ୍କ…

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହି ୨ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଆଜି ଦେଲେ ରାଜ୍ୟ ସରକାର। ସେମଧ୍ୟରୁ ଜଣେ ୩୫ ବର୍ଷୀୟ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ୨୩ ବର୍ଷର ଯୁବକ। ଏନେଇ ତଥ୍ୟ ପ୍ରକାଶ କରିଛି ସୂଚନା ଓ ଲୋକ ସଂପର୍କ ବିଭାଗ। ଉଭୟଙ୍କ ଘର ରାଜଧାନୀ…

ମତ୍ସ୍ୟଚାଷୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ବର: ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଓଡ଼ିଶାରେ ଏହାକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଲକ୍‌ଡାଉନ ଯୋଗୁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି। ତେବେ ଏହି ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଆସିଛି ବଡ଼ ଖବର। ଲକ୍‌ଡାଉନ୍ କଟକଣାରୁ ବାଦ୍ ପଡ଼ିଛି ମାଛ…